କଣ ଘରେ ମୂଷା ମାନଙ୍କ ପାଇଁ ଅଛନ୍ତି ଚିନ୍ତିତ ? ତ କରନ୍ତୁ ଏହି ଛୋଟିଆ କାମ, ମାତ୍ର 5 ମିନିଟ ରେ ମିଳିବ ମୁକ୍ତି

ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଶ୍ଚୟ ମୂଷାକୁ ଦେଖିଥିବେ । ମୂଷା ହେଉଛି ଏକ ଏପରି ପ୍ରାଣୀ ଯାହା ସମସ୍ତଙ୍କ ଘରେ ରହିଥାଏ । ସାଧାରଣତଃ ମୂଷା ଆମ ଖାଦ୍ୟ ସାମଗ୍ରୀ ଓ ଘରୋଇ ଜିନିଷକୁ ନଷ୍ଟ କରିଥାଏ । ଏହା ବ୍ଯତୀତ ମୂଷା ରୋଗ ମଧ୍ୟ ଆଣିଥାଏ । ସେଥିପାଇଁ ସମସ୍ତ ଲୋକ ନିଜ ଘରକୁ ମୂଷା ମୁକ୍ତ ରଖିବା ପାଇଁ ଇଛା କରିଥାନ୍ତି ଓ ମାର୍କେଟରୁ ମିଳୁଥିବା କେତେକ କେମିକାଲ ପ୍ରଡ଼କ୍ଟର ପ୍ରୟୋଗ କରିଥାନ୍ତି  ।

କିନ୍ତୁ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଘରୋଇ ଉପଚାର ନେଇ ଆସିଛୁ ଯାହାକୁ କରି ଆପଣ ମାନେ ନିଜ ଘରେ ଥିବା ମୂଷା ମାନଙ୍କୁ ସଂପୂର୍ଣ୍ଣ ରୂପେ ଦୂର କରିପାରିବେ ।ହେଉଛ କିଛି ଘରୋଇ ଉପାୟ ଯାହାକୁ ଆପଣ ମାନେ ବହୁତ ସହଜରେ ନିଜ ଘର ମଧ୍ୟରେ କରିପାରିବେ । ତା ହେଲେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।


ପ୍ରଥମ ଉପାୟ- ବନ୍ଧୁଗଣ ଆମର ଏହି ଉପାୟ ପାଇଁ ଆମକୁ ମୁଖ୍ୟ ସାମଗ୍ରୀ ଦରକାର ପେପର ମିଣ୍ଟ । ବନ୍ଧୁଗଣ ପେପେର ମିଣ୍ଟର ଗନ୍ଧ ମଣିଷଙ୍କୁ ଯେତିକି ଆକର୍ଷିତ କରିଥାଏ ସେତିକି ମାତ୍ରରେ ମୂଷା ମାନେ ଏହି ଗନ୍ଧକୁ ଘୃଣା କରିଥାନ୍ତି । ଯଦି ବନ୍ଧୁଗଣ ଆପଣ ମାନେ ନିଜ ଘରର ସମସ୍ତ କୋଣରେ ଏହି ପେପର ମିଣ୍ଟକୁ ରଖିଦେବେ ତା ହେଲେ ଆପଣଙ୍କ ଘରୁ ସବୁଦିନ ପାଇଁ ମୂଷା ଦୂର ହୋଇଯିବେ ।

ଦୁତୀୟ ଉପାୟ- ବନ୍ଧୁଗଣ ଆମର ଦୁତୀୟ ଉପାୟ ପାଇଁ ଆମକୁ ଦରକାର ନାଲି ଲଙ୍କା ଗୁଣ୍ଡ । ସାଧାରଣତଃ ଆମେ ମାନେ ଖାଦ୍ୟ ପ୍ରସ୍ତୁତ କରିବାରେ ନାଲି ଲଙ୍କା ଗୁଣ୍ଡର ପ୍ରୟୋଗ କରିଥାଉ । ଏହା ଖାଦ୍ୟର ସ୍ଵାଦ ବଢାଇବା ସହ ଲୋକମାନଙ୍କର ପ୍ରିୟ ହୋଇଥାଏ । ଆପଣଙ୍କ ଘରର ଯେଉଁ କୋଣରେ ଅଧିକ ମୂଷା ମାନେ ଯାଉଛନ୍ତି ଆପଣ ସେହି କୋଣରେ ଅଳ୍ପ ନାଲି ଲଙ୍କା ଗୁଣ୍ଡ ରଖିଦିଅନ୍ତୁ । ଦେଖିବେ ମୂଷା ମାନେ ଆପଣଙ୍କ ଘରର ରାସ୍ତା ଭୁଲିଯିବେ ।


ତୃତୀୟ ଉପାୟ- ବନ୍ଧୁଗଣ ଆମର ତୃତୀୟ ବା ଶେଷ ଉପାୟ ପାଇଁ ଆମକୁ ସର୍ବ ପ୍ରଥମ ସାମଗ୍ରୀ ଦରକାର ପୋଦିନା ପତ୍ର । ସାଧାରଣତଃ ଆମେ ମାନେ ପୋଦିନାକୁ ଚଟନୀ କରି ତାହାର ସେବନ କରିଥାଉ । ଏହା ସ୍ଵାଦିଷ୍ଟ ହେବା ସହ ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଭାରତର ଅଧିକାଂଶ ଲୋକମାନେ ପୋଦିନା ଚଟନୀ ଖାଇବା ପାଇଁ ପସନ୍ଦ କରିଥାନ୍ତି ।

ତେଣୁ ବନ୍ଧୁଗଣ ଯଦି ଆପଣ ନିଜ ଘର ମଧ୍ୟରୁ ମୂଷା ମାନଙ୍କୁ ଦୂର କରିବା ପାଇଁ ଚାହୁଁଛନ୍ତି ତା ହେଲେ ଆପଣ ନିଜ ଘରର କିଛି କୋଣରେ ପୋଦିନା ପତ୍ର ବା ପୋଦିନ ଗଛର ଫୁଲ ରଖିଦିଅନ୍ତୁ । ମୂଷା ଆପଣଙ୍କ ଘରର ରାସ୍ତା ଭୁଲିଯିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *