ନମସ୍କାର ବନ୍ଧୁଗଣ ତେବେ ଆମର ଏହି ଜୀଵନ ରେ କେତେବେଳେ ବି କୌଣସି ନା କୌଣସି ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହା ଛଡା ବେଳେବେଳେ ଆମକୁ ବହୁତ ଖ-ତ-ର-ନା-କ ଜୀଵ ଜନ୍ତୁ ଙ୍କ ସହ ସାମ୍ନା ମଧ୍ୟ ହୋଇ ଯାଇଥାଏ । ଯାଦ୍ୱାରା କେତେବେଳେ ଆମ ଜୀଵନ ଉପରେ ବି-ପ-ଦ ମଧ୍ୟ ମା-ଡି ଆସେ । ତେବେ ସେହିଭଳି ଏକ ବି-ପ-ଦ ହେଉଛି ଭାଲୁ । ଭାଲୁ ମାନେ କେତେବେଳେ ବି କେଉଁଠି ବି ନିଜ ଭୋଜନ ଖୋଜି ଖୋଜି କେତେବେଳେ କାହା ଘରେ ତ କେତେବେଳେ କାହା ବାଡ଼ି ବଗିଚାରେ ପଶି ଯାଆନ୍ତି ।
ତେବେ ସେହି ଭଳି ଏକ ଖବର ଆସୁଛି ଏହି ଖବର ଟି ହେଉଛି ନୀଳ ଗିରି ର ଗୋପୀନାଥ ପୁର ଗାଁ ର ତେବେ ସେଠାରେ ସେ ଜଣଙ୍କ ବାରି ପଟେ ପଶି ଯାଇଥିଲା ଏବଂ ପାଳଭୂତ କୁ ମଣିଷ ଭାବି ଆ-କ୍ର-ମ-ଣ କରିଥିଲା ତେବେ ଏହାର ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ-ରେ ଘୁ-ରି ବୁଲୁଛି । ତେବେ ସୂଚନା ଅନୁଯାୟୀ ଭାଲୁ ଆ-କ୍ର-ମ-ଣ ରେ ଜଣେ ଗୁରୁତର ଆ-ହ-ତ ହୋଇଛନ୍ତି ଏବଂ ଜଣଙ୍କ ବାରି ପଟେ ପଶି ଯାଇଛି ।
ତେବେ ଗାଁ ରେ ଭାଲୁ ଆ-ତ-ଙ୍କ ଖେଳି ଯାଇଛି ଏବଂ ସମସ୍ତେ ଭୟବିତ ହୋଇ ମଧ୍ୟ ରହୁଛନ୍ତି । ତେବେ ଵନ ବିଭାଗ ଙ୍କୁ ଏ ନେଇ ସୂଚିତ ମଧ୍ୟ କରା ଦିଆ ଯାଇଛି ଏବଂ ସେମାନେ ଆସି ଭାଲୁ କୁ ଶୀଘ୍ର ନିଜ ଆୟତ ରେ ନେଇଯିବେ । ତେବେ ଏହାର ମୁଖ୍ୟ ଦାୟୀ ହେଉଛନ୍ତି ଆମେ ମାନେ । କାରଣ ନିଜର ସୁବିଧା ଯୋଗୁଁ ଜଂଗଲ ଆଦି କାଟି ଘର କାରଖାନା ସ୍ଥାପନ କରୁଛୁ ।
ଯାହା ଯୋଗୁଁ ସେମାନେ ବାସହରା ହୋଇ ସହର ରେ ଭୋଜନ ଖୋଜିବା ପାଇଁ ପଳାଇ ଆସୁଛନ୍ତି ଏବଂ ଆମ ଉପରେ ଆ-କ୍ର-ମ-ଣ କରି ଦେଉଛନ୍ତି ଏବଂ ଆମେ ଭୟବିତ ହୋଇ ତାଙ୍କୁ ମା-ରି ଦେଉଛୁ ଯାହା ଯୋଗୁଁ ସେମାନଙ୍କ ଵଂଶ ମଧ୍ୟ ଲୋପ ପାଇ ଯାଉଛି । ତେଣୁ ସମୟ ରହିତ ଆମକୁ ନିଜ ଭୁଲ ସୁଧାରି ନେବା ଉଚିତ ଅଟେ ଏବଂ ଜଂଗଲ ଆଦି କୁ ନ କା-ଟି ଗଛ ଲଗାଇ ସେମାନଙ୍କ ପାଇଁ ଏବଂ ନିଜ ପାଇଁ ସୁରକ୍ଷିତ ଏବଂ ଏକ ଶୃଙ୍ଖଳିତ ଜୀଵନ ଯାପନ କରି ପାରିବା ।