ବାଛନ୍ତୁ ନିଜ ପସନ୍ଦର ଗୋଟିଏ ଜହ୍ନ ଓ ଜାଣନ୍ତୁ ନିଜ ବିଷୟରେ ଏକ ଖାସ କଥା- Personality Test

ବନ୍ଧୁଗଣ ପ୍ରତ୍ୟକ ଲୋକଙ୍କ ପାଇଁ ଜହ୍ନର ଏକ ଖାସ ମହତ୍ଵ ରହିଥାଏ । ମା ମାନଙ୍କ ପାଇଁ ତା ପୁଅ ଜହ୍ନ ହୋଇଥାଏ, ପ୍ରେମିକା ମାନଙ୍କ ପାଇଁ ତାଙ୍କ ପାର୍ଟନର ଜହ୍ନ ହୋଇଥାନ୍ତି ଓ ଛୁଆ ମାନଙ୍କ ପାଇଁ ମାମୁ ଜହ୍ନ ହୋଇଥାନ୍ତି । ବନ୍ଧୁଗଣ ଆକାଶରେ ଦେଖାଯାଉଥିବା ଜହ୍ନ ଯେତେ ସୁନ୍ଦର ହୋଇଥାନ୍ତି ସେତିକି ରହସ୍ୟମୟ ମଧ୍ୟ ହୋଇଥାନ୍ତି । ପୂର୍ଣ୍ଣିମା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ଓ ଈଦ ଠାରୁ ଦୀପାବଳି ପର୍ଯ୍ୟନ୍ତ ଜହ୍ନକୁ ଅଲଗା ଅଲଗା ସ୍ଵରୂପରେ ଦେଖାଯାଇଥାଏ । ବନ୍ଧୁଗଣ ଜହ୍ନ ଗୋଟିଏ ହେଲେ ତାକୁ ବୁଝିବା ଓ ଜାଣିବାର ମାନସିକତା ଅଲଗା ଅଲଗା ହୋଇଥାଏ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ୪ ଟି ଜହ୍ନର ଫଟୋ ଦେଖାଇବୁ ଓ ଆପଣ ସେଥିମଧ୍ୟରୁ ଗୋଟିଏ ଜହ୍ନକୁ ବାଛିବେ । ଆପଣ ବାଛିଥିବା ଜହ୍ନ ଅନୁଯାଇ ଆପଣ ନିଜ ବିଷୟରେ ଏକ ଖାସ କଥା ଜାଣିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧ ନମ୍ବର ଜହ୍ନ- ବନ୍ଧୁଗଣ ଯଦି ଆପଣ ଆମ ଲିଷ୍ଟର ୧ ନମ୍ବର ଜହ୍ନକୁ ବାଛି ଛନ୍ତି ତା ହେଲେ ଆପଣ ସକ୍ଷମ ଓ ନିଜ ଉଦେଶ୍ୟ ପାଇଁ ଏକତ୍ର ରହିଥିବା ବ୍ୟକ୍ତି ଅଟନ୍ତି । ଆପଣଙ୍କ ମଧ୍ୟରେ ଥିବା ସକାରାତ୍ମକ ଶକ୍ତି ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ଦେଇଥାଏ । ଆପଣଙ୍କ ମତରେ ଜୀବନର ସୁରକ୍ଷା ପାଇଁ ସବୁବେଳେ କାର୍ଯ୍ୟ କରିବା ନିହାତି ଆବଶ୍ୟକ । ଆପଣ କେବେହେଲେ ବସି ରୁହନ୍ତି ନାହିଁ, ଆପଣ ସବୁବେଳେ କିଛି ନା କିଛି କାମରେ ବ୍ୟସ୍ତ ରୁହନ୍ତି ।

୨ ନମ୍ବର ଜହ୍ନ- ଯଦି ବନ୍ଧୁଗଣ ଆପଣ ଆମ ଲିଷ୍ଟର ଦ୍ଵିତୀୟ ଜହ୍ନକୁ ବାଛି ଛନ୍ତି ତା ହେଲେ ଆପଣ କଳ୍ପନା ସ୍ଵଭାବର ବ୍ୟକ୍ତି ଅଟନ୍ତି । ଏହା ବ୍ଯତୀତ ଆପଣ ବହୁତ ଭାବୁକ ମଧ୍ୟ ହୋଇଥାନ୍ତି । ଆପଣ ନଜରିଆ ବହୁତ ଅଲଗା ହୋଇଥାଏ, ଯାହା ବିଷୟରେ ବହୁତ କମ ଲୋକ ଚିନ୍ତା କରିଥାନ୍ତି । ହେଲେ ବନ୍ଧୁଗଣ ଆପଣ ନିଜ ମନ ଓ ଭାବନାକୁ ନିୟନ୍ତ୍ରଣ କରି ରଖନ୍ତୁ ।


୩ ନମ୍ବର ଜହ୍ନ- ଯଦି ବନ୍ଧୁଗଣ ଆପଣ ଆମର ତୃତୀୟ ଜହ୍ନକୁ ବାଛି ଛନ୍ତି ତା ହେଲେ ଆପଣ ବହୁତ କ୍ରୋଧୀ ସ୍ଵଭାବର ବ୍ୟକ୍ତି ଅଟନ୍ତି । ଆପଣଙ୍କୁ ଜୀବନରେ ଧୋକା ଖାଇବା ପାଇଁ ବହୁତ ଭୟ ଲାଗେ । ଏହା ସହିତ ଆପଣ ନିଜ ସମ୍ପର୍କୀୟ ଲୋକଙ୍କ ସୁରକ୍ଷା ପାଇଁ ସବୁବେଳେ ଚିନ୍ତାରେ ରହିଥାନ୍ତି । ବନ୍ଧୁଗଣ ଆପଣ ନିଜ ପରିବାର ଲୋକଙ୍କୁ ବହୁତ ଭଲ ପାନ୍ତି ଓ ସେମାନଙ୍କ ପାଇଁ ଆପଣ ସବୁକିଛି କରିବା ପାଇଁ ପ୍ରସ୍ତୁତ ଥାନ୍ତି ।


୪ ନମ୍ବର ଜହ୍ନ- ଯଦି ବନ୍ଧୁଗଣ ଆପଣ ଆମର ଚତୁର୍ଥ ନା ଶେଷ ଜହ୍ନକୁ ବାଛି ଛନ୍ତି ତା ହେଲେ ଆପଣ ସବୁବେଳେ ଭଲ ଜିନିଷ କରିବା ପାଇଁ ଓ ଭଲ ଜିନିଷକୁ ପାଇବା ପାଇଁ ଇଛା କରିଥାନ୍ତି । ଆପଣଙ୍କୁ ଅନ୍ୟର ଆବଶ୍ୟକତା ଉପରେ ଅଧିକ ଧ୍ୟାନ ରହିଥାଏ । ଆପଣଙ୍କ ପାଖରେ ବହୁତ ଭଲ ଗୁଣ ରହିଛି ଯାହାକୁ ଆପଣ କାହାକୁ ଦେଖାଇ ନଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *