ବାହାଘର ପରେ ଶାଶୁ ଘରେ ରାଜୁଙ୍କ ସହ କେମିତି ଅଛନ୍ତି ଭୈରବୀ ଖୁଡ଼ି

ଏହି କିଛି ଦିନ ତଳେ ‘ତୁ ମୋ ଜୀବନ ସାଥି’ର ଭୈରବୀ ଖୁଡୀ ଓ ରାଜୁଙ୍କର ବିବାହ ହୋଇଥିଲା । ବିବାହ ପରେ ଭୈରବୀ ଖୁଡୀ ନିଜ ଶାଶୁ ଘରେ କେମିତି ରହୁଛନ୍ତି ଆପଣ ମାନେ ଜାଣିଛନ୍ତି କି ? ଆଜି ଆମେ ଆପଣଙ୍କୁ ଭୈରବୀ ଖୁଡୀଙ୍କ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ବିବାହ ପରେ ଭୈରବୀ ଖୁଡୀ ରାଜୁ ଓ ତାଙ୍କ ଶାଶୁ ଘର ଲୋକଙ୍କ ସହିତ କେମିତି ରହୁଛନ୍ତି ।

ଏହି କିଛି ଦିନ ତଳେ ‘ତୁ ମୋ ଜୀବନ ସାଥି’ର କଳାକାର ରାଜୁ ଓ ଭୈରବୀଙ୍କ ବିବାହ ହୋଇଥିଲା । ତାଙ୍କ ବିବାହରେ ସମସ୍ତ ଅଲିଉଡ ଷ୍ଟାର ଯୋଗଦେଇଥିଲେ । ତାଙ୍କ ବିବାହରେ ମଧ୍ୟ ସମସ୍ତ ଷ୍ଟାର ବହୁତ ମଜା ମସ୍ତି କରିଥିଲେ । ବାହାଘର ପରେ ‘ତୁ ମୋ ଜୀବନ ସାଥି’ ସିରିୟଲ ଲକଡାଉନ ପାଇଁ ବନ୍ଦ ହୋଇଯାଇଛି । ହେଲେ ଏହି ସିରିୟଲର ଶୁଟିଙ୍ଗ ପୁଣି ଥରେ ଆରମ୍ଭ ହୋଇଛି ।

ବିବାହ ପରେ ସେମାନେ ତାଙ୍କ ଘରେ ରହିଥିବାର ସୂଚନା ମିଳିଛି । ଆକଟିଂକୁ ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଯୋଗ ଦେଇନାହାନ୍ତି । ହେଲେ ଆଗାମୀ ଦିନରେ ରାଜୁ ନିଶ୍ଚିତ ଆକଟିଂରେ ଯୋଗ ଦେବେ । ବର୍ତ୍ତମାନ ସମୟରେ ଭୈରବୀ ଖୁଡୀ ଆକଟିଂ କରିବେ ନା ନାହିଁ, ଏହାର କୌଣସି ସୂଚନା ମିଳି ନାହିଁ । ହେଲେ ଆଗାମୀ ଦିନରେ ଏହା ଜଣା ପଡିଯିବ । ‘ତୁ ମୋ ଜୀବନ ସାଥି’ ସିରିଏଲକୁ ଦେଖିବା ପାଇଁ ବହୁତ ଦର୍ଶକ ଚାହୁଞ୍ଚନ୍ତି । ଏହି ସିରିୟଲର ଲୋକ ପ୍ରିୟତା ବହୁତ ଅଧିକ ଅଟେ ।

ବର୍ତ୍ତମାନ ଭୈରବୀ ଖୁଡୀ ବାହାଘର ପରେ ନିଜ ଶାଶୁ ଘରେ ବହୁତ ଆନନ୍ଦରେ ରହିଛନ୍ତି । ହେଲେ ବାହାଘର ପରେ ସେମାନଙ୍କର ବିଦେଶ ଯିବାର ଯୋଜନା ହୋଇଥିଲା । ଲକଡାଉନ ଖୋଲିବା ପରେ ସେମାନେ ତାଙ୍କ ଇଛାକୁ ପୂରଣ କରିବେ । ‘ତୁ ମୋ ଜୀବନ ସାଥି’ରେ ଏହି ଦୁଇଜଣଙ୍କ ଆକଟିଂକୁ ଲୋକମାନେ ବହୁତ ଭଲ ପାଆନ୍ତି । ଏମାନଙ୍କ ଲୋକ ପ୍ରିୟତା ଏହି ସିରିୟଲ ପାଇଁ ବହୁତ ଅଧିକ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅଲିଉଡ ଦୁନିଆର ସବୁ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *