ନୂଆ ବୋହୁ ରୋଷେଇ କରିବା ସମୟରେ ରୋଷେଇ ଘରୁ ହଠାତ ବାହାରିଲା ଏକ ଭୟଙ୍କର ନାଗ (Cobra) ସାପ, ଆଉଆ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ଆଜିକାଲି ର ଲୋକମାନେ ନିଜର ସୁବିଧା ପାଇଁ ଜଂଗଲ କା-ଟି ସେଠାରେ ଘର କିମ୍ବା କାରଖାନା ଆଦି ବସାଉ ଛନ୍ତି ତେବେ ଏହା ଦ୍ୱାରା ଜଂଗଲ ରେ ରହୁଥିବା ପଶୁ ମାନେ ଲୋପ ପାଇ ଯାଉଛନ୍ତି । କାରଣ ଜଂଗଲ କା-ଟି-ବା ଦ୍ୱାରା ସେମାନେ ବେଘର ହୋଇ ଏଠି ସେଠି ବୁଲନ୍ତି ଏବଂ ସହର କୁ ଆସି ଯାଆନ୍ତି କେତେବେଳେ କାହା ଘରେ ପଶି ଯାଆନ୍ତି ଏବଂ ସେମାନେ ଏହି ଜଂଗଲି ପଶୁ କିମ୍ବା ସାପ ଆଦି କୁ ଦେଖି ଭୟବିତ ହୋଇ ସେମାନଂକୁ ମା-ରି ଦିଅନ୍ତି ।

ତେବେ କିନ୍ତୁ ଏପରି କରିବା ବଦଳରେ ସେମାନଙ୍କୁ ଉଦ୍ଧାର କରି ଜଂଗଲ ଭିତରେ ଛାଡ଼ିଦେବା ଏବଂ ପ୍ରୟାସ କରିବା କି ଜଂଗଲ ଗଠନ କରି ପାରିବା । ତେବେ ସେହି ଭଳି ଜଣକ ଘରେ ସାପ ବାହାରି ଥିଲା କିନ୍ତୁ ସେ ଅନ୍ୟ ମାନଙ୍କ ଭଳି ତାକୁ ନ ମା-ରି ବରଂ ଉଦ୍ଧାର କରି ଜଂଗଲ କୁ ଛାଡି ଦେଇଥିଲେ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଆଲୋଚନା କରିବା । ଘଟଣା ଟି ହେଉଛି ଭଦ୍ରକ ଜିଲ୍ଲାର । ସେଠାରେ ଜଣେ କୃଷକ ଙ୍କ ଘରେ ଏକ ଖତରନାକ କୋବ୍ରା ମିଳିଥିଲା ।

ତାଙ୍କ ସ୍ତ୍ରୀ ଯେତେବେଳେ ରୋଷେଇ କରିବା ପାଇଁ ଯାଇଥିଲେ ସେ ସେଠାରେ ଏହି କୋବ୍ରା କୁ ଦେଖିଥିଲେ ଏବଂ ତୁରନ୍ତ ସେଠାରୁ ପଳେଇ ଆସିଥିଲେ କିନ୍ତୁ ସାପ ର କୌଣସି କ୍ଷତି କରି ନଥିଲେ । ଏହା ପରେ ସେ ସାପ ଉଦ୍ଧାର କାରି ମିର୍ଜା ଏମଡି ଆରିଫ ଙ୍କୁ ଡାକିଥିଲେ । ତେବେ ସେ ଆସି ବହୁତ ଆରାମ ରେ କୋବ୍ରା କୁ ଉଦ୍ଧାର କରିଥିଲେ ଏବଂ ତାକୁ ଜଂଗଲ ରେ ନେଇ ଛାଡିଥିଲେ ।

ତେବେ ତାଙ୍କର କହିବା କଥା ହେଉଛି ଏହି କୋବ୍ରା ଅନେକ ସ୍ଥାନରେ ମିଳିଥାଏ କିନ୍ତୁ କିଛି ଲୋକ ଏହାକୁ ମା-ରି ଦିଅନ୍ତି ଏବଂ କିଛି ଲୋକଙ୍କ ଭିତରେ ଆଜି ବି ମନୁଷ୍ୟତା ରହିଛି ତେଣୁ ତାକୁ ଉଦ୍ଧାର କରିବା କଥା ଭାବିଥାନ୍ତି । ତେବେ ଏହା ଛଡା ସେ କହିଛନ୍ତି କି ଆଜି ମଧ୍ୟ ଗାଁ ମାନଙ୍କ ରେ ଅନ୍ଧ ବିଶ୍ୱାସ ରହିଛି କି ସାପ କା-ମୁ-ଡ଼ି-ଲେ ଝାଡ଼ ଫୁଙ୍କା କରିବା କିନ୍ତୁ ସାପ କା-ମୁ-ଡ଼ି-ଲେ ତାକୁ ପ୍ରଥମେ ଯେପରି ବି-ଷ ଦେହ ଯାକ ନଯିବ ସେଥିପାଇଁ ସେହି କ୍ଷତ ସ୍ଥାନରେ ଏକ କପଡାକୁ ଜୋରରେ ବା-ନ୍ଧି ଦେବେ ଏବଂ ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇଯିବେ ।

ଅନ୍ଧବିଶ୍ୱାସର ଶିକାର ହେଲେ ନିଜ ଜୀଵନ ମଧ୍ୟ ହରାଇ ପାରିବେ ତେଣୁ ଏହି କଥାର ଧ୍ୟାନ ଦେବା ଆବଶ୍ୟକ କାରଣ ଏହି ସାପର ବିଷ ବହୁତ ଖତରନାକ ଥାଏ । ତେଣୁ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯିବା ହିଁ ବୁଦ୍ଧିମାନ ର କାମ । ତେବେ ଆଶା କରୁଛୁ ଏହି ଖବର ଟି ଆପଣ ଙ୍କୁ ପସନ୍ଦ ଆସିଥିବ।

Leave a Reply

Your email address will not be published. Required fields are marked *