ପ୍ରତିଦିନ ରାତିରେ ମହିଳାମାନେ ଛୁଅନ୍ତୁ ସ୍ଵାମୀଙ୍କର ଏହି ଅଙ୍ଗ, ପୁରା ଘର ହେଇଯିବ କୋଟିପତି- Chanakya Niti

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଅଙ୍ଗ ବିଷୟରେ କହିବୁ ଯାହାକୁ ସବୁଦିନ ରାତିରେ ସମସ୍ତ ସ୍ତ୍ରୀ ମାନଙ୍କୁ ଛୁଇଁବା ଉଚିତ । ସେହି ଅଙ୍ଗଟି ହେଉଛି ସ୍ଵାମୀ ମାନଙ୍କର । ଯଦି ରାତିରେ ସମସ୍ତ ସ୍ତ୍ରୀ ସ୍ଵାମୀ ମାନଙ୍କର ସେହି ଅଙ୍ଗକୁ ଛୁଇଁବେ ତା ହେଲେ ନିଶ୍ଚୟ ଆପଣଙ୍କ ଘରେ ଧନର ବର୍ଷା ହେବ ଓ ଏହା ସହିତ ଆପଣଙ୍କ ଘର ସୁଖ ସମୃଦ୍ଧିରେ ଭରିଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଅଙ୍ଗ ବିଷୟରେ । ହେଲେ ତାହା ପୂର୍ବରୁ ଆମେ ଆପଣଙ୍କୁ ଏପରି ୪ଟି ମୁଖ୍ୟ କଥା ବିଷୟରେ କହିବାକୁ ଯାଉଛୁ ଯାହାକୁ ସମସ୍ତ ସ୍ତ୍ରୀ ନିଜ ସ୍ଵାମୀ ମାନଙ୍କୁ କୁହନ୍ତି ନାହିଁ ।

୧. ବନ୍ଧୁଗଣ ସ୍ତ୍ରୀ ମାନେ ସାଧାରଣତଃ ନିଜ ପୂର୍ବ ପ୍ରେମ ବିଷୟରେ ନିଜ ସ୍ଵାମୀ ମାନଙ୍କୁ କହିନଥାନ୍ତି । ସେମାନେ ଏହି କଥାକୁ ଆଜୀବନ ଗୁପ୍ତ କରି ରଖିଥାନ୍ତି । ଏହାର ମୁଖ୍ୟ କାରଣ ହେଉଛି ସ୍ତ୍ରୀ ମାନେ ନିଜ ଅତୀତର ସତ୍ୟକୁ କହି ବର୍ତ୍ତମାନକୁ ଖରାପ କରିବାକୁ ଚାହିଁ ନଥାନ୍ତି । ତେଣୁ ବନ୍ଧୁଗଣ ମହିଳା ମାନେ ନିଜ ପୂର୍ବ ପ୍ରେମ ବା ଅତୀତ ବିଷୟରେ ସବୁବେଳେ ନିଜ ସ୍ଵାମୀ ମାନଙ୍କ ଠାରୁ ଲୁଚାଇ ରଖିଥାନ୍ତି ।

୨. ସାଧାରଣତଃ ମହିଳା ମାନେ ନିଜ ଶରୀରର ରୋଗ ବିଷୟରେ ମଧ୍ୟ ସ୍ଵାମୀ ମାନଙ୍କୁ ଲୁଚାଇ ଥାଆନ୍ତି । ତଥା ମାସିକ ଧର୍ମର ପୀଡା ଆଦି ସ୍ତ୍ରୀ ମାନେ ଲୁଚାଇ ରଖିଥାନ୍ତି । ଦୁନିଆର ଅଧିକାଂଶ ମହିଳା ମାନେ ନିଜ ସ୍ଵାମୀକୁ ନିଜ ରୋଗ ବିଷୟରେ କୌଣସି କଥା କହିନଥାନ୍ତି । ସ୍ତ୍ରୀ ମାନେ ଚାହାନ୍ତି ନାହିଁ ଯେ, ତାଙ୍କ ସ୍ଵାମୀ ଏହି ରୋଗ ପାଇଁ କୌଣସି ପ୍ରକାରର ଚିନ୍ତା କରନ୍ତୁ । ତେଣୁ ସେ ସ୍ଵାମୀ ମାନଙ୍କୁ ଏହା ବିଷୟରେ କୁହନ୍ତି ନାହିଁ ।

୩. ବନ୍ଧୁଗଣ ଆମେ ସମସ୍ତେ ସବୁବେଳେ ଅନ୍ୟ ମହିଳା ବା ପୁରୁଷ ମାନଙ୍କୁ ଦେଖି ଆକର୍ଷିତ ହୋଇଥାଉ । ବିବାହ ପରେ ମଧ୍ୟ ଏହି ଘଟଣା ସମସ୍ତଙ୍କ ସହ ହୋଇଥାଏ । ହେଲେ ସାଧାରଣତଃ ମହିଳା ମାନେ ନିଜର ସିକ୍ରେଟ କ୍ରସ୍ ବିଷୟରେ କାହାକୁ କହିନଥାନ୍ତି । ଏମିତିକି ନିଜ ସ୍ଵାମୀ ମାନଙ୍କୁ ମଧ୍ୟ ଏହା ବିଷୟରେ କୌଣସି କଥା କହିନଥାନ୍ତି ।


୪. ମହିଳା ମାନେ ସବୁବେଳେ ନିଜ ସ୍ଵାମୀ ମାନଙ୍କ ଠାରୁ ଟଙ୍କା ଲୁଚାଇ ରଖିଥାନ୍ତି । କାରଣ ସେମାନେ ଭବିଷ୍ୟତରେ ଆସୁଥିବା କୌଣସି ସମସ୍ଯାର ସମ୍ମୁଖୀନ କରିବା ପାଇଁ ଟଙ୍କା ଲୁଚାଇ ରଖିଥାନ୍ତି । ଏହା
ବିଷୟରେ ସେ ନିଜ ସ୍ବାମୀଙ୍କୁ କିଛି ମଧ୍ୟ କୁହନ୍ତି ନାହିଁ ।

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଏହା ଜଣାପଡିଛି ଯେ ବଡ ଲୋକଙ୍କର ପାଦକୁ ସ୍ପର୍ଶ କରିଲେ ଆମକୁ ଆଶୀର୍ବାଦ ମିଳିଥାଏ । ଏହା ସହିତ ଆମର ଦୁର୍ଭାଗ୍ୟ ମଧ୍ୟ ଦୂର ହୋଇଥାଏ । ହେଲେ ହିନ୍ଦୁ ଧର୍ମ ଅନୁଯାୟୀ ସ୍ଵାମୀ ମାନଙ୍କର ପାଦକୁ ଛୁଇଁଲେ ସ୍ତ୍ରୀର ସମସ୍ତ ଦୁର୍ଭାଗ୍ୟ ଦୂର ହୋଇଥାଏ । ସ୍ଵାମୀ ମାନଙ୍କର ପାଦକୁ ଛୁଇଁ ସ୍ତ୍ରୀ ମାନେ ଶୋଇବା ଉଚିତ । ଏହା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବଢିଥାଏ ଓ ଘରେ ଧନର ବର୍ଷା ହୋଇଥାଏ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ଚାଣକ୍ୟ ନୀତି ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *