70-80 ଦଶକର ଏହି ହିରୋଇନ ମାନଙ୍କ ପାଇଁ ବାହାଘର ହେଇଗଲା ଅଭିଶାପ, ସବୁଠୁ ଅଧିକ ଦୁଃଖଦାୟକ ଥିଲା 4 ନମ୍ବର ହିରୋଇନ ଙ୍କ ବୈବାହିକ ଜୀବନ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ସାଧାରଣତଃ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ୧୯୬୦ ମସିହାରେ ୧୯୮୫ ମସିହାକୁ ବଲିଉଡର ଗୋଲ୍ଡେନ ପିରିଅଡ କୁହାଯାଏ, କାରଣ ସେହି ସମୟରେ ଥିବା ସମସ୍ତ ଅଭିନେତ୍ରୀଙ୍କୁ ଆଜି ମଧ୍ୟ ଲୋକ ମାନେ ଭୁଲି ନାହାନ୍ତି ।

କିନ୍ତୁ ବନ୍ଧୁଗଣ ଏହି ଲୋକପ୍ରିୟ ଅଭିନେତ୍ରୀ ମାନେ ବିବାହ ପରେ ବହୁତ ସମସ୍ଯାର ସମ୍ମୁଖୀନ ହୋଇଥିଲେ । ଏମାନେ ବିବାହ ପରେ ବହୁତ କଷ୍ଟ ମଧ୍ୟ ସହିଥିଲେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

୧- ପ୍ରଥମ ରେ ହେଉଛନ୍ତି ଅଭିନେତ୍ରୀ ତନୁଜା । ତେବେ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ୬୦ ଓ ୭୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ତନୁଜା । ତନୁଜା ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ବନ୍ଧୁଗଣ ତନୁଜା ୧୯୭୩ ମସିହାରେ ବଙ୍ଗାଳୀ ଫିଲ୍ମମେକର ସୋମୁ ମୁଖାର୍ଜୀଙ୍କ ସହ ବିବାହ କରିଥିଲେ । ହେଲେ କିଛି ବର୍ଷ ପରେ ଏହି ଦୁଇଜଣ ପରସ୍ପର ଠାରୁ ଅଲଗା ହୋଇ ରହିଲେ । ସେହି ସମୟରେ ତନୁଜା ନିଜର ଦୁଇଟି ଝିଅଙ୍କ ଲାଳନ ପାଳନ ଏକା କରିଥିଲେ । ବନ୍ଧୁଗଣ ଆଜି ପର୍ଯ୍ୟନ୍ତ ତନୁଜା ଓ ସୋମୁ ଅଲଗା ହୋଇ ରହୁଛନ୍ତି ଏବଂ ଏମାନଙ୍କର ତଲାକ ମଧ୍ୟ ହୋଇ ନାହିଁ ।

୨- ଦ୍ଵିତୀୟ ରେ ହେଉଛନ୍ତି ଅଭିନେତ୍ରୀ ରିନା ରୟ । ତେବେ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ରିନା ରାୟ । ଗୋଟେ ସମୟ ଏପରି ଥିଲା ଯେବେ ରିନା ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ସହ ଲଭ ରିଲେସନରେ ଥିଲେ । ହେଲେ କିଛି ସମୟ ପରେ ଏହି ଦୁଇଜଣଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା । ଯାହାଫଳରେ ରିନା ପାକିସ୍ତାନୀ କ୍ରିକେଟର ମୋହସିନ ଖାନଙ୍କ ସହ ବିବାହ କରିଥିଲେ । ହେଲେ ବନ୍ଧୁଗଣ କିଛି ବାଦବିବାଦ ହେତୁ ଏହି ଦୁଇଜଣଙ୍କ ସମ୍ପର୍କ କିଛି ବର୍ଷ ପରେ ଭାଙ୍ଗି ଯାଇଥିଲା ଓ ଏମାନଙ୍କ ମଧ୍ୟରେ ତଲାକ ହୋଇଥିଲା ।

୩- ତୃତୀୟ ରେ ହେଉଛନ୍ତି ଅଭିନେତ୍ରୀ ରାକ୍ଷୀ । ତେବେ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ରାକ୍ଷୀ । ବନ୍ଧୁଗଣ ରାକ୍ଷୀ ଲୋକପ୍ରିୟ କଳାକାର ଗୁଲଜାରଙ୍କ ସହ ୧୯୭୩ ମସିହାରେ ବିବାହ କରିଥିଲେ । ହେଲେ ଗୁଲଜାର ଚାହୁଁ ନଥିଲେ ରାକ୍ଷୀ ପୁନର୍ବାର ଫିଲ୍ମରେ କାମ କରନ୍ତୁ । କିନ୍ତୁ ରାକ୍ଷୀ ଗୁଲଜାରଙ୍କ କଥାକୁ ଅମାନ୍ଯ କରିଦେଇଥିଲେ ଓ ଝିଅ ମେଘନାର ଜନ୍ମ ହେବା ପରେ ଏହି ଦୁଇଜଣ ଅଲଗା ହୋଇଯାଇଥିଲେ । ଏହି ଦୁଇଜଣଙ୍କ ମଧ୍ୟରେ ତଲାକ ହୋଇନଥିଲେ ମଧ୍ୟ ଏମାନେ ଅଲଗା ଅଲଗା ରହୁଛନ୍ତି ।

୪- ଚତୁର୍ଥ ରେ ହେଉଛନ୍ତି ଅଭିନେତ୍ରୀ ରତୀ ଅଗ୍ନିହୋତ୍ରୀ । ତେବେ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ ରତୀ ଅଗ୍ନିହୋତ୍ରୀ । ବନ୍ଧୁଗଣ ରତୀ ନିଜ ସ୍ଵାମୀଙ୍କ ପାଇଁ ନିଜର କାରିୟରକୁ ତ୍ୟାଗ କରିଥିଲେ ହେଲେ ତାଙ୍କ ସ୍ଵାମୀ ରତୀଙ୍କୁ ମଆରପଇଟ କରୁଥିଲେ । ରତୀ ୩୦ ବର୍ଷ ପର୍ଯ୍ୟନ୍ତ ସ୍ଵାମୀର ନିରଯାତନଆ ସ-ହିଥିଲେ ଓ ଶେଷରେ ସେ ୨୦୧୫ରେ ନିଜ ସ୍ଵାମୀଙ୍କୁ ତଲାକ ଦେଇ ଅଲଗା ହୋଇଯାଇଥିଲେ ।

Leave a Reply

Your email address will not be published. Required fields are marked *