ଓଡିଆ ସୁପର ଷ୍ଟାର Siddhant Mohapatra ଙ୍କ ସମ୍ପତ୍ତି କେତେ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଜାଣିଥିବେ । ବନ୍ଧୁଗଣ ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ସେହି ଅଭିନେତା ଜଣକ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର ।

ବନ୍ଧୁଗଣ ଆପଣ ମାନେ ସାମସ୍ତେ ସିଦ୍ଧାନ୍ତଙ୍କର ବହୁତ ସୁପର ହିଟ ଫିଲ୍ମ ଗୁଡିକୁ ନିଶ୍ଚୟ ଦେଖିଥିବେ । ସେ ଆମ ଓଡିଆ ଫିଲ୍ମ ଜଗତରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ସିଦ୍ଧାନ୍ତ ମହାପାତ୍ରଙ୍କ ଜୀବନୀ ଓ ତାଙ୍କ ସମ୍ପତ୍ତି ବିଷୟରେ ଜାଣିଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସିଦ୍ଧାନ୍ତ ମହାପାତ୍ରଙ୍କ ଜୀବନୀ ଓ ତାଙ୍କ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ସିଦ୍ଧାନ୍ତ ମହାପାତ୍ର ୧୯୯୩ ମସିହାରେ ରଚନା ବାନାର୍ଜୀଙ୍କ ସହିତ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ତାଙ୍କର ପ୍ରଥମ ଫିଲ୍ମର ନାମ ହେଉଛି ‘ଶ୍ରଦ୍ଧାଞ୍ଜଳି’, ବନ୍ଧୁଗଣ ଏହି ଫିଲ୍ମଟି ତାଙ୍କର ସୁପର ହିଟ ହୋଇଥିଲା ।

ପ୍ରାୟତଃ ଅଧିକାଂଶ ଫିଲ୍ମରେ ସିଦ୍ଧାନ୍ତ ଓ ରଚନା ଏକା ସହ ନଜର ଆସିଛନ୍ତି । କାରଣ ଏହି ଦୁଇଜଣଙ୍କ ଯୋଡିକୁ ଦେଖିବା ପାଇଁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ ମଧ୍ୟ କରନ୍ତି । ସିଦ୍ଧାନ୍ତ ଓ ରଚନା ପରସ୍ପର ସହ ୪୦ ଟି ଓଡିଆ ଫିଲ୍ମ କରିଥିଲେ ଓ ସମସ୍ତ ଫିଲ୍ମ ସୁପର ହିଟ ହୋଇଥିଲା । ହେଲେ ବନ୍ଧୁଗଣ ୨୦୦୪ ମସିହାରେ ସିଦ୍ଧାନ୍ତ ଓ ରଚନା ସବୁଦିନ ପାଇଁ ଅଲଗା ହୋଇଯାଇଥିଲେ । ଯାହାଫଳରେ ରଚନା ସବୁଦିନ ପାଇଁ କଲିକତା ଚାଲିଯାଇଥିଲେ ।

ଏହାପରେ ସିଦ୍ଧାନ୍ତ ଓ ଅଭିନେତ୍ରୀ ମାମା ମିଶ୍ର ବିବାହ କରିଥିଲେ । ସିଦ୍ଧାନ୍ତ ଓ ମାମାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ସିଦ୍ଧାନ୍ତ ମହାପାତ୍ର ୨୦୦୯ ମସିହାରେ ରାଜନୀତିରେ ପାଦ ଦେଇଥିଲେ ଓ ସେ ଦୁଇଥର ଏମପି ପଦବୀରେ ନିଯୁକ୍ତି ମଧ୍ୟ ପାଇଛନ୍ତି । ବନ୍ଧୁଗଣ ସିଦ୍ଧାନ୍ତ ମହାପାତ୍ର ନିଜ ଜୀବନରେ ୧୫୦ ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ସିଦ୍ଧାନ୍ତ ଗୋଟିଏ ଓଡିଆ ଫିଲ୍ମରେ କାମ କରିବା ପାଇଁ ୫ ରୁ ୧୦ ଲକ୍ଷ ଟଙ୍କାର ଡିମାଣ୍ଡ କରିଥାନ୍ତି ।

ଏହା ବ୍ଯତୀତ ସେ କୌଣସି ବ୍ରାନଡ ର ପ୍ରମଓଶନ କରିବା ପାଇଁ ଦେଢ ଲକ୍ଷ ଟଙ୍କାର ଡିମାଣ୍ଡ କରିଥାନ୍ତି । ଗଞ୍ଜାମ ଜିଲ୍ଲାରେ ସିଦ୍ଧାନ୍ତଙ୍କର ଏକ ଆଲିଶାନ ଘର, ଗୋଟେ ଲକ୍ଜରି କାର ଓ କିଛି ବାଇକ ଅଛି । ବନ୍ଧୁଗଣ ମିଡିଆ ରିପୋର୍ଟ ଅନୁସରେ ଜଣା ପଡିଛି ସିଦ୍ଧାନ୍ତଙ୍କ ମୋଟ ସମ୍ପତ୍ତି ହେଉଛି ୨୫ ରୁ ୩୦ କୋଟି ଟଙ୍କା । ଯଦି ଆପଣ ମାନଙ୍କୁ ସିଦ୍ଧାନ୍ତ ମହାପାତ୍ର ଭଲ ଲାଗନ୍ତି ତା ହେଲେ ଆମ ପୋଷ୍ଟ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *