ବହୁତ ହିଁ କମ ବୟସରେ ଦୁନିଆ ଛାଡି ଚାଲିଗଲେ ଏହି 4 ଜଣ ସୁନ୍ଦରୀ Actress, 3 ନମ୍ବର Actress ଙ୍କ ବୟସ ଥିଲା ମାତ୍ର 19 ବର୍ଷ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ବଲିଉଡ ଅଭିନେତ୍ରୀ ମାନେ ଏହି ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇବା ପାଇଁ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି । ସଫଳତା ପାଇବା ପରେ ଏମାନେ ବହୁତ ଖୁସିରେ ନିଜର ଜୀବନକୁ ଅତବାହିତ କରିଥାନ୍ତି । ଏମାନେ ନିଜ ଜୀବନରେ ଥିବା ସମସ୍ତ ଆବଶ୍ୟକତାକୁ ପୂରଣ କରିଥାନ୍ତି । ହେଲେ ବନ୍ଧୁଗଣ ବଲିଉଡର ଏପରି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବହୁତ କମ ବୟସରେ ଦୁନିଆକୁ ଅଲବିଦା କହି ଦେଇଛନ୍ତି । ଏହି ଅଭିନେତ୍ରୀ ମାନେ ନିଜର ସଂପୂର୍ଣ୍ଣ ଜୀବନକୁ ଅତିବାହିତ କରିପାରି ନାହାନ୍ତି ।

ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ କୌଣସି ଫିଲ୍ମରେ ଦେଖିଥିବେ । ତେଣୁ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।

ପ୍ରତ୍ୟୁଷା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ପ୍ରତ୍ୟୁଷା । ମାତ୍ର ୨୦ ବର୍ଷ ବୟସରେ ପ୍ରତ୍ୟୁଷା ଏହି ଦୁନିଆ ଛାଡି ଚାଲିଯାଇଥିଲେ । ପ୍ରତ୍ୟୁଷା ୨୦୦୨ ମସିହାରେ ନିଜେ ନିଜ ଜୀବନକୁ ଶେଷ କରିଥିଲେ । ତେଲୁଗୁ ଫିଲ୍ମ ଅଭିନେତ୍ରୀ ପ୍ରତ୍ୟୁଷା ନିଜ ପିଲା ଦିନର ପ୍ରେମ ସିଦ୍ଧାର୍ଥ ରେଡିଙ୍କ ସହ ଲଭ ରିଲେସନରେ ଥିଲେ । ଏହି ଦୁଇଜଣ ଏକା ସହ ୨୦୦୨ ମସିହାରେ ନିଜ ଇଚ୍ଛାରେ ଜୀବନକୁ ଶେଷ କରି ଦେଇଥିଲେ । ରିପୋର୍ଟ ଅନୁସାରେ ଜଣା ପଡିଛି, ସିଦ୍ଧାର୍ଥଙ୍କ ଘର ଲୋକ ଏହି ଦୁଇଜଣଙ୍କ ସମ୍ପର୍କର ବିରୋଧରେ ଥିଲେ ସେଥିପାଇଁ ଏହି ଦୁଇଜଣ ନିଜ ଜୀବନକୁ ଶେଷ କରିଥିଲେ ।


ସୌନ୍ଦର୍ଯା- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଦକ୍ଷିଣ ଭାରତୀୟ ଫିଲ୍ମର ସୁନ୍ଦର ଅଭିନେତ୍ରୀ ସୌନ୍ଦର୍ଯା । ସୌନ୍ଦର୍ଯା ମଧ୍ୟ ବହୁତ କମ ବୟସରେ ଏହି ଦୁନିଆକୁ ଛାଡି ଚାଲି ଯାଇଥିଲେ । ୨୦୦୪ ମସିହାରେ ବେଙ୍ଗାଲୁରୁରେ ହୋଇଥିବା ଏକ ପ୍ଳେନ କ୍ରାଶ ହେତୁ ସୌନ୍ଦର୍ଯାଙ୍କ ପର ଲୋକ ହୋଇଥିଲା ଓ ସେହି ସମୟରେ ସୌନ୍ଦର୍ୟ୍ୟା ଗର୍ଭବତୀ ମଧ୍ୟ ଥିଲେ । ସୌନ୍ଦର୍ୟ୍ୟା ବଲିଉଡର ଦିଗଜ ଅଭିନେତା ଅମିତାବ ବଚନଙ୍କ ସହ ଫିଲ୍ମ ‘ସୂର୍ୟବଂଶମ’ରେ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସିଥିଲେ ।


ଦିବ୍ୟା ଭାରତୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଦିବ୍ୟା ଭାରତୀ । ଦିବ୍ୟା ହେଉଛନ୍ତି ଜଣେ ଏପରି ଅଭିନେତ୍ରୀ ଯିଏ ବହୁତ କମ ସମୟରେ ବହୁତ ଅଧିକ ଲୋକପ୍ରିୟତା ହାସଲ କରିଥିଲେ । ଦିବ୍ୟା ନିଜର ଅଭିନୟ କାରିୟରର ଆରମ୍ଭ ୧୯୯୦ ମସିହାରେ ଏକ ତେଲୁଗୁ ଫିଲ୍ମରୁ କରିଥିଲେ । ଏହାପରେ ସେ ବଲିଉଡ ଫିଲ୍ମ ‘ସୋଲା ଅର ସବନମ ଓ ଦିବାନା ଆଦି ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଥିଲେ । ଦିବ୍ୟା ବଲିଉଡରେ ସଫଳତା ହାସଲ କରିଥିଲେ ହେଲେ କେବଳ ୧୯ ବର୍ଷ ବୟସରେ ୧୯୯୩ ମସିହା ଏପ୍ରିଲ ୫ ତାରିଖ ଦିନ ମୁମ୍ବାଇର ତୁଲସୀ ବିଲଡିଙ୍ଗରୁ ପଡିଯାଇ ତାଙ୍କର ପର ଲୋକ ହୋଇଥିଲା ।


ଆରତୀ ଅଗ୍ରୱାଲ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଆରତୀ ଅଗ୍ରୱାଲ । ଆରତୀ ଏକ ଭାରତୀୟ- ଆମେରିକାନ ଅଭିନେତ୍ରୀ ଥିଲେ । ଗୋଟେ ସମୟରେ ସେ କେତେକ ତେଲୁଗୁ ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ହେଲେ କେବଳ ୩୧ ବର୍ଷ ବୟସରେ କାର୍ଡିଆକ ଆରେଷ୍ଟ ରୋଗ ହେତୁ ତାଙ୍କର ପର ଲୋକ ହୋଇଥିଲା । ସେ ୨୦୦୫ ମସିହାରେ ଏହି ଦୁନିଆ ଛାଡି ଚାଲିଯାଇଥିଲେ ।

Leave a Reply

Your email address will not be published. Required fields are marked *