ବବି ମିଶ୍ରଙ୍କ ଠାରୁ ଅଲଗା ହେବା ପରେ ଦ୍ଵିତୀୟ ଥର ବିବାହ ବନ୍ଧନରେ ବାନ୍ଧି ହେଲେ ହିରୋଇନ Koel Banerjee, ଦେଖନ୍ତୁ କାହାକୁ କଲେ ସେ ବିବାହ ?

ବର୍ତ୍ତମାନର ସବୁଠୁ ବଡ ଖବର, ଦ୍ଵିତୀୟ ବିବାହ କରିଛନ୍ତି ଅଭିନେତ୍ରୀ କୋଏଲ ବାନାର୍ଜୀ । ତେବେ ଆପଣ ମାନେ ତ କୋଏଲ ବାନାର୍ଜୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଯିଏ କି ଅଲିଉଡ ର ଜଣେ ଆଗ ଧାଡିର ହିରୋଇନ ଅଟନ୍ତି । ସେ ଓଲିଉଡ ଆକ୍ଟର ବବି ମିଶ୍ର ଙ୍କୁ ବିବାହ କରିଥିଲେ । ଏହା ଥିଲା ତାଙ୍କର ପ୍ରେମ ବିବାହ । କିନ୍ତୁ ଦୁଇ ଜଣଙ୍କ ମଧ୍ୟରେ ମନ ମାଳିନ୍ୟ ହେବାରୁ ସମ୍ପର୍କରେ ଫାଟ ଆସିଥିଲା ।

ଶେଷରେ ଦୁହେଁ ଅଲଗା ହୋଇ ଯାଇଥିଲେ । ଏହା ପରେ କୋଏଲ ବାନାର୍ଜୀ ଓଲିଉଡ ଠାରୁ ଦୂରରେ ଅଛନ୍ତି । ସେ ଏବେ କଲିକତାରେ ରହୁଛନ୍ତି । କିନ୍ତୁ ବର୍ତ୍ତମାନ ଖବର ମିଳିଛି କି ସେ ଦ୍ଵିତୀୟ ବିବାହ କରି ନେଇଛନ୍ତି । ସେ ନିଜେ ଏହି କଥା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରିଛନ୍ତି ।

କୋଏଲ ଙ୍କ ଦ୍ଵିତୀୟ ବିବାହ କୁ ନେଇ ତାଙ୍କ ଫ୍ୟାନ୍ସ ମଧ୍ୟ ବହୁତ ଖୁସି ଅଛନ୍ତି ଓ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ଆଉ କିଛି ଲୋକ ଦୁଃଖ ପ୍ରକାଶ କରିଛନ୍ତି କାରଣ ସମସ୍ତେ କୋଏଲ ବାନାର୍ଜୀ ଓ ବବି ମିଶ୍ର ଙ୍କ ଯୋଡି କୁ ଖୁବ ଭଲ ପାଉଥିଲେ । ଦୁହେଁ ପ୍ରେମ ବିବାହ କରିଥିଲେ କିନ୍ତୁ ପାରିବାରିକ ବିବାଦ କାରଣରୁ ଦୁଇ ଜଣଙ୍କୁ ଅଲଗା ହେବାକୁ ପଡିଲା । ସେ ବର୍ତ୍ତମାନ ବହୁତ ଖୁସିରେ ଅଛନ୍ତି ଓ ଓଲିଉଡ ଠାରୁ ଦୂରେଇ ଅଛନ୍ତି ।

ସେ କଲିକତାରେ ବିବାହ କରିଛନ୍ତି ବୋଲି ଶୁଣିବାକୁ ମିଳିଛି । ସେ ଜଣେ ବେଙ୍ଗଲି ଝିଅ ଅଟନ୍ତି । ସେ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଫିଲ୍ମ କରିଛନ୍ତି । ସେ ବହୁତ ଭଲ ଅଭିନୟ ମଧ୍ୟ କରନ୍ତି ଯାହା ପାଇଁ ସମସ୍ତ ଓଡିଆ ଭଲ ପାଆନ୍ତି । ତାଙ୍କର ଚୁଲବୁଲି କ୍ୟାରେକ୍ଟର ଲୋକ ମାନନକୁ ବହୁତ ପସନ୍ଦ ଆସେ ।

ତେବେ ସେ କାହାକୁ ବିବାହ କରିଛନ୍ତି ଏ ନେଇ କୌଣସି ସୂଚନା ମିଳି ପାରି ନାହିଁ । ତେବେ ଆପଣ ମାନଙ୍କୁ କୋଏଲ କେମିତି ଲାଗନ୍ତି ଆମକୁ କମେନ୍ଟ କରି ଜନାନତୁ ଓ ଆଗକୁ ଓଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମକୁ ଫଲୋ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *