ଚର୍ଚ୍ଚାରେ Arindam ଙ୍କ Whatsapp DP, ସେଇ ନଦୀ, ସେଇ ପାଣି, ସେଇ ଡଙ୍ଗା, ଏହା ଏକ ସଂଯୋଗ ନା ଆଉ କିଛି ? ଜାଣନ୍ତୁ ପୁରା ଘଟଣା

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଏହି ଦୁଇ ତିନି ଦିନ ତଳେ ହୋଇଥିବା ଏକ ଦୁ-ର୍ଘ-ଟ-ଣା ରେ ଆମେ ଆମର ଜଣେ ବରିଷ୍ଠ ସାମ୍ବାଦିକ ଜଣେ ସାହାସି ଏବଂ ନିର୍ଭୀକ ମଣିଷ ଅରିନ୍ଦମ ଙ୍କ ଅ-କା-ଳ ବି-ୟୋ-ଗ ଘ-ଟି-ଛି । ତେବେ ସୂଚନା ଅନୁଯାୟୀ ମହାନଦୀ ମୁଣ୍ଡୁଳି ପାଖରେ ଦନ୍ତା ହାତୀ କୁ ଉଦ୍ଧାର କରିବା ନିମନ୍ତେ ଓଡ୍ରାଫ ଟିମ ଙ୍କ ସହ ସେ ପାଣି ଭିତରକୁ ଯାଇଥିଲେ ।

ତେବେ ହଠାତ ବୋଟ ଓ-ଲ-ଟି ଯିବାରୁ ସେହି ଦୁ-ର୍ଘ-ଟ-ଣା ରେ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଜଣେ ଓଡ୍ରାଫ ଟିମ ର ସଦସ୍ୟ ସୀତାରାମ ମୁର୍ମୁ ସ-ହି-ଦ ହୋଇଗଲେ । ତେବେ ଏହି ସବୁ ଭିତରେ ବର୍ତ୍ତମାନ ସେମିତି ତାଙ୍କର ହ୍ୱା-ଟ୍ସ-ଆ-ପ୍ ଡିପିକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଦୀର୍ଘ ମାସେ ଧରି ଅରିନ୍ଦମ ଦାସଙ୍କ ହ୍ଵା-ଟ୍ସ-ଆ-ପ ଡିପି ପରିବର୍ତ୍ତନ ହୋଇନଥିଲା । ଆଉ ଯେଉଁ ଫଟୋଟି ଥିଲା ତାହା ସମସ୍ତଙ୍କୁ ଯେମିତି ବ୍ୟତିବ୍ୟସ୍ତ କରୁଛି ।

ଫଟୋରେ ସେଇ ପାଣି ସେଇ ନଦୀର ଚିତ୍ର । ଏହି ଡିପି ଦେଖିଲେ ସେଦିନର  ସେ ମହାନଦୀର ପାଣି ଏବଂ ତାଙ୍କ ଚି-ତ୍କା-ର  ଯେମିତି ସମସ୍ତଙ୍କ କାନରେ ଗୁଞ୍ଜରିତ ହେଉଛି । ମନେ ପଡି ଯାଉଛି ଅରିନ୍ଦମଙ୍କ ସେହି ଶେଷ ମୂହୂର୍ତ୍ତର କଥା । ସେ ଜୀବନ ମ-ର-ଣ-ର ସଂ-ଘ-ର୍ଷ-ଲୋକଙ୍କ ଚି-ତ୍କା-ର । ହେଲେ  ତାଙ୍କର ଏହି ଡିପି ତାଙ୍କ ମୃ-ତ୍ୟୁ-ର ପୂର୍ବାଭାଷ ବୋଲି ଲୋକେ କହୁଛନ୍ତି ।  ନଦୀ, ଡଙ୍ଗା, ନାଉରିଆ ଆଉ ଗଛ । ହୁଏତ ଏଇ ସବୁ ଚରିତ୍ର ମାନେ ତାଙ୍କୁ ଆଗରୁ ମୃ-ତ୍ୟୁ-ର ସୂଚନା ଦେଇଥିଲେ ।

ତେବେ ଏହି ସବୁ କେତେ ଯୁକ୍ତିଯୁକ୍ତ ତାହା ତ ଜଣା ନାହିଁ କିନ୍ତୁ ଏହି ସବୁ ଜିନିଷ କୁ ଏକାଠି ଦେଖିଲେ ମନେ ହେଉଛି ଅରିନ୍ଦମ ଙ୍କୁ ଏହା ପୂର୍ବାଭାଷ ଥିଲା କି ତାଙ୍କ ମୃ-ତ୍ୟୁ ତାଙ୍କ ନିକଟତର ଆସୁଛି । ତେବେ ବର୍ତ୍ତମାନ ଓଡିଶା ରେ ବାତ୍ୟା ର ଭ-ୟା-ବ-ହ କିନ୍ତୁ ଝ-ଡ଼ ର ଇ-ଗ-ଲ ଅରିନ୍ଦମ ନାହାଁନ୍ତି ନିଜର ରିପୋର୍ଟିଂ କୁ । ତେବେ ଆମେ ତାଙ୍କ ଆ-ତ୍ମା-ର ସଦଗତି ପାଇଁ ପାର୍ଥନ କରୁଛୁ ।

Leave a Reply

Your email address will not be published. Required fields are marked *