ଟାଟୁ ପାଇଁ ପୁରା ଦିବାନା ଅଟନ୍ତି TV ଇଣ୍ଡଷ୍ଟ୍ରିର ଏହି 5 ଜଣ ଅଭିନେତ୍ରୀ, ଦେଖନ୍ତୁ କେମିତି ନିଜ ବଡି ରେ ବନେଇଛନ୍ତି ଅଜବ-ଗଜବ ଟାଟୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ସାଧାରଣତଃ କିଛି ଝିଅ ଓ ପୁଅ ମାନଙ୍କୁ ନିଜ ଶରୀରରେ ଟାଟୁ କରିବା ପାଇଁ ବହୁତ ପସନ୍ଦ ଲାଗିଥାଏ । ସେହିପରି ବନ୍ଧୁଗଣ ଆମ ଟିଭି ଇଣ୍ଡଷ୍ଟ୍ରିର କିଛି ଅଭିନେତ୍ରୀ ମାନଙ୍କୁ ମଧ୍ୟ ଶରୀରରେ ଟାଟୁ କରିବା ପାଇଁ ବହୁତ ପସନ୍ଦ ଆସିଥାଏ ।

ଆଜିଆମେ ଆପଣ ମାନଙ୍କୁ ଟିଭି ଇଣ୍ଡଷ୍ଟ୍ରିର ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ଶରୀରରେ ଟାଟୁ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ଟାଟୁ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଜେନିଫର ବିଙ୍ଗେଟ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭିର ଫେମସ ଅଭିନେତ୍ରୀ ଜେନିଫର ବିଙ୍ଗେଟ । ଆପଣ ମାନେ ସାମସ୍ତେ ଜେନିଫରଙ୍କୁ ବହୁତ ଟିଭି ସିରିଏଲରେ ଦେଖିଥିବେ । ସେ କେତେକ ଫେମସ ଟିଭି ସିରିଏଲରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ସେ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଜେନିଫରଙ୍କୁ ମଧ୍ୟ ଟାଟୁ ବହୁତ ପସନ୍ଦ । ସେ ନିଜ ଶରୀରରେ ହାକୁନା ମଟାଟା ଲେଖି ଟାଟୁ କରିଛନ୍ତି । ସେ ନିଜ ଟାଟୁ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।


ଅନିତା ହସନନ୍ଦାନି- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ସୁନ୍ଦର ଅଭିନେତ୍ରୀ ଅନିତା ହସନନ୍ଦାନି । ଆପଣ ମାନେ ଅନିତାଙ୍କୁ ବହୁତ ଫେମସ ସିରିଏଲରେ ଅଭିନୟ କରୁଥିବାର ଦେଖିଥିବେ । ସେ ନିଜ ଅଭିନୟ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଅନିତାଙ୍କୁ ମଧ୍ୟ ଟାଟୁ ବହୁତ ପସନ୍ଦ  । ସେଥିପାଇଁ ସେ ନିଜ ହାତରେ ଏକ ଟାଟୁ କରିଛନ୍ତି । ସେହି ଟାଟୁରେ ତାଙ୍କ ଲାଇଫ ପାର୍ଟନରଙ୍କ ନାମର ପ୍ରଥମ ଅକ୍ଷର ଅଛି ।


କବିତା କୌଶିକ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ କବିତା କୌଶିକ । କବିତା ଟିଭି ଇଣ୍ଡଷ୍ଟ୍ରିର ବହୁତ ସିରିଏଲରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ କବିତା ମଧ୍ୟ ଟାଟୁ କରିବା ପାଇଁ ବହୁତ ଭଲ ପାନ୍ତି । ସେ ନିଜ ପିଠିରେ ଭଗବାନ ଶିବଙ୍କ ଟାଟୁ କରିଛନ୍ତି ଓ ନିଜ ଅଣ୍ଟାରେ ଭଗବାନ ଶ୍ରୀ କୃଷ୍ଣଙ୍କ ଟାଟୁ କରିଛନ୍ତି । ସେ ନିଜ ଟାଟୁ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ରୁହନ୍ତି ।


ରଶ୍ମୀ ଦେସାଇ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ରଶ୍ମୀ ଦେସାଇ । ରଶ୍ମୀ ଏହି କିଛି ଦିନ ହେବ ନିଜର ବିକିନୀ ଫଟୋ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥିଲେ । ରଶ୍ମୀ ଟିଭି ଇଣ୍ଡଷ୍ଟ୍ରିର କେତେକ ଫେମସ ସିରିଏଲ ଓ ରିଆଲିଟି ସୋରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ରଶ୍ମୀଙ୍କୁ ମଧ୍ୟ ଟାଟୁ ବହୁତ ପସନ୍ଦ ସେ ନିଜ ଗୋଡରେ ଏକ ପଦଶମ ଫୁଲର ଟାଟୁ କରିଛନ୍ତି ।

ପବିତ୍ରା ପୁନିୟା- ବିଗ୍ ବସ୍ ରୁ ଫେମସ ହୋଇଥିବା ଅଭିନେତ୍ରୀ ପବିତ୍ରା ପୁନିୟାଙ୍କ ଟାଟୁକୁ ମଧ୍ୟ ତାଙ୍କ ପ୍ରଶଂସକମାନେ ପସନ୍ଦ କରନ୍ତି । ବାସ୍ତବରେ ପବିତ୍ରା ତାଙ୍କ ପିଠିରେ ଏକ ଚକ୍ରର ଟାଟୁ ବନାଇଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *