ସୁଗାର 380 ହେଉ କି 480 କିମ୍ବା ହେଉ ପଛେ 30 ବର୍ଷ ପୁରୁଣା ମାତ୍ର 7 ଦିନରେ ଭଲ ହୋଇଯିବ, କେବଳ କରନ୍ତୁ ଏହି ଉପାୟ- Health Tips

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟ ଅଧିକାଂଶ ଲୋକ ସୁଗାର ସମସ୍ଯାର ସମ୍ମୁଖୀନ ହେଉଛନ୍ତି । ବନ୍ଧୁଗଣ ଡାଇବେଟିସ ଗୋଟେ ଏମିତି ରୋଗ ଯାହା ହେବା ପରେ ମଣିଷକୁ ଆଜୀବନ ମେଡ଼ିସିନର ସାହାରାରେ ବଞ୍ଚିବାକୁ ପଡିଥାଏ ଓ ଏହା ସହିତ ମଣିଷକୁ ସ୍ଵାଦହୀନ ଖାଦ୍ୟର ସେବନ କରିବାକୁ ପଡିଥାଏ । ବନ୍ଧୁଗଣ ଏହି ସମସ୍ଯା ହେବା ଦ୍ଵାରା ମଣିଷକୁ ଅନ୍ୟ ବହୁତ ରୋଗ ହୋଇଥାଏ ଯାହାଫଳରେ ମଣିଷ ବହୁତ କଷ୍ଟର ସମ୍ମୁଖୀନ ହୋଇଥାଏ ।

ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜିଆମେ ଆପଣ ମାନଙ୍କ ପାଇଁ ଏପରି ଏକ କାଢା ନେଇ ଆସିଛୁ ଯାହା ଆପଣଙ୍କ ଡାଇବେଟିସକୁ ନିୟନ୍ତ୍ରଣ ରଖିବା ସହ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କାଢା ବିଷୟରେ ।


ବନ୍ଧୁଗଣ ଏହି କଢାକୁ ବନେଇବା ପାଇଁ ପ୍ରଥମେ ଆପଣ ଏକ ପାତ୍ରରେ ଦୁଇ ଗ୍ଳାସ ପାଣି ପକାନ୍ତୁ ଓ ଏହାପରେ ଆପଣ ଏହି ପାତ୍ରରେ ଏକ ଚାମଚ ମେଥି ପକାଇ ଦିଅନ୍ତୁ । ମେଥିରେ ଦୁଇ ପ୍ରକାରର ଫାଇବାର ମିଳିଥାଏ ଓ ଏହା ସହିତ ମେଥି ଦାନା ଇନସୁଲିନର ସେନ୍ସେଟିଭକୁ ମଧ୍ୟ ବଢାଇ ଥାଏ । ଏହାପରେ ଆପଣ ଏଥିରେ ଭୃଶୁଙ୍ଗା ପତ୍ର ପକାନ୍ତୁ । ଭୃଶୁଙ୍ଗା ପାତ୍ର ଆପଣଙ୍କ ଶରୀରର ଇନସୁଲେନ ସେନ୍ସେଟିଭକୁ ବଢାଇ ଥାଏ, ଯାହାଦ୍ୱାରା ଆପଣଙ୍କ ସୁଗାର ଲେବୁଲ ସାଧାରଣ ରହିଥାଏ ।


ତେଣୁ ବନ୍ଧୁଗଣ ୧୫ ରୁ ୨୦ ଖଣ୍ଡ ପତ୍ର ଆପଣ ଏହି ମିଶ୍ରଣରେ ମିଶାଇ ଦିଅନ୍ତୁ । ଏହାପରେ ଆପଣ ଏଥିରେ ଏକ ଇଞ୍ଚର ଅଦା ନେଇ ଭଲ ଭାବରେ ଛେଚି ପକାଇ ଦିଅନ୍ତୁ । କାରଣ ଅଦା ଆପଣଙ୍କ ମେଟାବୁଲ କ୍ରିଏଟକୁ ହାଇ କରିଥାଏ ଓ ସୁଗାର ଲେବୁଲକୁ ଏହା କମ କରିବାରେ ସହାୟକ ହୋଇଥାଏ । ଡାଇବେଟିସ କାରଣରୁ ଯଦି ଆପଣଙ୍କ ମସଲ୍ସରେ କଷ୍ଟ ହେଉଥାଏ, ତାହାଲେ ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ ।


ଚତୁର୍ଥରେ ଆମେ ଏଥିରେ ନେବା ଏକ ଚାମଚ ଡାଲଚିନି ପାଉଡର । ଆୟୁର୍ବେଦରେ ଡାଲଚିନି ଡାଇବେଟିସକୁ ଦୂର କରିବା ପାଇଁ ରାମବାଣ ଅଟେ । ଏହାପରେ ବନ୍ଧୁଗଣ ଆପଣ ଏହାକୁ ପାଞ୍ଚ ରୁ ୧୦ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ । ଯେତେବେଳେ ପାଣି ଗରମ ହୋଇ ଅଧା ହୋଇଯିବ, ସେତେବେଳେ ଆପଣ ଏହାକୁ ଅଳ୍ପ ଥଣ୍ଡା କରି ଭଲ ଭାବରେ ଛାଣି ଦିଅନ୍ତୁ । ସଖାଳ ସମୟରେ ଖାଲି ପେଟରେ ଆପଣ ଏହାର ସେବନ କରନ୍ତୁ ଓ ସେବନ କରିବାର ଅଧ ଘଣ୍ଟା ପରେ ଆପଣ ଜଳଖିଆ କରନ୍ତୁ ।

ବନ୍ଧୁଗଣ ଏହି ଉପାୟକୁ ନିଶ୍ଚୟ ପ୍ରୟୋଗ କରନ୍ତୁ । ଦେଖିବେ ୭ ଦିନରେ ଆପଣଙ୍କ ଡାଇବେଟିସ ନିୟନ୍ତ୍ରଣ ହୋଇଯିବ ଓ ଆପଣ ସୁସ୍ଥ ଅନୁଭବ କରିବେ । ତା ହେଲେ ବନ୍ଧୁଗଣ ଆପଣ ନିଶ୍ଚୟ ଏହି ଉପଚାରର ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ । ବନ୍ଧୁଗଣ ଯଦି ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥାଏ ତା ହେଲେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *