କରୋନା ରୁ ସୁସ୍ଥ ହେବା ପରେ ସ୍ବାମୀଙ୍କ ସହ ରୋମାଣ୍ଟିକ ଭିଡିଓ ସେୟାର କଲେ ହିରୋଇନ Jhillik, ଭାଇରାଲ ହେଲା Video

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ

ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆଜି ଆମେ ଓଲିଉଡ ଅଭିନେତ୍ରୀ ଝିଲିକଙ୍କ ବିଷୟରେ ଆଲୋଚନା କରିବା ଏବଂ ବର୍ତ୍ତମାନ ସେ କରୋନା ରୁ ସୁସ୍ଥ ହୋଇ ଯାଇଛନ୍ତି ଏବଂ ତା ପରେ କଣ କରୁଛନ୍ତି ଦେଖିନେବା ।

ଝିଲିକ ହେଉଛନ୍ତି ଓଲିଉଡ ଜଗତର ଜଣେ ଲୋକପ୍ରିୟ ଏବଂ ପ୍ରସିଦ୍ଧ ଅଭିନେତ୍ରୀ । ସେ ଓଡ଼ିଆ ସିନେ ଜଗତରେ ସେ ଅନେକ ହିଟ ସିନେମା ରେ ନିଜର ଅଭିନୟ ର ପ୍ରତିଭା କୁ ଦେଖାଇଛନ୍ତି । ସୁପର ମିଛୁଆ, ଲେଖୁ ଲେଖୁ ଲେଖିଦେଲି, ଆଖିରେ ଆଖିରେ, ଆଦି ଅନେକ ହିଟ ସିନେମା ସେ ଓଲିଉଡ କୁ ପ୍ରଦାନ କରିଛନ୍ତି । ଏହା ଛଡା ସେ ଅନେକ ରିୟାଲିଟି ସୋ ର ଜଜ୍ ମଧ୍ୟ ହୋଇଛନ୍ତି ।

ତେବେ ଝିଲିକ ଏହି ବର୍ଷକ ଆଗରୁ ବିଜେଡି ର ନେତା ପ୍ରୀତିରଞ୍ଜନ ଘଡେଇ ଙ୍କୁ ବିବାହ କରିଛନ୍ତି ଏବଂ ଏହା ପର ଠାରୁ ସେ ଏହି ଲାଇମ ଲାଇଟ ଠାରୁ ଟିକେ ଦୁରେଇ ରହୁଛନ୍ତି ।
ତେବେ ଝିଲିକ୍ ଏହି କିଛିଦିନ ହେବ କରୋନା ରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇ ଯାଇଥିଲେ ଏବଂ ଘରେ ବିଶ୍ରାମ କରୁଥିଲେ ତେବେ ଏହି ଖବର ଆସିବା ପରେ ତାଙ୍କ ଫ୍ୟାନ ମାନେ ବହୁତ ଦୁଃଖିତ ହୋଇ ଯାଇଥିଲେ ଏବଂ ତାଙ୍କର ସୁସ୍ଥ ହେବା ପାଇଁ ପାର୍ଥନା ମଧ୍ୟ କରୁଥିଲେ ।

ତେବେ ତାଙ୍କ ଫ୍ୟାନ ମାନଙ୍କ ପାର୍ଥନା ବର୍ତ୍ତମାନ ସଫଳ ହୋଇଛି ଝିଲିକ ଏବେ ସୁସ୍ଥ ଅଛନ୍ତି ଏବଂ ସେ ବର୍ତ୍ତମାନ ନିଜ ସ୍ୱାମୀ ଙ୍କ ସହ ରୋମାଣ୍ଟିକ ଲଙ୍ଗ ଡ୍ରାଇଭ ରେ ନିଜର ଛୁଟି କା-ଟି-ବା-କୁ ମଧ୍ୟ ଯାଉଛନ୍ତି ଯାହାର ଏକ ଭି-ଡି-ଓ ସେ ସୋ-ସି-ଆ-ଲ ମି-ଡ଼ି-ଆ ରେ ଛାଡିଛନ୍ତି । ତେବେ ଏହା ଦେଖି ତାଙ୍କ ଫ୍ୟାନ ମାନେ ବହୁତ ଖୁସି ମଧ୍ୟ ଅଛନ୍ତି ।

Leave a Reply

Your email address will not be published. Required fields are marked *