ବାପାଙ୍କ ଶବକୁ ଆଉଁସି ଆଉଁସି କାନ୍ଦିଲେ ନବ ଦାସଙ୍କ ଝିଅ, ‘ବାପା ଉଠ ତମ ଝିଅ ଆସିଛି, ଆମକୁ ଛାଡି ଯାଅନି…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ଵାସ୍ଥ ମନ୍ତ୍ରୀ ନବଦାସଙ୍କର ବିୟୋଗରେ ସବୁଆଡେ ଶୋକର ଛାୟା ଖେଳିଯାଇଛି । ତେବେ ମନ୍ତ୍ରୀଙ୍କର ବିୟୋଗରେ ବହୁ ନେତା ତଥା ବିଶିଷ୍ଠ ଲୋକବୃନ୍ଦ ତାଙ୍କର ଅନ୍ତିମ ଦର୍ଶନ କରିବାକୁ ଆସିଛନ୍ତି । ତେବେ ମନ୍ତ୍ରୀ ନବ ଦାସଙ୍କର ଅନ୍ତିମ ଶୋଭା ଯାତ୍ରାରେ ବହୁ ଲୋକ ସାମିଲ ହୋଇଯାଉଛନ୍ତି । ତେବେ ଏପରି ଏକ ଦୁଃଖନୀୟ ପରିସ୍ଥିତିରେ ନବ ଦାସଙ୍କର ପରିବାର ବିଶେଷ କରି ବହୁ ମାତ୍ରାରେ ମର୍ମାହତ ହୋଇପଡିଛନ୍ତି ।

ତେବେ ମନ୍ତ୍ରୀଙ୍କର ଅନ୍ତିମ ଶୋଭା ଯାତ୍ରାରେ ଯିବା ସମୟରେ ତାଙ୍କ ପାର୍ଥିବ ଶରୀରରେ ପାଖରେ ନବ ଦାସଙ୍କର ଝିଅ ଓ ପୁଅ ଠିଆ ହୋଇଛନ୍ତି । ତେବେ ବାପାଙ୍କ ପାର୍ଥିବ ଶରୀରରେ ପାଖରେ ଠିଆ ହୋଇ ତାଙ୍କ ଝିଅ ବହୁତ କାନ୍ଦୁଛନ୍ତି । ବାପାଙ୍କ ଚାଲିଯିବା କଥା ସେ ଏବେ ପର୍ଯ୍ୟନ୍ତ ମଧ୍ୟ ବିଶ୍ବାସ କରିପାରୁନାହାନ୍ତି । ସେଠାରେ ସେ ଛିଡା ହୋଇ କାନ୍ଦି କାନ୍ଦି କହୁଛନ୍ତି । ବାପା ଉଠ ତମ ଝିଅ ଆସିଯାଇଛି । ବାପା ତମେ ଆମ ସମସ୍ତଙ୍କୁ ଏକା କରି ଆମକୁ ଛାଡି ଚାଲିଜାଅନା ।

ତେବେ ମନ୍ତ୍ରୀ ନବ ଦାସଙ୍କ ପୁଅ ମଧ୍ୟ ବାପାଙ୍କ ବିୟୋଗରେ ଦୁଃଖଭରା ହୋଇ ବାପାଙ୍କ ସ୍ମୃତି ମନରେ ଧାରଣ କରି କାନ୍ଦି ପକାଉଛନ୍ତି । ତେବେ ଏହା ସହିତ ସେଠାରେ ଉପସ୍ଥିତ ଥିବା ସମସ୍ତ ନେତୃବୃନ୍ଦ ତଥା ଲୋକମାନେ ଏପରି ଭାବରେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ହଟାତ ଭାବରେ ମୃ-ତ୍ୟୁ ଘଟିବା କଥାକୁ ଜମାରୁ ମଧ୍ୟ ଗ୍ରହଣ କରିପାରୁନାହାନ୍ତି । ତେବେ ମନ୍ତ୍ରୀ ନବ ଦାସଙ୍କର ଅନ୍ତିମ ଶୋଭା ଯାତ୍ରାରେ ବହୁ ଭିଡ ଦେଖିବାକୁ ମିଳିଛି ।

ବହୁ ଦୂର ଦୂରାନ୍ତରୁ ଲୋକ ମନ୍ତ୍ରୀ ନବ ଦାସଙ୍କର ପାର୍ଥିବ ଶରୀରକୁ ଦର୍ଶନ କରିବା ନିମନ୍ତେ ଧାଇଁ ଆସିଛନ୍ତି । ତେବେଗତ କାଲି ମନ୍ତ୍ରୀ ଏକ ସଭାକୁ ଯାଇଥିବା ସମୟରେ gullikaanda ଘଟିଥିଲା । ଯେଉଁଠାରେ ଜଣେ ଜଣେ ASI ପୋଲିସ କର୍ମଚାରୀ ଗୋପାଳକୃଷ୍ଣ ଦାସ ସ୍ଵସ୍ଥ ମନ୍ତ୍ରୀ ନବଦାସଙ୍କୁ ଟାର୍ଗେଟ କରି gulli ଚାଳନା କରିଥିଲେ । ତେବେ ମନ୍ତ୍ରୀଙ୍କର ଛାତିରେ gulli ବାଜିବା ପରେ ସେ ଭୂମୀରେ ଟ-ଅଳି ପଡିଥିଲେ ।

ତାପରେ ଭୁବନେଶ୍ବର ସ୍ଥିତ ଆପୋଲୋ ହସ୍ପିଟାଲରେ ତାଙ୍କର ଚିକିତ୍ସା କରଯାଇଥିଲା । ତେବେ ବହୁ ଚେଷ୍ଟା ସତ୍ବେ ମଧ୍ୟ ମନ୍ତ୍ରୀ ନବ ଦାସଙ୍କର ଜୀବନ ରକ୍ଷା କରାଯାଇ ପାରିନଥିଲା । ତେବେ ମନ୍ତ୍ରୀ ନବ ଦାସଙ୍କର ଆତ୍ମାର ସଦ ଗତି ହେଉ ବୋଲି କାମନା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *