ବାଛନ୍ତୁ କୌଣସି ଗୋଟିଏ ସ୍ଵସ୍ତିକ ଓ ଜାଣନ୍ତୁ ଆପଣଙ୍କର ଦୁଃଖ କେବେ ଶେଷ ହେବ- Personality Test

ବନ୍ଧୁଗଣ ଆପଣଙ୍କ ପାଇଁ ରହିଛି 3ଟି ନମ୍ବର । ଏହି ନମ୍ବର ଆଧାରରେ ଆପଣ ନିଜର ଭବିଷ୍ୟତ ଜାଣି ପାରିବେ । ଏହା ସହ 3ଟି ରଙ୍ଗର ସ୍ଵସ୍ତିକ ଚିତ୍ର ମଧ୍ୟ ରହିଛି । ଯଥା ହଳଦିଆ, ବାଇଗଣି ଓ କମଳା ରଙ୍ଗ । ଆପଣଙ୍କୁ ଏହି 3ଟି ସ୍ଵସ୍ତିକ ଚିତ୍ର ମଧ୍ୟ ରୁ କୌଣସି ଗୋଟେ ବାଛନ୍ତୁ । ନିଜର ଆଖି ବନ୍ଦ କରି ଆପଣଙ୍କୁ 1 ରୁ 3 ନମ୍ବର ମଧ୍ୟରେ କୌଣସି ଗୋଟେ ବାଛିବାକୁ ହେବ । ଆପଣଙ୍କୁ ନିଜର ଭବିଷ୍ୟତ ବିଷୟରେ ଜାଣିବାକୁ ହେଲେ ଏହି 3ଟି ଚିତ୍ର ମଧ୍ୟରୁ କୌଣସି ଗୋଟେ ବାଛି ନିଅନ୍ତୁ । ଏଥିପାଇଁ ଆପଣଙ୍କୁ 5 ସେକେଣ୍ଡ ର ସମୟ ଦିଆଗଲା ।

 

1- ଯଦି ଆପଣ ବାଇଗଣି ରଙ୍ଗର ସ୍ଵସ୍ତିକ ଚିହ୍ନ ବାଛିଛନ୍ତି ତେବେ ଆପଣ ଖରାପ ଲୋକଙ୍କ ସମ୍ପର୍କରେ ଆସିଛନ୍ତି । କିନ୍ତୁ ଏହା କିଛି ସମୟ ପାଇଁ ରହିବ । ପରେ ସବୁ କିଛି ଠିକ ହୋଇଯିବ । ବନ୍ଧୁ ଦୂରେଇ ଯାଇଛନ୍ତି । ରାଜ କାର୍ଯ୍ୟ ରେ ନିଷ୍ଫଳ ମିଳୁଛି । ଯେତେ ପରିମାଣରେ ନିବେଶ କରିଲେ କ୍ଷତି ସହିବାକୁ ପଡୁଛି । ଆପଣ ସ୍ତ୍ରୀଙ୍କ କଥାକୁ ଶୁଣନ୍ତି ନାହିଁ । ଏହା ଭୁଲ ଅଟେ । ଅଧିକ ଜିଦଖୋର ସ୍ଵଭାବର ବ୍ୟକ୍ତି ଆପଣ ଅଟନ୍ତି । ଏ ସବୁକୁ ନିଜ ଠାରୁ ଦୂରେଇ ରଖନ୍ତୁ । ଯେଉଁ ଦିନ ଆପଣଙ୍କର ଶୁଭ ସମୟ ଆରମ୍ଭ ହେବ ସେହି ଦିନ ମଙ୍ଗଳବାର ହୋଇଥିବ । ଆଜି ଠାରୁ ଆଗାମୀ 7 ବର୍ଷ ମଧ୍ୟରେ ଜୀବନରେ ଅନେକ ଉନ୍ନତି କରିବେ ।

2- ଆପଣଙ୍କୁ ହଳଦିଆ ରଙ୍ଗର ସ୍ଵସ୍ତିକ ପସନ୍ଦ ଆସିଥିଲେ ଆପଣଙ୍କର ମନ୍ଦ ଦଶା ବିଦାୟ ନେବା ପରେ ଶୁଭ ଦଶା ଆରମ୍ଭ ହେବାକୁ ଯାଉଛି । ଭାବନାରେ ବିତାଉଥିବା କାମ ଏବେ ଅଳ୍ପ ସମୟରେ ପୁରା ହେବ । ଯାହା ବି ମାନସିକ ଚିନ୍ତା ରହୁଥିଲା ତାହା ଦୂର ହେବ । ଗୋଟେ ସୋମବାର ଦିନ 500 ଗ୍ରାମ ସୁନା ଚାଉଳ, ଗୋଟା ବିରି ଓ 7 କେରା ଦୂବ ଘାସ ଷଣ୍ଢ କୁ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଭାଗ୍ୟରେ ଉନ୍ନତି ହେବ । ଆଗକୁ ଶୁଭ ସମୟ ଆସୁଛି । କର୍ମ ପାଇଁ ଶ୍ରେଷ୍ଠ ଚିନ୍ତାଧାରା ଆସିବ । ଯାହା ଯାଇଛି ତାହା ବିଷୟରେ ଚିନ୍ତା କରନ୍ତୁ ନାହିଁ । ବର୍ତ୍ତମାନ ଉପରେ ଲକ୍ଷ୍ୟ ରଖି ଭବିଷ୍ୟତ ଉପରେ ଧ୍ୟାନ ଦିଅନ୍ତୁ ।

3- ଆପଣଙ୍କୁ କମଳା ରଙ୍ଗର ସ୍ଵସ୍ତିକ ପସନ୍ଦ ଆସିଥିଲେ ଆପଣ ବହୁତ ଖର୍ଚ୍ଚାନ୍ତ ରେ ପଡିଛନ୍ତି । କିଏ ଜାଣିଥିଲା ଆନଙ୍କ ଭଳି ସରଳ ବ୍ୟକ୍ତି ଏମିତି ବିପଦରେ ପଡିଯିବେ । ଆପଣ ଉପର କରୁ କରୁ ଅପକାର ରେ ପଡି ଯାଇଛନ୍ତି । ବର୍ତ୍ତମାନ ରାଜ ଦ୍ଵାରରେ ହଇରାଣ ହେଉଛନ୍ତି । ଆତ୍ମୀୟ ମାନେ ପର ହେବାର ଆଶଙ୍କା ଦେଖା ଯାଉଛି । ଏଥିପାଇଁ ଟାଇଗର ମୁଦ୍ରା କୁ ରୋପ୍ୟ ମୁଦ୍ରିକାରେ ଧାରଣ କରନ୍ତୁ । ଏହା ଆପଣଙ୍କ ଭାଗ୍ୟକୁ ଚମକାଇ ଦେବ । ପୂର୍ବରୁ ଯାହା ଥିଲେ ତାହା ଏବେ ଭୋଗ କରିବେ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *