ବବି ଦେଓଲ ଙ୍କ ପୁଅ ଦେଖିବାକୁ ନିଜ ପାପାଙ୍କ ଠାରୁ ବି ଆହୁରି ହ୍ୟାଣ୍ଡସମ, ଦେଖନ୍ତୁ କିଛି ବଛାବଛା ଫଟୋ

ବଲିଉଡ ଆକ୍ଟର ବବି ଦେଓଲ ଏବେ 51 ବର୍ଷର ହୋଇ ସାରିଲେଣି । କିନ୍ତୁ ତାଙ୍କୁ ଦେଖିଲେ ଏମିତି ଲାଗେନାହିଁ କି ତାଙ୍କ ବୟସ ଏତେ ଅଧିକ ହେଇ ସାରିଲାଣି ବୋଲି , କିନ୍ତୁ ଏହା ସତ, କିଛିଦିନ ହେବ ବବି ଦେଓଲ ତାଙ୍କର ଜନ୍ମଦିନ ସେଲିବ୍ରେଟ କରିଥିଲେ । ବବି ଦେଓଲଙ୍କ ବିଷୟରେ ତ ପୁରା ଦୁନିଆ ଜାଣିଛି । ସେଥିପାଇଁ ଆଜି ଆମେ ଆପଣଙ୍କୁ ବବି ଦେଓଲଙ୍କ ପୁଅ କିଏ ଓ ସେ ଦେଖିବାକୁ କେମିତି , ତାଙ୍କ ସହିତ ସାକ୍ଷାତ କରାଇବାକୁ ଯାଉଛୁ ।

ବବି ଦେଓଲଙ୍କ ପୁଅ ଦେଖିବାକୁ ବହୁତ ହ୍ୟାଣ୍ଡସମ

ବବି ଦେଓଲ ନିଜ ଜନ୍ମଦିନର ଖାସ ମୌକାରେ ନିଜ ପୁଅ ସହିତ ଗୋଟେ ସୁନ୍ଦର ଫଟୋ ସେୟାର କରିଥିଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଇ ଯାଇଥିଲା ଓ ସେଇଠି ଯେଉଁ ଲୋକେ ଜାଣନ୍ତି ନାହିଁ ଆମେ ତାଙ୍କୁ କହି ଦେଉଛୁ କି ବବିଙ୍କ ପୁଅଙ୍କ ନାମ ଆର୍ଯ୍ୟମାନ ଦେଓଲ ଅଟେ ।

ଯିଏ ଦେଖିବାକୁ ନିଜ ଜେଜେ ଧର୍ମେନ୍ଦ୍ର ଓ ତାଙ୍କ ବାପାଙ୍କ ଠାରୁ ମଧ୍ୟ ଅଧିକ ହ୍ୟାଣ୍ଡସମ ଦେଖା ଯାଉଛନ୍ତି । ଏବେ ଏହା ଆପଣ ନିଜେ ତାଙ୍କ ଫଟୋ ଦେଖିବା ପରେ ଜାଣି ପାରିବେ । ଏହା ବ୍ୟତୀତ ଫାଦର୍ସ ଦେ ସମୟରେ ବି ବାପା ଓ ପୁଅଙ୍କ ଏହି ଯୋଡି ଫଟୋ ସେୟାର କରିଥିଲେ ।

ଏବେ ଆର୍ଯ୍ୟମାନ ଙ୍କ ବୟସ 18 ବର୍ଷ ଅଟେ , କିନ୍ତୁ ଯଦି ଆମେ ଏହା କହିବା କି ସେ ଶୀଘ୍ର ହିଁ ବଲିଉଡ ଦୁନିଆରେ ପାଦ ରଖି ପାରନ୍ତି , ତେବେ ଏଥିରେ କିଛି ଭୁଲ ହେବ ନାହିଁ । ଏହା ଗୋଟେ ଭଲ କଥା କି ବବି ଦେଓଲ କେବେବି ନିଜ ପୁଅକୁ ପୁଅ ଭଳି ଭାବି ନାହାନ୍ତି ତାଙ୍କୁ ନିଜର ସାଙ୍ଗ ଭଳି ଭାବନ୍ତି । ଏହି କାରଣରୁ ଏହି ଦୁଇ ଜଣଙ୍କ ବଣ୍ଡିଂ ଏତେ ଭଲ ଅଟେ।

ଯଦି ଆମେ ବବି ଦେଓଲଙ୍କ କାମ ବିଷୟରେ କଥା ହେବା ତେବେ କିଛି ବର୍ଷ ହେବ ବବି ଦେଓଲ କୌଣସି ବି ଫିଲ୍ମରେ ନଜର ଆସିନଥିଲେ , କିନ୍ତୁ ଏହା ପରେ ସେ ସଲମାନ ଖାନଙ୍କ ଫିଲ୍ମ ରେଶ 3 ରୁ କମ ବ୍ୟାକ କରିଛନ୍ତି ଓ ହାଉସଫୁଲ 4 ରେ ମଧ୍ୟ ତାଙ୍କର ଅଭିନୟ ଦେଖିବାକୁ ମିଳିଥିଲା ।

ଏଥର ବବି ଦେଓଲ ଜବରଦସ୍ତ ବଡ଼ି ଓ ପୁରା ଯୋସ ସହିତ ବଲିଉଡ ଦୁନିଆକୁ ଫେରି ଆସିଛନ୍ତି । ଏମିତିରେ ଏହା ଦେଖିବା ବହୁତ ରୋମାଞ୍ଚକର ହେବ କି ଆସନ୍ତା ସମୟରେ କଣ ଆମେ ଏହି ବାପା ପୁଅ ଯୋଡିକୁ କୌଣସି ଫିଲ୍ମ ରେ ଏକା ସହିତ ଦେଖିବାକୁ ପାଇବୁ କି ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ତି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *