ସ୍ଵାମୀଙ୍କୁ ଡିଭୋର୍ସ ଦେଇ ନିଜ ବାପଘରେ ଜୀବନର ଅସଲ ମଜା ନେଉଛନ୍ତି Bollywood ର ଏହି 4 ଜଣ ହିରୋଇନ

ବନ୍ଧୁଗାନ ବଲିଉଡର ଅଧିକାଂଶ କଳାକାର ମାନେ ପରସ୍ପର ସହ ବିବାହ କରିଛନ୍ତି । ହେଲେ ଏହି କଳାକାର ମାନଙ୍କ ମଧ୍ୟରେ ବିବାହର କିଛି ବର୍ଷ ମଧ୍ୟରେ ବହୁତ ବାଦବିବାଦ ମଧ୍ୟ ଦେଖାଦେଇଥାଏ । ଯାହା ଫଳରେ ସେମାନଙ୍କ ମଧ୍ୟରେ ଡିଭୋର୍ସ ହୋଇଛି । ବଲିଉଡର ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଡିଭୋର୍ସ ନେଇଛନ୍ତି । ଡିଭୋର୍ସ ନେବା ପରେ ଏହି ଅଭିନେତ୍ରୀ ମାନେ ନିଜ ବାପଘରେ ସାହାରା ନେଇଥିଲେ । ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

କରିସ୍ମା କପୁର- ବନ୍ଧୁଗଣ ଆମ ପ୍ରଥମ ଲିଷ୍ଟରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ କରିନା କପୁର । ବଲିଉଡର ସମସ୍ତ ଦିଗଜ ଅଭିନେତାଙ୍କ ସହ କରିସ୍ମା ଫିଲ୍ମ କରିଛନ୍ତି ଓ ତାଙ୍କର ସମସ୍ତ ଫିଲ୍ମ ସୁପର ହିଟ ମଧ୍ୟ ହୋଇଛି । କରିସ୍ମା ନିଜ ବିବାହ ପାଇଁ ବହୁତ ଚର୍ଚାରେ ରହିଥିଲେ । ପ୍ରାଥମେ ୨୦୦୨ ମସିହାରେ କରିସ୍ମାଙ୍କ ନିର୍ବନ୍ଧ ଅଭିଷେକ ବଚନଙ୍କ ସହ ହୋଇଥିଲା ।

ହେଲେ କିଛି ମାସ ପରେ ଖବର ଆସିଥିଲା ଯେ, ଏହି ସମ୍ପର୍କ ଭାଙ୍ଗିଯାଇଥିଲା । ଏହା ପରେ ୨୦୦୩ ମସିହାରେ କରିସ୍ମା ସଞ୍ଜୟ କପୁରଙ୍କ ସହ ବିବାହ କରିଥିଲେ । ହେଲେ ଏମାନଙ୍କ ସମ୍ପର୍କ ଅଧିକ ବର୍ଷ ପର୍ଯ୍ୟନ୍ତ ରହିନଥିଲା । ୨୦୧୬ ରେ ଏମାନଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା । ଡିଭୋର୍ସ ହେବା ପରେ କରିସ୍ମା ନିଜ ବାପ ଘରେ ରହିଥିଲେ ।


ହ୍ରୀତିକ ରୋସନ ଓ ଶୁଜେନ ଖାନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ହ୍ରୀତିକ ରୋସନ ଓ ତାଙ୍କ ପତ୍ନୀ ଶୁଜେନ ଖାନ । ଏହି ଦୁଇ ଜଣ ୨୦୦୦ ମସିହାରେ ପରସ୍ପର ସହ ବିବାହ କରିଥିଲେ । ହେଲେ ହ୍ରୀତିକ ଓ କଙ୍ଗନାଙ୍କର ଅଫେୟାର ପାଇଁ ଏହି ଦୁଇଜଣକ ମଧ୍ୟରେ ବହୁତ ବାଦବିବାଦ ଦେଖା ଦେଇଥିଲା ଓ ୨୦୧୪ ରେ ଏହି ଦୁଇ ଜଣଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା । ଡିଭୋର୍ସ ପରେ ହ୍ରୀତିକ ନିଜ ପିଲା ମାନଙ୍କ ସହ ରହୁଛନ୍ତି ଓ ଶୁଜେନ ତାଙ୍କ ପିତା ସଞ୍ଜୟ ଖାନଙ୍କ ସହ ରହୁଛନ୍ତି ।


ପୂଜା ବେଦି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ପୂଜା ବେଦି । ପୂଜା ବେଦି ୧୯୯୯ ମସିହାରେ ପ୍ରଥମେ ଫରାନ ଫର୍ନୀଚରବାଲାଙ୍କ ସହ ବିବାହ କରିଥିଲେ । ହେଲେ ଏହି ଦୁଇଜଣଙ୍କ ମଧ୍ୟରେ ବହୁତ ବାଦବିବାଦ ଦେଖା ଦେଇଥିଲା । ଯାହା ଫଳରେ ୨୦୧୩ ରେ ଏମାନଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା ଓ ଡିଭୋର୍ସ ପରେ ପୂଜା ନିଜ ପିତା କବୀର ବେଦିଙ୍କ ପାଖର ରହିଥିଲେ ।

ସୋନ୍ଦର୍ୟ୍ୟା – ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସାଉଥର ଦିଗଜ ଅଭିନେତା ରଜନୀ କାନ୍ତଙ୍କ ଝିଅ ସୋନ୍ଦର୍ୟ୍ୟା । ବନ୍ଧୁଗଣ ୨୦୧୭ ରେ ସୋନ୍ଦର୍ୟ୍ୟା ନିଜ ସ୍ଵାମୀ ଅଶ୍ଵିନଙ୍କ ଠାରୁ ଡିଭୋର୍ସ ନେବା ପରେ ନିଜ ବାପା ରଜନୀ କାନ୍ତଙ୍କ ଘରେ ରହିବାକୁ ଲାଗିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *