ପାଗଳ ପରି ପ୍ରେମ କରନ୍ତି ଏହି 5 ଟି ରାଶିର ଲୋକ- Jyotish Shastra

ବନ୍ଧୁଗଣ ନମସ୍କାର । ବନ୍ଧୁଗଣ ଏହି ଦୁନିଆରେ ସମସ୍ତେ ଏକ ଭଳି ନ ଥାଆନ୍ତି । କାହା ଭିତରେ କିଛି ଖାସ ଥାଏ ତ ଆଉ ଜଣଙ୍କ ଭିତରେ ଆଉ କିଛି । କାହା ଭିତରେ କିଛି ଦୋଷ ଥାଏ ତ ଆଉ କାହା ଭିତରେ ନଥାଏ । କିନ୍ତୁ ଆମେ ରାଶି ଦ୍ବାରା ଏହି ଲୋକମାନଙ୍କ ର ମଧ୍ୟ ରେ ଥିବା ସାମଞ୍ଜସ୍ୟ ଦେଖି ପାରିବା । କହିବାର ର୍ଥ ହେଲା ରାଶି ର ଆଧାର ଦ୍ୱାରା ଆମେ ସ୍ଵଭାଵ, ଚରିତ୍ର, ପସନ୍ଦ, ନାପସନ୍ଦ ଆଦି ସମାନ ଥାଏ ।

ଯଦି ଆମ ରାଶି ଏକା ପ୍ରକାର ର ଥାଏ ତେବେ ସେ ଓ ଆପଣ ଏକ ସମାନ ର । ଆଜି ଆମେ ସେହି ରାଶି ମାନଙ୍କ ବିଷୟରେ ଆଲୋଚନା କରିବା ଯେଉଁ ମାନେ ଥରେ ଯଦି ଭାଵନାତ୍ମକ ରୂପେ ଯୋଡି ହୋଇ ଥାଆନ୍ତି ତେବେ ସେମାନେ ସବୁ କ୍ଷେତ୍ରରେ ଆପଣଙ୍କୁ ହିଁ ଖୋଜିଥାନ୍ତି . କେବେବି ଛାଡି ଯାଆନ୍ତି ନାହିଁ । ସେମାନେ ନିଜ ସାଥି ବିନା ଗୋଟେ ମୁହୂର୍ତ୍ତ ରହିପାରନ୍ତି ନାହିଁ । ଏମାନଙ୍କୁ କିଛି ଚିପିକୁ ମଧ୍ୟ କୁହନ୍ତି । ଏବଂ ଏମାନଙ୍କ ବିଶ୍ୱାସ ଭାଙ୍ଗିଲେ ଏମାନେ ବହୁତ ଭାଙ୍ଗି ମଧ୍ୟ ଯାଇ ଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

୧- ପ୍ରଥମ ରାଶି ହେଉଛି ‘ମିଥୁନ ରାଶି’ । ଏହି ରାଶି ର ବ୍ୟକ୍ତି ମାନଙ୍କୁ କେହି କେବେ ଯଦି ନିଜର ଯୋଜନା ବିଷୟରେ କୁହନ୍ତି ତେବେ ସେ ତାର ନିଷ୍କର୍ଷ ପର୍ଯ୍ୟନ୍ତ ପହଁଚି ଯାଇଥାନ୍ତି । ଏନନେ ନିଜର ସାଥି ଓ ନିଜ ପାଇଁ ବହୁତ ବଡ଼ବଡ଼ ସ୍ୱପ୍ନ ଦେଖିଦିଅନ୍ତି । ଏହି ରାଶି ର ବ୍ୟକ୍ତି ମାନେ ନିଜ ସାଥି ବିନା କୋୖଣସି ମୁହୂର୍ତ୍ତ ବି ରହିପାରିବେ ନାହିଁ ।

୨- ଦ୍ୱିତୀୟ ରାଶି ହେଲା ‘କର୍କଟ ରାଶି’ । ଏହି ରାଶି ର ବ୍ୟକ୍ତି ମାନଙ୍କ ସହ ଯଦି ପ୍ରେମ ସମ୍ପର୍କ ଥାଏ ତେବେ ଆପଣ ବହୁତ ଭାଗ୍ୟଶାଳୀ । ଏମାନେ ବହୁତ ବିଶ୍ୱାସୀ ଥାଆନ୍ତି । ଏମାନେ ନିଜର ପ୍ରେମ ଛଡା କ୍ରୋଧ ଆଦି କୁ ମଧ୍ୟ ଭଲ ରେ ପରିବେଷଣ କରିଥାନ୍ତି । ଏମାନେ ନିଜ ସାଥି ସହ ସବୁବେଳେ ରହିବା ବହୁତ ପସନ୍ଦ ।


୩- ତୃତୀୟ ରାଶି ହେଉଛି ‘କନ୍ୟା ରାଶି’ । ଏହି ରାଶି ର ବ୍ୟକ୍ତି ମାନେ ନିଜ ଜୀବନ ରେ ଆସୁଥିବା ସମସ୍ତ ଦୁଃଖ କଷ୍ଟ ଆଦି କୁ ଦେଖି କେବେ ଭାଙ୍ଗତି ନାହିଁ ବରଂ ସେ ତାର ସମ୍ମୁଖୀନ କରିଥାନ୍ତି । ଯଦି ଏମାନେ କୋଣସି ସମ୍ପର୍କରେ ଥାଆନ୍ତି

ତେବେ ସେ ତାଙ୍କୁ ବହୁର ସମ୍ମାନ,ଭଲ ପାଇବା ଦେଇ ଥାଆନ୍ତି । ତାଙ୍କ ପ୍ରେମୀଙ୍କ ଠାରୁ ଅଧିକ ଗୁରୁତ୍ୱ କିଛି ନ ଥାଏ । ଏମାନେ ନିଜ ସାଥି ର ହାତ କେବେ ଛାଡି ନ ଥାଆନ୍ତି । ସେଥିପାଇଁ ଏମାନଙ୍କୁ ଚିପକୁ ମଧ୍ୟ କୁହାଯାଏ ।


୪- ଚତୁର୍ଥ ରାଶି ହେଉଛି ‘କୁମ୍ଭ ରାଶି’ । ଏହି ରାଶି ର ବ୍ୟକ୍ତି ମାନେ ଯଦି ଥରେ କାହା ସହ ନିଜ ଯୋଡି ବନେଇ ଦେଇ ଥାନ୍ତି ତେବେ ସେ ସାରା ଜୀବନ ଏକାଠି ହୋଇ ରୁହନ୍ତି । ଏମାନେ ନିଜ ସାଥି ବିନା କେବେ ବି ରହି ପାରନ୍ତି ନାହିଁ । ଏମାନେ ଯାହା ସହ ଭାଵନାତ୍ମକ ରୂପରେ ଯୋଡି ହୋଇ ଥାନ୍ତି ସେମାନଙ୍କ ସହ ସବୁବେଳେ ସଚ୍ଚୋଟ ହୋଇ ରୁହନ୍ତି ।


୫- ପଞ୍ଚମ ରାଶି ହେଉଛି ‘ମୀନ ରାଶି’ । ଏହି ରାଶି ର ବ୍ୟକ୍ତି ମାନେ ଯେତିକି ନିଜ ସାଥି କୁ ଭଲ ପାଇଁ ଥାଆନ୍ତି ସେତେ ଆଉ କେହି ବି ପାଇ ପାରିବେ ନାହିଁ । ଏମାନେ ନିଜ ସାଥି ବିନା ରହିବା ପାରିବେ ନାହିଁ । ଓ ନିଜ ସାଥୀ ଖୁବ ଭଲରେ ଯତ୍ନ ମଧ୍ୟ ନିଅନ୍ତି । ଏବଂ ସବୁ କ୍ଷେତ୍ରରେ ସେ ନିଜ ସାଥି କୁ ହିଁ ଖୋଜିଥାନ୍ତି । ଏବଂ ବହୁତ ଭଲ ମଧ୍ୟ ପାଇଁ ଥାନ୍ତି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *