ଅସ୍ଵାଭାବିକ ଋତୁସ୍ରାବ କାହିଁକି ହୁଏ ? ଜାଣନ୍ତୁ କେମିତି ଭଲ ହେବ ? Dr Indira Palo

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମହିଳାଙ୍କର ମାସକୁ ଥରେ ନିଶ୍ଚୟ ଋ-ତୁ-ସ୍ରା-ବ ହୋଇଥାଏ । ମହିଳା ମାନଙ୍କ ପାଇଁ ଋ-ତୁ-ସ୍ରା-ବ ଏକ ସାଧାରଣ କଥା ହେଲେ ଏହା ଦୁଇ ପ୍ରକାରର ରହିଥାଏ  ।

ପ୍ରଥମଟି ହେଉଛି ସ୍ଵାଭାବିକ ଋ-ତୁ-ସ୍ରା-ବ ଓ ଦ୍ଵିତୀୟଟି ହେଉଛି ଅସ୍ଵାଭାବିକ ଋ-ତୁ-ସ୍ରା-ବ । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ସ୍ଵାଭାବିକ ଋ-ତୁ-ସ୍ରା-ବ ମହିଳା ମାନଙ୍କ ପାଇଁ ବହୁତ ସାଧାରଣ ହୋଇଥାଏ ।

ଏହି ଋ-ତୁ-ସ୍ରା-ବ ୨୪ ରୁ ୩୫ ଦିନ ମଧ୍ୟରେ ହୋଇଥାଏ । ଏହି ଋ-ତୁ-ସ୍ରା-ବ ପାଖା ପାଖି ୪ ରୁ ୮ ଦିନ ପର୍ଯ୍ୟନ୍ତ ରହିଥାଏ । ଏହି ଋ-ତୁ-ସ୍ରା-ବ ଦ୍ଵାରା ପାଖା ପାଖି ପାଞ୍ଚ ଏମଏଲ ରୁ ୮୦ ଏମଏଲ ପର୍ଯ୍ୟନ୍ତ ର-କ୍ତ-ସ୍ରା-ବ ହୋଇଥାଏ । ସାଧାରଣତଃ ଏହି ଋ-ତୁ-ସ୍ରା-ବରେ ଦିନକୁ ୩ ରୁ ୪ଟି ସ୍ୟାନିଟେରୀ ପ୍ୟାଡ୍ସ ବ୍ୟବହାର କରାଯାଇଥାଏ ।

ଅସ୍ଵାଭାବିକ ଋ-ତୁ-ସ୍ରା-ବ ହେଉଛି ଏକ ପ୍ରକାରର ରୋଗ । ଏହାକୁ ଚାରି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମଟି ହେଉଛି ଅତ୍ୟଧିକ ର-କ୍ତ-ସ୍ରା-ବ ହେବା ଯାହାଫଳରେ ରୋଗୀକୁ ହସ୍ପିଟାଲରେ ଆଡମିଟ ହେବାକୁ ପଡିପାରେ । ଦ୍ଵିତୀୟରେ ହେଉଛି ମହିଳା ୬ ମାସରୁ ଧରି ଅଧିକ ସମୟ ପର୍ଯ୍ୟନ୍ତ ଅଧିକ ର-କ୍ତ-ସ୍ରା-ବ-ର ସମ୍ମୁଖୀନ ହୋଇଥାଏ । ଅବଶ୍ୟ ଅତ୍ୟଧିକ ର-କ୍ତ-ସ୍ରା-ବ ହୋଇ ନଥାଏ ଓ ଏହାର ସମାଧାନ ମଧ୍ୟ ହୋଇପାରିବ ।

ତୃତୀୟରେ ହେଉଛି ମହିଳା ମାନଙ୍କର ର-କ୍ତ-ସ୍ରା-ବ ବହୁତ ଅଧିକ ହେବା ସହ ସେମାନଙ୍କର ଋ-ତୁ-ସ୍ରା-ବ ସମୟ ୮ ରୁ ଅଧିକ ଦିନ ପର୍ଯ୍ୟନ୍ତ ରହିପାରେ । ଚତୁର୍ଥ ସମସ୍ଯା ହେଉଛି ସାଧାରଣ ଋ-ତୁ-ସ୍ରା-ବ ଏକ ନିର୍ଦ୍ଧିଷ୍ଟ ସମୟରେ ହୋଇଥାଏ ହେଲେ ଏ କ୍ଷେତ୍ରରେ ଯେକୌଣସି ଦିନରେ ମହିଳା ମାନଙ୍କର ଋ-ତୁ-ସ୍ରା-ବ ହୋଇପାରେ । ତଥା ଋ-ତୁ-ସ୍ରା-ବ ହେବାର ସମୟ ବ୍ଯବଧାନ ପୂର୍ବରୁ ଗୋଟେ ଗୋଟେ ଦିନ ପର୍ଯ୍ୟନ୍ତ ମଧ୍ୟ ହୋଇପାରେ ।

ବନ୍ଧୁଗଣ ସାଧାରଣତଃ ଏହି ଅସ୍ଵାଭାବିକ ଋ-ତୁ-ସ୍ରା-ବ କିଛି ବିଶେଷ କାରଣ ପାଇଁ ହୋଇଥାଏ । ଯେଉଁ ମହିଳା ମାନଙ୍କର ୟୁ-ଟ୍ର-ସ ସା-ଇ-ଜ ବଡ କିମ୍ବା ଛୋଟ ଅଛି ବା ୟୁ-ଟ୍ର-ସ-ର ଗଠନାକୃତି ସମସ୍ୟା ପାଇଁ ଏହା ହୋଇଥାଏ । ଏହି ସବୁ ସମସ୍ୟା ହେବା କାରଣରୁ ମହିଳା ମାନଙ୍କୁ ଆଗାମୀ ସମୟରେ ଅନେକ ଗମ୍ଭୀର ରୋଗର ସମ୍ମୁଖୀନ ହେବାକୁ ପଡିପାରେ ।

ତେଣୁ ବନ୍ଧୁଗଣ ଯଦି ଆପଣ ମାନଙ୍କର ଏହି ସବୁ ସମସ୍ୟା ଦେଖା ଦେଉଛି ତା ହେଲେ ଆପଣ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଓ ନିଜ ସମସ୍ୟାର ସମାଧାନ କରନ୍ତୁ । ଆପଣ ମାନଙ୍କୁ ଆମ ପୋଷ୍ଟ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାଇବେ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *