ଜାଣନ୍ତୁ ଏହି ଓଡିଆ ହିରୋଇନ ମାନଙ୍କ ପ୍ରକୃତ ଘର କେଉଁଠି ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ ବର୍ତ୍ତମାନ ସମୟରେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ମାନେ ନିଜର ସୁନ୍ଦରତା ଓ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟ ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଏହି ଅଭିନେତ୍ରୀ ମାନେ ଚଳଚ୍ଚିତ୍ର ରେ ଖୁବ ସୁନ୍ଦର ଭାବରେ ନିଜର ଅଭିନୟ ପ୍ରଦର୍ଶନ ମଧ୍ୟ କରୁଛନ୍ତି । ତେବେ ଫିଲ୍ମ ଦୁନିଆ କୁ ଆସିବା ପରେ ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ପରଦା ରେ ଦେଖିଥିବେ ଏବଂ ସେମାନଙ୍କ ଲାଇଫ ଷ୍ଟାଇଲ ସମ୍ବନ୍ଧରେ ମଧ୍ୟ ଆପଣ ମାନଙ୍କୁ ଅଳ୍ପ କିଛି ଜ୍ଞାନ ନିଶ୍ଚିତ ଭାବରେ ଥିବ ।

କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ଏହି ଅଭିନେତ୍ରୀ ଙ୍କ ପ୍ରକୃତ ଘର କେଉଁଠାରେ? ତେବେ ଆଜି ଆମେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ପ୍ରକୃତ ଘର କେଉଁଠାରେ ଆପଣ ମାନଙ୍କୁ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଶିବାନୀ ସଂଗୀତା- ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ସବୁଠାରୁ ସୁନ୍ଦର ନବାଗତ ଅଭିନେତ୍ରୀ ଶିବାନୀ ସଂଗୀତା । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଏହି ଅଭିନେତ୍ରୀ ଙ୍କ ପ୍ରକୃତ ଘର ଖୋର୍ଦ୍ଧା ରେ ଅବସ୍ଥିତ ।

୨. ରିୟା ଦେ- ବନ୍ଧୁଗଣ ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ରିୟା ଦେ । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଏହି ଅଭିନେତ୍ରୀ ଙ୍କ ପ୍ରକୃତ ଘର ବାଲେଶ୍ଵର ଠାରେ ଅବସ୍ଥିତ ।

୩. ଏଲିନା ସାମନ୍ତରାୟ- ବନ୍ଧୁଗଣ ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ସୁପ୍ରସିଦ୍ଧ ଅଭିନେତ୍ରୀ ଏଲିନା ସାମନ୍ତରାୟ । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଏହି ଅଭିନେତ୍ରୀ ଙ୍କ ପ୍ରକୃତ ଘର ଭଦ୍ରକ ଠାରେ ଅବସ୍ଥିତ ।

୪. ଭୂମିକା ଦାସ- ବନ୍ଧୁଗଣ ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ନବାଗତ ଅଭିନେତ୍ରୀ ଭୂମିକା ଦାସ । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଏହି ଅଭିନେତ୍ରୀ ଙ୍କ ପ୍ରକୃତ ଘର ରାଉରକେଲା ଠାରେ ଅବସ୍ଥିତ ।

୫. ବର୍ଷା ପ୍ରିୟଦର୍ଶିନୀ- ବନ୍ଧୁଗଣ ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ଦର୍ଶକ ମାନଙ୍କ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଏହି ଅଭିନେତ୍ରୀ ଙ୍କ ପ୍ରକୃତ ଘର ଖୋର୍ଦ୍ଧା ରେ ଅବସ୍ଥାରେ ।

୬. ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ- ବନ୍ଧୁଗଣ ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ । ଏହି ଅଭିନେତ୍ରୀ ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରୀ ରୁ ଦୂରରେ ରହିଛନ୍ତି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଏହି ଅଭିନେତ୍ରୀ ଙ୍କ ପ୍ରକୃତ ଘର କୋଲକତା ରେ ଅବସ୍ଥିତ ।

୭. ସମ୍ଭାବନା ମହାନ୍ତି- ବନ୍ଧୁଗଣ ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ରୁ ନେଇ ହିନ୍ଦୀ ଧାରାବାହିକ ରେ ନିଜର କାୟା ବିସ୍ତାର କରିଥିବା ଅଭିନେତ୍ରୀ ସମ୍ଭାବନା ମହାନ୍ତି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଏହି ଅଭିନେତ୍ରୀ ଙ୍କ ପ୍ରକୃତ ଘର କଟକ ରେ ଅବସ୍ଥିତ ।

୮. ଅର୍ଚ୍ଚିତା ସାହୁ- ବନ୍ଧୁଗଣ ଏହି ଲିଷ୍ଟ ର ଅଷ୍ଟମ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ତଥା ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଏହି ଅଭିନେତ୍ରୀ ଙ୍କ ପ୍ରକୃତ ଘର ଖୋର୍ଦ୍ଧା ରେ ଅବସ୍ଥିତ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *