ବହୁତ ହିଁ କମ ବୟସରେ ବିଧବା ହେଇ ଯାଇଥିଲେ Bollywood ର ଏହି 5 ଅଭିନେତ୍ରୀ, 4 ନମ୍ବର Actress ତ ମାତ୍ର 25 ବର୍ଷ ବୟସରେ ସ୍ବାମୀଙ୍କୁ ହରାଇଥିଲେ

ନମସ୍କାର ବନ୍ଧୁଗଣ ଭାରତ ରେ ବିବାହ କୁ ଏକ ଶୁଭ ଏବଂ ବହୁତ ପବିତ୍ର ବନ୍ଧନ ବୋଲି କୁହାଯାଏ ଏବଂ ଏଠାରେ ସ୍ୱାମୀ ସ୍ତ୍ରୀ ଏକାଠି ମରିବା ବଞ୍ଚିବା ର ରାଣ ଖାଇଥାନ୍ତି କିନ୍ତୁ ହୁଏ ତାହା ଯାହା ଭାଗ୍ୟ ରେ ଲେଖା ହୋଇଥାଏ ।

ତେବେ ସେହି ଭଳି ବଲିଉଡ ର କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବହୁତ କମ ବୟସ ରୁ ବିଧବା ହୋଇ ଯାଇଛନ୍ତି । ତେବେ ଆସନ୍ତୁ ଜାଣି ନେବା ସେମାନଙ୍କ ବିଷୟରେ । ୧- ପ୍ରଥମ ଅଭିନେତ୍ରୀ ହେଉଛନ୍ତି ମନ୍ଦିରା ବେଦୀ । ବଲିଉଡ ର ଅନେକ ସିନେମା ଏବଂ ଧାରାବାହିକ ରେ କାମ କରିଥିବା ଅଭିନେତ୍ରୀ ମନ୍ଦିରା ବେଦୀ କିଛି ଦିନ ପୂର୍ବରୁ ହିଁ ନିଜ ସ୍ୱାମୀ ରାଜ କୋଶଳ ଙ୍କୁ ହରାଇ ବସିଛନ୍ତି ।

ରାଜ ଙ୍କ ହୃଦଘାତ ହେବା ଯୋଗୁଁ ସେ ୩୦ ଜୁନ ରେ ୪୯ ବର୍ଷ ବୟସ ରେ ହିଁ ଏହି ଦୁନିଆ ରୁ ବିଦାୟ ନେଇଗଲେ ଏବଂ ବର୍ତ୍ତମାନ ମନ୍ଦିରା ବହୁତ ଦୁଃଖ ର ସମୟ ଅତିବାହିତ କରୁଅଛନ୍ତି ।

 

୨- ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି ରେଖା । ବଲିଉଡ ର ସୁପର ଷ୍ଟାର ଏବଂ ସମସ୍ତ ଙ୍କ ହୃଦୟ ରେ ବାସ କରୁଥିବା ଅଭିନେତ୍ରୀ ରେଖା ମଧ୍ୟ ଖୁବ କମ ବୟସ ରେ ନିଜ ସ୍ୱାମୀ ଙ୍କୁ ହରାଇ ଥିଲେ । ରେଖା ୧୯୯୦ ରେ ବ୍ୟବସାୟୀ ମୁକେଶ ଅଗ୍ରୱାଲ ଙ୍କୁ ବିବାହ କରିଥିଲେ କିନ୍ତୁ ମୁକେଶ କିଛି ମାସ ପରେ ଆତ୍ମହତ୍ୟା କରିଥିଲେ ଏବଂ ସେତେବେଳେ ରେଖା ମାତ୍ର ୩୫ ବର୍ଷ ର ଥିଲେ ।

୩- ତୃତୀୟ ଅଭିନେତ୍ରୀ ହେଉଛନ୍ତି ଶାନ୍ତି ପ୍ରିୟା । ଶାନ୍ତି ପ୍ରିୟା ସାଉଥ ର ଜଣେ ଲୋକପ୍ରିୟ ଏବଂ ପ୍ରସିଦ୍ଧ ଅଭିନେତ୍ରୀ । ଶାନ୍ତି ପ୍ରିୟା ଅଭିନେତା ସିଦ୍ଧାର୍ଥ ଙ୍କୁ ବିବାହ କରିଥିଲେ ୧୯୯୯ ମସିହାରେ କିନ୍ତୁ ୨୦୦୪ ରେ ହୃ-ଦ-ଘା-ତ ହେବା ଯୋଗୁଁ ତାଂକର ମୃ-ତ୍ୟୁ ହୋଇ ଯାଇଥିଲା ଏବଂ ସେତେ ବେଳେ ଶାନ୍ତି କେବଳ ୩୫ ବର୍ଷର ଥିଲେ ।

୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ଲିନା ଚନ୍ଦ୍ରବାକର । ଲିନା ବଲିଉଡ ର ଜଣେ ଲୋକପ୍ରିୟ ଅଭିନେତ୍ରୀ ଏବଂ ସେ ଅନେକ ସିନେମା ରେ ଖୁବ ସୁନ୍ଦର ଅଭିନୟ ମଧ୍ୟ କରିଛନ୍ତି । ତେବେ ଲିନା ଗାୟକ ଏବଂ ଅଭିନେତା କିଶୋର କୁମାର ଙ୍କୁ ବିବାହ କରିଥିଲେ ସେ ତାଙ୍କ ଠାରୁ ବହୁତ ବଡ଼ ଥିଲେ । କିଶୋର କୁମାର ୧୯୮୭ ମସିହାରେ ମୃ-ତ୍ୟୁ ବରଣ କରିଥିଲେ ସେତେବେଳେ ଲିନା କେବଳ ୩୭ ବର୍ଷ ର ଥିଲେ ।

୫- ପଞ୍ଚମ ଅଭିନେତ୍ରୀ ହେଉଛନ୍ତି ବିଜେତା ପଣ୍ଡିତ । ବିଜେତା ହିନ୍ଦୀ ସିନେମାର ଜଣେ ପରିଚିତ ଏବଂ ଲୋକପ୍ରିୟ ଅଭିନେତ୍ରୀ । ସେ ଗାୟକ ଆଦେଶ ଶ୍ରୀବାସ୍ତବ ଙ୍କୁ ବିବାହ କରିଥିଲେ କିନ୍ତୁ କ୍ୟାନ୍ସର ଯୋଗୁଁ ୨୦୧୫ ରେ ଆଦେଶ ଏହି ଦୁନିଆ ଛାଡି ଚାଲିଗଲେ ସେତେବେଳେ ବିଜେତା କେବଳ ୪୮ ବର୍ଷ ର ଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *