ବାଛନ୍ତୁ କୌଣସି ଗୋଟିଏ ବେଲୁନ ଓ ଜାଣନ୍ତୁ ନିଜ ହୃଦୟର ଏକ ଗଭୀର ରାଜ – Personality Test

କୌଣସି ବି ବ୍ୟକ୍ତିର ପସନ୍ଦ ତାହାର ବିଚାର ଓ ସ୍ଵଭାବର ଆଇନା ହୋଇଥାଏ । ତାହାକୁ କଣ ପସନ୍ଦ ଅଟେ ଓ କଣ ନୁହେଁ ଏହା ଦ୍ଵାରା ତାହାର ସ୍ଵଭାବ ବିଷୟରେ ଜଣା ପଡିଥାଏ । ଆଜି ଆମେ ଆପଣଙ୍କୁ ଏଠାରେ 5 ଟି ଅଲଗା ଅଲଗା ରଙ୍ଗର ବେଲୁନ ଦେଖାଇବୁ ଯାହା ମଧ୍ୟରୁ ଆପଣଙ୍କୁ ନିଜ ପସନ୍ଦର ଏକ ବେଲୁନ ବାଛିବାର ଅଛି । ଏହି ବେଲୁନ କହିବ ଆପଣଙ୍କ ବିଷୟରେ କିଛି ଗଭୀର ରାଜ । ଏଥିପାଇଁ ଆପଣଙ୍କୁ କେବଳ 5 ସେକେଣ୍ଡ ଦିଆଯିବ ଓ ଆମେ କହିବୁ ଆପଣଙ୍କ ହୃଦୟର କଥା । ତେବେ ବାଛନ୍ତୁ କୌଣସି ଗୋଟିଏ ବେଲୁନ ଓ ଜାଣନ୍ତୁ ନିଜ ବିଷୟରେ ।

ପ୍ରଥମ ବେଲୁନ – ଯଦି ଆପଣ ପ୍ରଥମ ବେଲୁନ ବାଛିଛନ୍ତି ତେବେ ଆପଣ ସ୍ଵଭାବରେ ବହୁତ ଭଲ ଓ ସମସ୍ତଙ୍କ ବିଷୟରେ ଭଲ ଭାବନା ରଖିବା ବ୍ୟକ୍ତି ଅଟନ୍ତି । ଆପଣ ନିଜର ବର୍ତ୍ତମାନ ରେ ହିଁ ଜିଇଂବାକୁ ପସନ୍ଦ କରନ୍ତି ଓ ମସ୍ତିରେ ନିଜର ଜୀବନକୁ ବଞ୍ଚିଥାନ୍ତି । ଆପଣଙ୍କର ସବୁଠୁ ଖାସ କଥା ଏହା ହେଲା କି ଆପଣ ବହୁତ ଛୋଟ ଛୋଟ ଜିନିଷରେ ନିଜର ଖୁସି କୁ ଖୋଜିବାକୁ ଚେଷ୍ଟା କରନ୍ତି ।

ଦ୍ଵିତୀୟ ବେଲୁନ

ଯଦି ଆପଣ ଦ୍ଵିତୀୟ ବେଲୁନ ବାଛିଛନ୍ତି ତ ଏହା ଆପଣଙ୍କ ସ୍ଵଭାବରେ ସ୍ଵୀଟନେସ କୁ ଦର୍ଶାଉଛି । ଆପଣ ବହୁତ ସକରାତ୍ମକ ଭାବନା ରଖୁଥିବା ବ୍ୟକ୍ତି ଅଟନ୍ତି । ଆପଣ ଜୀବନକୁ ବହୁତ ଭଲ ଭାବେ ବଞ୍ଚିବାକୁ ଚେଷ୍ଟା କରନ୍ତି । ଆପଣଙ୍କୁ ଲୋକ ଦେଖାଣିଆ କରୁଥିବା ଲୋକ ବିଲକୁଲ ପସନ୍ଦ ନୁହେଁ । ନିଜ ସ୍ଵଭାବ ଦ୍ଵାରା ଆପଣ କାହାର ବି ହ୍ରୁଦୟକୁ ଜିତି ନିଅନ୍ତି ।

ତୃତୀୟ ବେଲୁନ

ଯଦି ଆପଣ ତୃତୀୟ ବେଲୁନ ବାଛିଛନ୍ତି ତେବେ ଆପଣ ସ୍ଵଭାବରେ ବହୁତ କ୍ରୀଏଟିଭ ଓ ବହୁତ ହିଁ ମଜେଦାର ବ୍ୟକ୍ତି ଅଟନ୍ତି ଯିଏ ସହଜରେ ଲୋକଙ୍କ ସହିତ ମିଶି ଯାଆନ୍ତି । ଆପଣଙ୍କୁ ଲୋକଙ୍କୁ ସାହାର୍ଯ୍ୟ କରିବା ବହୁତ ପସନ୍ଦ ହୋଇଥାଏ । ସାହାର୍ଯ୍ୟ କଲା ବେଳେ ଆପଣ ଏହା ମଧ୍ୟ ଦେଖନ୍ତି ନାହିଁ କି ଆପଣ ଯାହାକୁ ସାହାର୍ଯ୍ୟ କରୁଛନ୍ତି ସେ ଆପଣଙ୍କ ସାଙ୍ଗ ଅଟନ୍ତି ନା ଶତୃ ।

ଚତୁର୍ଥ ବେଲୁନ

ଯଦି ଆପଣ ଚତୁର୍ଥ ବେଲୁନ ବାଚିଛନ୍ତି ତେବେ ଆପଣ ସ୍ଵଭାବରେ ବହୁତ କେୟାରିଙ୍ଗ ଓ ଇମୋସନାଲ ହୋଇଥାନ୍ତି । ସ୍ଵଭାବରେ ଅଧିକ ଭାବୁକତା ଆକାରଣରୁ ସାମ୍ନା ବାଲାର ବହୁତ ଛୋଟ ଛୋଟ କଥା ବି ଆପଣଙ୍କୁ ବହୁତ କଷ୍ଟ ଦେଇଥାଏ । କିନ୍ତୁ ଆପଣ ହୃଦୟରୁ ବହୁତ ଭଲ ହୋଇଥାନ୍ତି ଓ ଆପଣ ଡରନ୍ତି କି ଆପଣଙ୍କ କାରଣରୁ କାହା ହ୍ରୁଦୟକୁ କଷ୍ଟ ନହେଉ ।

ପଞ୍ଚମ ବେଲୁନ

ଯଦି ଆପଣ ପଞ୍ଚମ ବେଲୁନ ବାଚିଛନ୍ତି ତେବେ ଏହା ଆପଣଙ୍କର ସଚ୍ଚା ପ୍ରେମ ଓ ଫ୍ରେଣ୍ଡଲି ନେଚର କୁ ଦର୍ଶାଇଥାଏ । ନିଜର ହସମୁଖ ସ୍ଵଭାବ କାରଣରୁ ଆପଣ ନିଜ ଆଖ ପାଖର ପରିବେଶକୁ ବି ଖୁସିରେ ଭରି ଦିଅନ୍ତି । ଆପଣ ନିଜର ସମ୍ପର୍କ ଓ ଭାବନାକୁ ନେଇ ବହୁତ ଇମୋସନାଲ ହୋଇଥାନ୍ତି । ଯଦି କେହି ଆପଣଙ୍କୁ ହର୍ଟ କରିଥାଏ ତେବେ ଆପଣ ଜୀବନ ଥିବା ପର୍ଯ୍ୟନ୍ତ ତାହାର ମୁହଁ ଦେଖନ୍ତି ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *