ବହୁତ ହିଁ କମ ବୟସରେ ଶାରୀରିକ ସମ୍ବନ୍ଧ ବନାଇଥିଲେ Bollywood ର ଏହି ଷ୍ଟାରମାନେ, ନମ୍ବର 2 ଙ୍କ ବୟସ ଶୁଣିଲେ ତ ମୁଣ୍ଡରେ ହାତ ଦେବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ସମସ୍ତ କଳାକାର କିଛି ନା କିଛି କଥା ପାଇଁ ସବୁବେଳେ ଲାଇମ ଲାଇଟରେ ରହିଥାନ୍ତି । ହେଲେ ବନ୍ଧୁଗଣ ବଲିଉଡର ଏପରି ମଧ୍ୟ କିଛି କଳାକାର ଅଛନ୍ତି ଯେଉଁମାନେ ନିଜ ପର୍ଶନାଲ ଲାଇଫର ସମସ୍ତ କଥାକୁ ଖୋଲା ଖୋଲି ଭାବରେ କହିଦିଅନ୍ତି । ଏମାନେ କୌଣସି କଥା ପାଇଁ ଲାଜ କରନ୍ତି ନାହିଁ । ଏମାନଙ୍କ ଏହି ଗୁଣ ପାଇଁ ଏମାନେ ଅଧିକାଂଶ ସମୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥାନ୍ତି ।

ବନ୍ଧୁଗଣ ବଲିଉଡର ଏପରି କିଛି କଳାକାର ଅଛନ୍ତି ଯେଉଁମାନେ ନିଜର ସେକ୍ସ ଲାଇଫ ବିଷୟରେ ମିଡିଆ ସାମ୍ନାରେ ଖୁଲାସା କରିଛନ୍ତି, ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ ବଲିଉଡ ଷ୍ଟାରଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସମସ୍ତ ବଲିଉଡ ଷ୍ଟାରଙ୍କ ବିଷୟରେ ।


ଶିଲ୍ପା ସେଟି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଶିଲ୍ପା ସେଟି । ୯୦ଦଶକର ଫେମସ ଅଭିନେତ୍ରୀ ରୂପେ ପରିଚିତ ଶିଲ୍ପା ବଲିଉଡର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ହେଲେ ବନ୍ଧୁଗଣ ୨୦୦୭ରେ ଶିଲ୍ପା ବ୍ରିଟିଶ ରିଆଲିଟି ସୋ ଜିତିଥିଲେ । ଏହି ରିଆଲିଟି ସୋ ଦ୍ଵାରା ଶିଲ୍ପା ବହୁତ ବଡ ବଡ ଖୁଲାସା କରିଥିଲେ, କିନ୍ତୁ ଯେତେବେଳେ ଶିଲ୍ପାଙ୍କୁ ତାଙ୍କ ଭର୍ଜିନିଟି ବିଷୟରେ ପଚରା ହୋଇଥିଲା ସେତେବେଳେ ଶିଲ୍ପା ଏହି କଥାକୁ ହସି କି କାଟି ଦେଇଥିଲେ ।

ରଣବିର ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ରଣବିର ସିଂହ । ରଣବିର ବର୍ତ୍ତମାନ ବଲିଉଡରେ ଏକ ଦିଗଜ ଅଭିନେତା ରୂପେ ପରିଚିତ ଅଛନ୍ତି । କାରଣ ସେ ବଲିଉଡରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିସାରିଛନ୍ତି । ରଣବିରଙ୍କ ଅଭିନୟ ଓ ଷ୍ଟାଇଲକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ରଣବିର ନିଜର ସମସ୍ତ କଥା ବିଷୟରେ ଖୋଲା ଖୋଲି ଭାବରେ ଖୁଲାସ କରିଦିଅନ୍ତି । ଏହି କିଛି ଦିନ ପୂର୍ବରୁ ରଣବିର ନିଜ ଶାରୀରିକ ସମ୍ବନ୍ଧ ବିଷୟରେ ଏକ ଆଶ୍ଚର୍ଯ୍ୟ ଜନକ କଥାର ଖୁଲାସ କରିଥିଲେ । ସେ କହିଥିଲେ ଯେ, ତାଙ୍କୁ ପିଲା  ବେଳରୁ ସେକ୍ସରେ ବହୁତ ଜିଜ୍ଞାସା ଥିଲା । ସେ କେବଳ ୧୨ ବର୍ଷ ବୟସରେ ସେକ୍ସ କରିଥିଲେ ଏହା ସହିତ ସେ କଣ୍ଡମ୍ ମଧ୍ୟ ବ୍ୟବହାର କରିଥିଲେ ।


ସନୀ ଲିଓନି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଓ ସେକସି ଅଭିନେତ୍ରୀ ସନୀ ଲିଓନି । ସନୀଙ୍କ ସୁନ୍ଦରତା ଓ ବୋଲ୍ଟଲୁକକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସନୀ କେବଳ ୧୧ ବର୍ଷ ବୟସରେ ଜଣଙ୍କୁ କିସ୍ କରିଥିଲେ ଓ ମାତ୍ର ୧୬ ବର୍ଷ ବୟସରେ ସେ ସେକ୍ସ କରିଥିଲେ ।

ଏଞ୍ଜେଲିନା ଜୋଲି –

ଏଞ୍ଜେଲିନା ଜୋଲିଙ୍କୁ ଓସ୍କାର ପୁରସ୍କାର, ଦୁଇଟି ସ୍କ୍ରିନ ଆକ୍ଟର୍ସ ଗିଲ୍ଡ ପୁରସ୍କାର ଏବଂ ତିନୋଟି ଗୋଲଡେନ୍ ଗ୍ଲୋବ ପୁରସ୍କାର ମିଳିଛି | 2009, 2011 ଏବଂ 2013 ରେ, ସେ ଫୋର୍ବସ୍ ତାଲିକାରେ ସର୍ବାଧିକ ଇନକମ କରୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହୋଇ ପାରିଛନ୍ତି | ହଲିଉଡ ତାରକା ଏଆଞ୍ଜେଲିନା ଜୋଲିଙ୍କୁ ଆଜି 43 ବର୍ଷ ବୟସ ହୋଇଛି, ରିପୋର୍ଟ ଅନୁଯାୟୀ ଆମେରିକାର ସବୁଠାରୁ ହଟ ଅଭିନେତ୍ରୀ ଏଞ୍ଜେଲିନା ଜୋଲି ଗଣମାଧ୍ୟମକୁ କହିଛନ୍ତି ଯେ ସେ ମାତ୍ର 15 ବର୍ଷ ବୟସରେ ଶାରିରୀକ ସମ୍ପର୍କ ରଖିଥିଲେ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *