ଲୋକପ୍ରିୟ ଓଡିଆ କମେଡିଆନ ପ୍ରଜ୍ଞା (Prajnya Ranjan Khatua) ଙ୍କ ଜୀବନୀ ଓ ପରିବାର ଆଗରୁ କେବେ ଦେଖି ନଥିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଜାଣିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଲିଉଡ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ସେହି କଳାକାର ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଓଲିଉଡର ପ୍ରସିଦ୍ଧ କମେଡିଆନ ପ୍ରଜ୍ଞା । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅଲିଉଡ କଳାକାର ପ୍ରଜ୍ଞାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ସେ ନିଜ ଅଭିନୟ ଓ କମେଡି ଦ୍ଵାରା ଲକ୍ଷ ଲକ୍ଷ ଲୋକଙ୍କ ମନକୁ ଜିତି ପାରିଛନ୍ତି ।

ଆପଣ ମାନେ ସମସ୍ତେ ତ ପ୍ରଜ୍ଞାଙ୍କୁ ଜାଣିଛନ୍ତି ହେଲେ ଆପଣ ମାନେ କଣ ତାଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ପ୍ରଜ୍ଞାଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ପ୍ରଜ୍ଞାଙ୍କ ବିଷୟରେ ।

ବନ୍ଧୁଗଣ ପ୍ରଜ୍ଞାଙ୍କର ରିଅଲ ନାମ ହେଉଛି ପ୍ରଜ୍ଞା ରଞ୍ଜନ ଖଟୁଆ । ବନ୍ଧୁଗଣ ପ୍ରଜ୍ଞାଙ୍କ ଘର ହେଉଛି କଟକର ସାହାନାଜ ପୁର ଗ୍ରାମରେ । ପ୍ରଜ୍ଞାଙ୍କ ଘରେ ତାଙ୍କର ବାପା ମାଙ୍କ ସହିତ ୬ ଜଣ ଭାଇ ଓ ଜଣେ ଭଉଣୀ ରହୁଛନ୍ତି । ବନ୍ଧୁଗଣ ପ୍ରଜ୍ଞାଙ୍କ ବାପା ହେଉଛନ୍ତି ଜଣେ ଯାତ୍ରା ନିର୍ଦେଶକ । ପ୍ରଜ୍ଞାଙ୍କୁ ପିଲା ଦିନରୁ ଅଭିନୟରେ ବହୁତ ରୁଚି ଥିଲା । ତେଣୁ ସେ କେବଳ ୨ ବର୍ଷ ବୟସରେ ନାଟକ ଆଦିରେ ଭଗବାନ କୃଷ୍ଣଙ୍କ ଅଭିନୟ କରୁଥିଲେ ।

ବନ୍ଧୁଗଣ ପ୍ରଜ୍ଞା ଅଭିନୟ ସହିତ ସଙ୍ଗୀତ ବିଦ୍ୟାଳୟରେ ପାଠ ପଢିଛନ୍ତି । ତାଙ୍କର ସଙ୍ଗୀତ ପ୍ରତି ମଧ୍ୟ ବିଶେଷ ଜ୍ଞାନ ରହିଛି । ବନ୍ଧୁଗଣ ସେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରଥେମେ ଏକ କମେଡିଆନ ରୂପେ ଅଭିନୟ କରିଥିଲେ । ସେ ବହୁତ ଓଡିଆ ଫିଲ୍ମରେ କାମ କରି ସଫଳତା ପାଇଛନ୍ତି । ଓଡିଆ ଫିଲ୍ମ ବ୍ୟତୀତ ସେ ମିଷ୍ଟର ନନ୍ ସେନ୍ସ ଆଦି ଅନେକ ଡ୍ରାମା ସିରିଏଲରେ କମ କରିଛନ୍ତି ।


ବନ୍ଧୁଗଣ ତାଙ୍କ ଅଭିନୟ ଓ କମେଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି ସେଥିପାଇଁ ସେ ଆଜି ଘରେ ଘରେ ପରିଚିତ ଅଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ୍ସ ଫାଲୋଇଙ୍ଗ ବହୁତ ଅଧିକ ରହିଛି । ପ୍ରଜ୍ଞା ଜଣେ ଭଲ ଅଭିନେତା ହେବା ସହିତ ଭଲ ମଣିଷ ମଧ୍ୟ ଅଟନ୍ତି । ସେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ଦିଗଜ ଅଭିନେତା ମାନଙ୍କ ସହ ସପୋର୍ଟିଂ ଆକ୍ଟର ରୂପେ କାମ କରିଛନ୍ତି ।

ଏହା ସହିତ ସେ ନିଜ କମେଡି ପାଇଁ ଅନେକ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କମେଡିଆନ ପ୍ରଜ୍ଞା ରଞ୍ଜନ ଖଟୁଆଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *