ବନ୍ଧୁଗଣ, ଆମ ଆଖପାଖରେ ଏଭଳି ସଂଘର୍ଷ ର ସହିତ ବଞ୍ଚିଥିବା ଲୋକେ ଅଛନ୍ତି ଯାହାଙ୍କ ବିଷୟରେ ଆମ୍ଭେ ବିଶେଷ କିଛି ଜାଣିନଥାଉ । ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ଅସ୍ତିତ୍ଵ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାଙ୍କ ସଂଘର୍ଷ ର କାହାଣୀ ସମ୍ବନ୍ଧରେ ଜାଣିଲେ ଆପଣ ଦୁଃଖରେ ଭାଙ୍ଗି ପଡିବେ । ଏହି ମହିଳା ହେଉଛନ୍ତି ଜଣେ deha ଜୀବୀ । ସେ କହିଛନ୍ତି ଯେ ନିଜ ଛୁଆ ଙ୍କୁ ନେଇ ସେ ବହୁତ ଦୁଃଖ କଷ୍ଟ ସହିଛନ୍ତି ।
ଅଭାବ ଅନାଟନ ତାଙ୍କୁ ଏହି ରାସ୍ତାକୁ ଆଣିବାକୁ ବାଧ୍ୟ କରିଦେଇଛି । ସେ ଭାଗ୍ୟ କୁ ନେଇ ସବୁ ସହି ରହିଜାଆନ୍ତି ଏବଂ ଭାବନ୍ତି ଯେ ତାଙ୍କ ଭାଗ୍ୟରେ ବୋଧ ହୁଏ ଏହା ହିଁ ଅଛି । ଏହିଭଳି ନିଜ dehaକୁ ପଇସା ପାଇଁ ଅନ୍ୟ ପାଖରେ ରଖିବା କାମରେ ତାଙ୍କୁ ବହୁତ ଖରାପ ଲାଗୁଥିଲେ । ପ୍ରଥମେ ପ୍ରଥମେ ତାଙ୍କ ମୁଣ୍ଡରେ କିଛି ପଶୁନଥିଲେ ମଧ୍ୟ ସେ ବାଧ୍ୟ ହୋଇ ଏହିଭଳି ଏକ ନିନ୍ଦା ଅପବାଦର ରାସ୍ତା କୁ ବାଛି ନେଇଥିଲେ ।
୩୫, ୪୦ ତଥା ୬୦ ବର୍ଷର ବୟସ୍କ ଲୋକଙ୍କ ସହିତ deha ବ୍ୟା-ପାର କରିଥିଲେ ମହିଳା ଜଣଙ୍କ । ତାଙ୍କ ପାଖକୁ ଅନେକ ଛୋଟ ପିଲା ମଧ୍ୟ ଆସନ୍ତି ମାତ୍ର ସେମାନଙ୍କୁ ସେ ଅନୁମତି ଦିଅନ୍ତି ନାହିଁ । ସିଧା ସଳଖ ମନା କରିଦିଅନ୍ତି । କାରଣ ସେମାନଙ୍କର କିଛି ଠିକ ଠିକଣା ନଥାଏ । ରାସ୍ତାରେ କେଉଁଠି ଦେଖା ହେଲେ ସେମାନେ ବଦନାମ ମଧ୍ୟ କରି ପାରନ୍ତି ।
ଯେହେତୁ ବୟସ୍କ ଲୋକଙ୍କ ବୟସ ଅଧିକ ତଥା ଏମାନେ ପ୍ରତିଷ୍ଠିତ ଅଟନ୍ତି, ଏଣୁ ଏମାନେ ରାସ୍ତାରେ କେବେ ଦେଖିଲେ କଥା ହେବେନି । ବାପା ବୟସର ଲୋକ ଯେତେବେଳେ ମହିଳା ଙ୍କ ପାଖକୁ ଆସନ୍ତି ସେତେବେଳେ ସେ ଚିନ୍ତା କରନ୍ତି ଯେ ତାଙ୍କ ପାଖକୁ ପଇସା କେମିତି ଆସିବା କାଲି ସକାଳେ ଘର ଭଡା ପଇସା କେମିତି ଦେବେ ? ତଥା କେମିତି ଚଳିବେ ? ଏ ସବୁ ଚିନ୍ତା କରି ସେ ବାପା ବୟସ୍କ ବ୍ୟକ୍ତି ହେଲେ ମଧ୍ୟ ତାଙ୍କ ସହିତ ରିଲେସନ ରଖିଦିଅନ୍ତି ।
ସବୁ ସହି ସେ ଆଗକୁ ଯାଉଥିଲେ କେବଳ ନିଜ ଛୁଆ କୁ ନେଇ ଏହି ବିଶାଳ ସଂସାରରେ ବଞ୍ଚିବା ପାଇଁ । ଏହିଭଳି ପାପକାମ କରି ପିଲାଙ୍କୁ ମଣିଷ କରିଲେ ସେ ଘର ଦ୍ଵାରା କରି ପିଲାଙ୍କୁ ବିବାହ ଯୋଗ୍ୟ କରାଇଲେ ବର୍ତମାନ ସେମାନେ ସବୁ ନିଜ ନିଜ ଜୀବନରେ ବ୍ୟସ୍ତ ଅଛନ୍ତି ଏବଂ ମହିଳା ଜଣକ ଏକୁଟିଆ ଜୀବନ ଜାପନ କରୁଛନ୍ତି ବୋଲି ସେ କହିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।