ମହିଳା ଜଣଙ୍କୁ ଏକୁଟିଆ ଦେଖି ବ୍ୟକ୍ତି ଜଣକ କରିଲା ଏମିତି କାଣ୍ଡ, ଜାଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Shocking ଭାଇରାଲ Video

ନମସ୍କାର ବନ୍ଧୁଗଣ ଏବେ ତ ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି। ବିଭିନ୍ନ ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ। ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ ଯାହାକି କାହାର କ୍ୟାମେରା କିମ୍ବା ସିସିଟିଭି ରେ ରେକର୍ଡ ହୋଇ ଯାଇଥାଏ । ତେବେ ସେହି ଘଟଣା ବିଷୟରେ ଜାଣିଲେ କିମ୍ବା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଆପଣଙ୍କ ଲୋମ ମଧ୍ୟ ଟା-ଙ୍କୁ-ରି ଉଠିବ। ତେବେ ସେହି ଭଳି କିଛି ଦୃଶ୍ୟ ବିଷୟ ରେ ବର୍ତ୍ତମାନ ଆଲୋଚନା କରି ନେବା ।

୧- ପ୍ରଥମ ଭିଡିଓ ରେ ଜଣେ ବ୍ୟକ୍ତି ନିଜ ଖଟ ରେ ଅସଂଖ୍ୟ କୋବ୍ରା ସାପ କୁ ନେଇ ଶୋଇଛି ଏବଂ ତାଙ୍କୁ ଧରି ନିଜ ଉପରେ ମଧ୍ୟ ଶୁଆଉଛି। ତେବେ ସେ ନିଡ଼ର ଏବଂ ନିର୍ଭୟ ଭାବରେ ସେହି ସାପ ମାନଙ୍କ ମଝିରେ ଶୋଇ ରହିଛି ତେବେ ଯଦି ଆମକୁ ଗୋଟିଏ ବି ସାପ ଦେଖା ଯାଏ ତେବେ ମଧ୍ୟ ଆମେ ତା ପାଖକୁ ଯିବା ନାହିଁ।

୨- ଦ୍ଵିତୀୟ ଭିଡିଓ ରେ ଗୋଟିଏ ସେଲୁନ ଭିତରେ ଏକ ହରିଣ ଦୌଡ଼ି ଆସି କାଚ ଭାଙ୍ଗି ପଶିଯାଇ ଥିଲା ଏବଂ ଫୁଣି ସେହି କାଚ ଭାଙ୍ଗି ବାହାରକୁ ପଳାଇଲା ତେବେ ଏହା ଦେଖି ସେହି ସେଲୁନ ର ମାଲିକ ମୁଣ୍ଡ ରେ ହାତ ଦେଇଦେଲେ।

୩- ତୃତୀୟ ରେ ହେଉଛି ଗୋଟିଏ ଗାଈ ଧୀରେ ଧୀରେ ରାସ୍ତା ପାର କରି ଚାଲି ଯାଉଥିଲା ତେବେ ହଠାତ ସେପଟ ସାଇଡ଼ ରୁ ଏକ କ୍ଷୀର ଟ୍ରକ ଆସୁଥିଲା ଏବଂ ଏହି ଗାଈ କୁ ବଞ୍ଚାଇବା ପାଇଁ ଏମିତି ବ୍ରେକ ମାରିଲା ଯେ ଗାଡି ଏକଦମ ବୁଲି ଯାଇଥିଲା। ତେବେ ଭଲ କଥା ଏହାକି ଗାଈ ବି ବଂଚି ଯାଇଥିଲା ଏବଂ ଟ୍ରକ ବି।

୪- ଚତୁର୍ଥ ଭିଡିଓ ରେ ଓଡିଶା ର ଏକ ଅଞ୍ଚଳ ରେ ଗୋଟିଏ ସାପ ଏକଦମ ଅଚେତ ଭଳି ପଡି ରହିଥିଲା ତେବେ ସମସ୍ତେ ତାକୁ ବଂଚାଇବା ପାଇଁ ପ୍ରୟାସ ମଧ୍ୟ କରୁଥିଲେ ତେବେ ଜଣେ ସାହାସି ବ୍ୟକ୍ତି ଏକ ଷ୍ଟ୍ର ର ମାଧ୍ୟମରେ ସାପ ର ପାଟିରେ ପବନ ଭର୍ତ୍ତି କରିବାକୁ ଲାଗିଲା ତେବେ ଏହା ପରେ ସାପ ଟି ହଲିବାକୁ ଲାଗିଲା।

୫. ବନ୍ଧୁଗଣ ଆମ ଦ୍ଵିତୀୟ ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେଉଛି ଓ ଏହି ଭିଡିଓଟି ସିସି ଟିଭି କ୍ୟାମେରା ଦ୍ଵାରା ରେକର୍ଡ ହୋଇଛି । ଏହି ଭିଡିଓଟି ହେଉଛି ଏକ ଧାର୍ମିକ ସ୍ଥଳର ଭିଡିଓ । ଏହି ଭିଡିଓରେ ଏକ ମହିଳା ସୋଇଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ପାଖରେ ଯିବା ଆସିବା କରୁଥିବାର ନଜର ଆସୁଛନ୍ତି । କିଛି ସମୟ ସେହି ସ୍ଥାନରେ ବୁଲିବା ପରେ ବ୍ୟକ୍ତି ଜଣକ ଅତି ଚତୁରତାର ସହ ମହିଳାଙ୍କ ପର୍ସକୁ ଚୋ-ରୀ କରିଦେଉଛି ।

Leave a Reply

Your email address will not be published. Required fields are marked *