ଅଜବ ଦୃଶ୍ୟ ! ATM ଭିତରେ ଦେଖନ୍ତୁ କଣ କରୁଛି ଏହି ଝିଅ, ଆପଣ ବି ହେବେ ଆଶ୍ଚର୍ଯ୍ୟ ! ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏଭଳି ଅନେକ ଘଟଣା ସମ୍ବନ୍ଧରେ ଜାଣିବାକୁ ମିଳୁଛି ଯାହା ଜାଣିଲେ ଅଥବା ଦେଖିଲେ ମନୁଷ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବ । ସୋସିଆଲ ମିଡିଆ ରେ ଏହି ସମ୍ବନ୍ଧୀୟ ଅନେକ ଭିଡିଓ ମଧ୍ୟ ଭାଇରାଲ ହେଉଛି । କେଉଁଠି ଦେଖିବାକୁ ମିଳୁଛି ଲୋକମାନେ ବର୍ତ୍ତମାନ ସମୟ ରେ ଭିନ୍ନ ଭିନ୍ନ ଢଙ୍ଗ ରେ ଚୋରି କରୁଛନ୍ତି ତ ଅନ୍ୟ କେଉଁଠି ଦେଖିବାକୁ ମିଳୁଛି ଅଜବ ଗଜବ ଦୃଶ୍ୟ ।

ତେବେ ପୁଣିଥରେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ସେହି ଭିଡିଓ ର ଦୃଶ୍ୟ ବହୁତ ହିଁ ଅଜବ ଅଟେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ତେବେ ବନ୍ଧୁଗଣ ଆପଣ ମାନେ ଏହି ଭିଡିଓ ମାଧ୍ୟମରେ ଦେଖି ପାରୁଥିବେ ଯେ, ଏଟିଏମ ଭିତରେ ଜଣେ ଯୁବତୀ ଅନ୍ୟ ଜଣେ ଯୁବତୀ ଙ୍କ ସହିତ କରୁଛନ୍ତି କଣ । ଏହି ଭିଡିଓ କୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ।

ଆପଣ ଦେଖି ପାରୁଥିବେ ଯେ, ଦୁଇ ଜଣ ଯୁବତୀ ଏଟିଏମ ଭିତରକୁ ପଶିଥିଲେ ଏବଂ ସେଠାରେ ଜଣେ ଯୁବତୀ ମଧ୍ୟ ପଇସା ଉଠାଇବା ପାଇଁ ଯାଇଥିଲେ । କିନ୍ତୁ ପଇସା ଉଠାଇବା ସମୟରେ ସେହି ଝିଅ ଙ୍କ ହରକତ ଦେଖିଲେ ବି ଆପଣ ମାନେ ହସିବାକୁ ଲାଗିବେ । ତେବେ ସିସିଟିଭି କ୍ୟାମେରା ରେ ଯେଉଁ ଫୁଟେଜ ଟି ରେକର୍ଡ ହୋଇଛି ତାହା ଦେଖି ସମସ୍ତଙ୍କୁ ହସ ଲାଗୁଛି ।

ଏଟିଏମ ଭିତରେ ମହିଳା ଜଣକ ପଇସା ଉଠାଇବା ସମୟରେ ପିନ୍ ମାରିବା ବେଳେ ଉକ୍ତ ମହିଳା ଜଣକ ଏଟିଏମ ଭିତରେ ଡାନ୍ସ କରୁଥିଲେ । ସିସିଟିଭି ଫୁଟେଜ ରେ ଏହି ଭିଡିଓ ଟି ରେକର୍ଡ ହୋଇଥିଲା । ଏହି ଭିଡିଓ କୁ ସୋସିଆଲ ମିଡିଆ ରେ ମଧ୍ୟ ସେୟାର କରାଯାଇଥିଲା । ଆପଣ ମାନେ ଦେଖି ପାରୁଥିବେ ଯେ, ଏଟିଏମ ଭିତରେ କିଭଳି ଜଣେ ଯୁବତୀ ଡାନ୍ସ କରୁଛନ୍ତି ।

ଆପଣ ମାନେ ମଧ୍ୟ ଏହି ଭିଡିଓ ଦେଖିବା ପରେ ନିଶ୍ଚିତ ଭାବରେ ନିଜ ହସ କୁ ରୋକିପାରି ନଥିବେ । ଏହି ଭିଡିଓ ଟି ସୋସିଆଲ ମିଡିଆ ରେ ଏତେ ମାତ୍ରାରେ ଭାଇରାଲ ହେବାରେ ଲାଗିଛି କି, ଉକ୍ତ ଭିଡିଓ ରେ ୩ କୋଟି ରୁ ଅଧିକ ଦର୍ଶକ ଏହି ଭିଡିଓ କୁ ଲାଇକ କରିଛନ୍ତି । ତେବେ ଆପଣ ମାନଙ୍କର ମଧ୍ୟ ଏହି ଭିଡିଓ ଟି ଦେଖି ନିଶ୍ଚିତ ଭାବରେ ମନୋରଞ୍ଜନ ହୋଇଥିବ । ଏହି ଭିଡିଓ ଦେଖିବା ପରେ ଆପଣ ମାନଙ୍କ ମତାମତ କଣ ରହିଛି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *