Aseema Panda ଙ୍କ ସହିତ ଗୀତ ଗାଇଲେ କୁନି ଝିଅ, ଦେଖନ୍ତୁ Video

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ କଣ୍ଠଶିଳ୍ପୀ ମାନଙ୍କୁ ଆପଣ ଜାଣିଥିବେ । ସେମାନଙ୍କ ସ୍ଵୋର ଆପଣ ମାନଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥାଏ । ଆଜି ଆମ୍ଭେ ସେହି କଣ୍ଠ ଶିଳ୍ପୀ ମାନଙ୍କ ମଧ୍ୟରୁ ଜଣଙ୍କ କଥା କହିବାକୁ ଯାଉଅଛୁ । ଓଲିଉଡ ଇଣ୍ଡଷ୍ଟ୍ରୀ ଅଥବା ଓଡିଆ ଇଣ୍ଡଷ୍ଟ୍ରୀ ର ସୁମଧୁର କଣ୍ଠଶିଳ୍ପୀ ଅସୀମା ପଣ୍ଡା ଯାହାଙ୍କୁ ଓଡିଶା ବାସୀ ବହୁତ ହିଁ ଭଲ ପାଇଥାନ୍ତି । ଘରେ ଘରେ ପରିଚିତ ଅଟନ୍ତି “ଅସୀମା ପଣ୍ଡା” ।

ବର୍ତ୍ତମାନ ସମୟରେ ଅସୀମା ପଣ୍ଡା ଏବଂ ଗୋଟିଏ କୁନି ଝିଅ ର କିଛି ଫଟୋ ତଥା ଭି-ଡି-ଓ ପ୍ରଚୁର ପରିମାଣରେ ଭା-ଇ-ରା-ଲ ହେଉଅଛି । ଏଥିରେ ଅସୀମା ପଣ୍ଡା ସହିତ ଏହି କୁନି ଝିଅଟି ଗୀତ ଗାଉଥିବାର ମଧ୍ୟ ସାମ୍ନା କୁ ଆସିଅଛି । ଏହି ଦୃଶ୍ୟ କୁ ଦେଖିବା ପରେ ଅସୀମା ଙ୍କ ଫ୍ୟାନ୍ସ ମାନେ ଭାବୁଛନ୍ତି ଯେ ଏ କାଳେ ଅସୀମା ପଣ୍ଡା ଙ୍କ ଝିଅ । କାରଣ ଏହି କୁନି ଝିଅଟି ମଧ୍ୟ ଅସୀମା ପଣ୍ଡା ଙ୍କ ଭଳି ଦେଖାଯାଉଅଛି । ଝିଅଟି ସୁନ୍ଦର ଦେଖାଯିବା ସହିତ ସୁନ୍ଦର ଗୀତ ମଧ୍ୟ ଗାଉଛନ୍ତି ।

ଅସୀମା ପଣ୍ଡା ଏହି କୁନି ଝିଅ ଙ୍କ ସହିତ ଅନେକ ଫଟୋ ତଥା ଭି-ଡି-ଓ ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟ ରେ ପୋ-ଷ୍ଟ କରିଛନ୍ତି । ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଅସୀମା ପଣ୍ଡା ବିବାହ କରିଛନ୍ତି ମାତ୍ର ତାଙ୍କର କୌଣସି ମଧ୍ୟ ଝିଅ ଅଥବା କୌଣସି ସନ୍ତାନ ନାହିଁ । ଏହି କଥା କୁ କଣ୍ଠଶିଳ୍ପୀ ଅସୀମା ପଣ୍ଡା ନିଜେ ମି-ଡି-ଆ ଆଗରେ ପ୍ରକାଶ କରିଥିଲେ । ଏବଂ ଏହି କୁନି ଝିଅଟି ଅସୀମା ପଣ୍ଡା ଙ୍କୁ ଆଣ୍ଟି ବୋଲି ଡାକିଛନ୍ତି । ଏହାର ଅର୍ଥ ଏହି କୁନି ଝିଅଟି ଅସୀମା ପଣ୍ଡା ଙ୍କର ଜଣେ ସମ୍ପର୍କୀୟ ।

 

ଅସୀମା ପଣ୍ଡା ଓଡିଶା ରେ ବହୁତ ପରିଚିତ । ଏହା ସହିତ ତାଙ୍କ ଗୀତ କୁ ବହୁତ ଜଣ ଶୁଣିବାକୁ ପସନ୍ଦ କରିଥାନ୍ତି । ଏବେ ପର୍ଯ୍ୟନ୍ତ ସେ ଯେଉଁ ଗୀତମାନ ବୋଲି ଆସିଛନ୍ତି ତାହା ସବୁ ସୁପରହିଟ ହୋଇ ଆସିଛି । ବହୁତ କମ ସମୟ ମଧ୍ୟରେ ସେ ଲୋକଙ୍କ ମନରେ ଏକ ସ୍ଵତନ୍ତ୍ର ଜାଗା ସୃଷ୍ଟି କରିପାରିଛନ୍ତି । ନିଜର ସୁମଧୁର କଣ୍ଠ ମାଧ୍ୟମରେ ସେ ଲୋକ ମାନଙ୍କ ମନକୁ ଛୁଇଁ ପାରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଅସୀମା ପଣ୍ଡା ଙ୍କ ଗୀତ କିପରି ଲାଗେ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *