ବଡ଼ ପୁଅ ହୋଇ ବାପାଙ୍କ ଶୁଦ୍ଧି କ୍ରିୟା କାହିଁକି କଲେନି ପୁଅ Amlan, କଣ ରହିଛି କାରଣ ?

ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ମିହିର ଦାସଙ୍କ ଏକାଦଶାହ କ୍ରିୟା ଶେଷ ହୋଇଛି । ଗତ ପହଡଦିନ ମିହିରଙ୍କ ଏକା ଦଶାହ କ୍ରିୟା ଶେଷ ହୋଇଥିଲା । ତେବେ ବର୍ତ୍ତମାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ମିହିର ଦାସ ଆମ ମାନଙ୍କ ଗହଳରେ ଆଉ ନାହାନ୍ତି । ମିହିର ଯିବା ପରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ମିହିରଙ୍କ ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ ।

ମିହିର ନିଜ ଜବରଦସ୍ତ ଅଭିନୟ ଦ୍ଵାରା ସାରା ଓଡିଶା ବାସୀଙ୍କ ମନ ଜିତି ଥିଲେ । ହୁଏ ତ ମିହିରଙ୍କ ଭଳି କଳାକାର ଆଉ ଓଡିଆ ଇଣ୍ଡଷ୍ଟ୍ରିରେ ଜନ୍ମ ନେଇ ନପାରେ ହେଲେ ତାଙ୍କର ସ୍ମୃତି ଆମ ମାନଙ୍କ ମନରେ ସବୁଦିନ ରହିବ ।ମିହିର ଦୀର୍ଘ ବର୍ଷ ଧରି କିଡ୍ନି ରୋଗରେ ପୀଡିତ ଥିଲେ ତେବେ ଗତ କିଛି ଦିନ ତଳେ ତାଙ୍କ ଅବସ୍ଥା ଗୁରୁତ୍ଵର ହୋଇଯିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା ।

ହେଲେ ଚିକିତ୍ସା ଚାଲିଥିବା ବେଳେ ମିହିର ଆମ ମାନଙ୍କୁ ଛାଡି ଚାଲିଗଲେ ।ତେବେ ଗତ ପହଡଦିନ ମିହିରଙ୍କ ଏକାଦଶାହ କ୍ରିୟା ହୋଇଥିଲା । ମିହିରଙ୍କ ପୁଅ ଓଡିଆ ଅଭିନେତା ଅମ୍ଳାନ ଦାସ ମିହିରଙ୍କ ଏକାଦଶାହ କାର୍ଯ୍ୟ କରିଥିଲେ । ଏହି ଏକାଦଶାହ କାର୍ଯ୍ୟ ତାଙ୍କର କଟକ ସ୍ଥିତ ଘରେ ହୋଇଥିଲା ଓ ଏହି ସଭାରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଦିଗଜ ଅଭିନେତା ମାନେ ଯୋଗ ଦେଇଥିଲେ ।

ଓଡିଆ ଇଣ୍ଡଷ୍ଟ୍ରିରେ କେତେକ ଦିଗଜ କଳାକାର ମିହିରଙ୍କ ଯିବା ପରେ ସେହି କ୍ରିୟାରେ ନିଜର ଦୁଃଖ ପ୍ରକାଶ କରିଥିଲେ । ହେଲେ ବନ୍ଧୁଗଣ ମିହିର ଯିବା ପରେ ଗତ ଜାନୁୟାରୀ ୨୦ ତାରିଖରେ ତାଙ୍କର ଦଶାହ ସଭା ଆୟୋଜିତ ହୋଇଥିଲା କିନ୍ତୁ ଏହି ଦଶାହ କ୍ରିୟା ସଭାରେ ତାଙ୍କ ପୁଅ ଅମ୍ଳାନ ଦାସ ଯୋଗ ଦେଇ ନଥିଲେ । ବନ୍ଧୁଗଣ ଗତ ୨୦ ତାରିଖ ଦିନ ଦଶାହକ୍ରୀୟାରେ ଓଡିଶା ସିନେ ଆର୍ଟିଷ୍ଟେଡ ଆସୋସିଏସନ ତରଫରୁ ଏକ ସଭା ଅନୁଷ୍ଠିତ କରାଯାଇଥିଲା ।

ତେବେ ବନ୍ଧୁଗଣ ଏହି ସଭାରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଦିଗଜ କଳାକାର ମାନେ ଯୋଗ ଦେଇଥିଲେ ହେଲେ ଏହି କ୍ରିୟା ସଭାରେ ମିହିରଙ୍କ ପୁଅ ଅମ୍ଳାନ ଦାସ ଯୋଗ ଦେଇନଥିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *