ବହୁତ ଜଲ୍ଦି ଯବାନ ହେଇ ଯାଇଛନ୍ତି Bollywood ର ଏହି 5 ଜଣ ଅଭିନେତ୍ରୀଙ୍କ ଝିଅ, ନମ୍ବର 4 ଙ୍କ ଝିଅ ଲାଗନ୍ତି ସବୁଠୁ ଅଧିକ ହଟ, ଦେଖିବା ମାତ୍ରେ ଦିବାନା ହେଇଯିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ୯୦ ଦଶକରେ ବଲିଉଡରେ ଏପରି କିଛି ଦିଗଜ ଅଭିନେତ୍ରୀ ମାନେ ଥିଲେ ଯେଉଁ ମାନେ ବିବାହ କରି ସାରିଛନ୍ତି ଓ ସେମାନେ ମା ମଧ୍ୟ ହୋଇସାରିଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି ଅଭିନେତ୍ରୀ ମାନଙ୍କ ଝିଅ ମାନଙ୍କୁ ଦେଖିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ବଲିଉଡର କିଛି ଦିଗଜ ଅଭିନେତ୍ରୀ ମାନଙ୍କ ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବହୁତ ଶୀଘ୍ର ବଡ ହେବାକୁ ଯାଉଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ଝିଅଙ୍କ ବିଷୟରେ ।

ରବିନା ଟଣ୍ଡନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନର ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ରବିନା ଟଣ୍ଡନ । ଆପଣ ମାନେ ସମସ୍ତେ କେତେକ ସୁପର ହିଟ ଫିଲ୍ମରେ ରବିନାଙ୍କୁ ନିଶ୍ଚୟ ଦେଖିଥିବେ । ରବିନା ନିଜ ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ରବିନା ଆଜିକୁ ଦୁଇଟି ଛୁଆର ମା ଅଟନ୍ତି । ରବିନାଙ୍କ ଝିଅଙ୍କ ନାମ ହେଉଛି ରାଶା ଯିଏ ଆଜିକୁ ୧୬ ବର୍ଷର ହୋଇସାରିଛନ୍ତି । ରାଶା ବର୍ତ୍ତମାନ ଠାରୁ ବହୁତ ସୁନ୍ଦର ଓ ଯବାନ ନଜର ଆସୁଛନ୍ତି ।

କାଜୋଲ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି କାଜୋଲ । ବନ୍ଧୁଗଣ ଆପଣ ମାନେ ସମସ୍ତେ କାଜୋଲଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । କାଜୋଲ ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ସହ ବିବାହ କରି ଦୁଇଟି ଛୁଆଙ୍କ ମା ହୋଇସାରିଛନ୍ତି ତାଙ୍କ ଝିଅର ନାମ ହେଉଛି ନ୍ୟାସା ଦେବଗନ । ନ୍ୟାସା ନିଜ ମାଙ୍କ ପରି ଷ୍ଟାଇଲିସ ଓ ସୁନ୍ଦର ନଜର ଆସନ୍ତି । ଏହା ସହିତ ସେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ଶ୍ରୀଦେବୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଶ୍ରୀଦେବୀ । ଆପଣ ମାନେ ସମସ୍ତେ ଶ୍ରୀଦେବୀଙ୍କର ବହୁତ ସୁପର ହିଟ ଫିଲ୍ମ ନିଶ୍ଚୟ ଦେଖିଥିବେ । ସେ ଫିଲ୍ମ ମେକର ବନି କପୁରଙ୍କ ସହ ପ୍ରେମ ବିବାହ କରିଥିଲେ ଓ ତାଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି । ଶ୍ରୀଦେବୀଙ୍କ ବଡ ଝିଅ ହେଉଛନ୍ତି ଯାନଭି କପୁର ଯିଏ ବଲିଉଡରେ ଡେବ୍ୟୁ କରିସାରିଛନ୍ତି ଓ ତାଙ୍କ ସାନ ଝିଅର ନାମ ହେଉଛି ଖୁସି କପୁର ଯିଏ ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡରେ ଡେବ୍ୟୁ କରିନାହାନ୍ତି । ହେଲେ ବନ୍ଧୁଗଣ ଏହି ଦୁଇଜଣ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି ।

ଭାଗ୍ୟଶ୍ରୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଭାଗ୍ୟଶ୍ରୀ । ଭାଗ୍ୟଶ୍ରୀ ଅବଶ୍ୟ ବହୁତ କମ ଫିଲ୍ମରେ ନଜର ଆସିଛନ୍ତି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଲୋକପ୍ରିୟତା କମି ନାହିଁ । ଭାଗ୍ୟଶ୍ରୀଙ୍କ ଝିଅର ନାମ ହେଉଛି ଅବନ୍ତିକା ଯିଏ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି । ହେଲେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡରେ ଡେବ୍ୟୁ କରିନାହାନ୍ତି ।

ପୁନମ ଢିଲୋନ- ବଲିଉଡ ର ସବୁଠୁ ସୁନ୍ଦର ହିରୋଇନ ପୁନମ ଢିଲୋନ ଙ୍କ ଝିଅ ମଧ୍ୟ ଏହି ଲିଷ୍ଟ ରେ ସାମିଲ ଅଛନ୍ତି । ପୁନମ ଢିଲୋନ ଙ୍କ ଙ୍କ ଝିଅର ନାମ ହେଉଛି ପାମୋଲିଆ ଠକେରିଆ ଢିଲୋନ । ପାମୋଲିଆ ବହୁତ ସୁନ୍ଦର ଓ ହଟ୍ ନଜର ଆସନ୍ତି । ତାଙ୍କୁ ବର୍ତ୍ତମାନ ୨୫ ବର୍ଷ ବୟସ ହୋଇସାରିଛି ଓ ଯାହା ଜଣା ପଡୁଛି ସେ ବହୁତ ଶୀଘ୍ର ବଲିଉଡରେ ଡେବ୍ୟୁ କରିପାରନ୍ତି । ପାମୋଲା ସୋସିଆଲ ମିଡିଆରେ ନିଜ ମାଙ୍କ ସହ ବହୁତ ଫଟୋ ସେୟାର କରନ୍ତି ଓ ତାଙ୍କର ସମସ୍ତ ଫଟୋ ବହୁତ ଚର୍ଚାରେ ମଧ୍ୟ ରହିଥାଏ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *