ଯୌନ ଶୋଷଣ ଉପରେ ଅଭିନେତ୍ରୀ Munmun Dutta ବଖାଣିଲେ ନିଜର ଦୁଃଖ, କହିଲେ ’13 ବର୍ଷର ଥିଲି ଓ ତା’ର ହାତ ମୋ ପ୍ଯାଣ୍ଟ ଭିତରେ ଥିଲା…’

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟିଭି ଅଭିନେତ୍ରୀ ମୁନମୁନ ଦତ୍ତଙ୍କୁ ବେସ ଭଲ ଭାବରେ ଜାଣିଥିବେ । ମୁମୁନମୁନଙ୍କୁ ଆପଣ ମାନେ ହିନ୍ଦୀ ଲୋକପ୍ରିୟ ଧାରାବାହିକ ‘ତାରକ ମେହେତା କା ଓଲୋଟା ଚଷମା’ରେ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ସିରିଏଲରେ କାମ କରି ମୁନମୁନ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ମୁନମୁନ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଗତ କିଛି ଦିନ ହେବ ମୁନମୁନ କିଛି ଭିନ୍ନ କାରଣ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ଚର୍ଚାରେ ରହୁଛନ୍ତି । ମୁନମୁନ ଦତ୍ତ ଏକ ପୋ-ଷ୍ଟ ମାଧ୍ୟମରେ ନିଜ ଖରାପ ଅନୁଭୃତି ବିଷୟରେ କହିଛନ୍ତି । ତା ହେଲେ ବନ୍ଧୁଗଣ ମୁନମୁନ ନିଜ ପୋ-ଷ୍ଟରେ କଣ ଲେଖିଛନ୍ତି ଆସନ୍ତୁ ଜାଣିବା । ମୁନମୁନ ସେହି ପୋଷ୍ଟରେ ଲେଖିଛନ୍ତି- ‘ମୁ ଆଶ୍ଚର୍ଯ୍ୟ ଅଛି ଯେ କିଛି ଭଲ ପୁରୁଷ ସେହି ମହିଳାଙ୍କ ସଂଖ୍ୟାକୁ ଦେଖି ସ୍ତବ୍ଦ ଅଛନ୍ତି ଯେଉଁ ମାନେ ବାହାରକୁ ଆସି ନିଜ #metoo ଅନୁଭୃତି ବିଷୟରେ କହିଛନ୍ତି ।

ଆଗକୁ ମୁନମୁନ ଲେଖିଛନ୍ତି- ‘ଏ ଖରାପ କାମ ଆପଣଙ୍କ ଭଉଣୀ, ଝିଅ, ଭଉଣୀ, ମା ଓ ଆପଣଙ୍କ ଚାକରାଣୀ ସହ ହେଉଛି । ତାଙ୍କ ବିଶ୍ଵାସ ଜିତିକି ତାଙ୍କୁ ପଚାରନ୍ତୁ ଓ ଆପଣ ତାଙ୍କ ଜବାବରେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆପଣ ତାଙ୍କ କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ହେବେ’ । ତରକ ମେହେତା ସୋର ମୁନମୁନ ଦତ୍ତ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ଏହି ଲମ୍ବା ପୋ-ଷ୍ଟ କରି କହିଛନ୍ତି ସେ କେମିତି ଯୌ-ନ ଶୋ-ଷ-ଣ-ର- ଶି-କା-ର ହୋଇଥିଲେ’ ।


ଆଗକୁ ମୁନମୁନ ଲେଖିଛନ୍ତି- ‘ଯେତେବେଳେ ମୁ ଛୋଟ ଥିଲି ସେତେବେଳେ ମୁ ମୋର ପଡୋଶୀ ଅଙ୍କଲଙ୍କ ନଜର ଦେଖି ବହୁତ ଡରୁ ଥିଲି । ଯେବେବି ମଉକା ମିଳେ ସେ ମୋତେ ରାଗିକି ଅନାନ୍ତି ଓ ଧ-ମ-କ ଦିଅନ୍ତି ଯେ ଏ କଥା କାହାକୁ କହିବୁନି । ମୋର ବଡ ସମ୍ପର୍କୀୟ କେବେ ମୋତେ ଝିଅ ପରିକା ଦେଖନ୍ତି ନାହିଁ । ହସ୍ପିଟାଲରେ ଜନ୍ମ ହେବା ବେଳେ ଯେଉଁ ମଣିଷ ମତେ ଦେଖିଥିଲା ମୁ 13 ବର୍ଷର ହେବା ପରେ ସେ ମୋ ଶରୀରକୁ ଛୁଇଁବା ପାଇଁ ଇଛା କରିଥିଲା ।

ମୋର ଟ୍ୟୁସନ ଟିଚର ଯିଏ ମୋ ପ୍ୟା-ଣ୍ଟ-ରେ ହା-ତ ପୁରାଇ ଥିଲା । ଅନ୍ୟ କେତେକ ଟିଚର ବି ଅଛନ୍ତି ଯେଉଁ ମାନେ ଝିଅ ମାନଙ୍କ ବ୍ରା- ଟା-ଣ-ନ୍ତି ଓ ଏମିତି ମଧ୍ୟ ଟିଚର ଅଛନ୍ତି ଯେଉଁ ମାନେ ଝିଅଙ୍କ ସ୍ତ-ନ-ରେ ଚା-ପୁ-ଡା ମ-ର-ନ୍ତି’ ।

ଆଗକୁ ମୁନମୁନ କହିଛନ୍ତି-‘ଆପଣଙ୍କ ସହ କଣ ଏ ସବୁ ଖରାପ କମ ହୋଇଛି ଓ ଆପଣ କାହାକୁ କହିପାରୁ ନାହାନ୍ତି । ଆପଣଙ୍କୁ ବହୁତ କଷ୍ଟ ହେଉଥିଲେ ମଧ୍ୟ ଆପଣ ନିଜ ମା ବାପାଙ୍କୁ କିଛି କହିପାରୁ ନଥିବେ’ । ଏହି ସବୁ ଘୃ-ଣ୍ୟ ଭା-ବ-ନା-କୁ ନିଜ ମନରୁ କାଢିବା ପାଇଁ ତାଙ୍କୁ ବହୁତ ବର୍ଷ ଲାଗିଛି । ଏହି ପୋ-ଷ୍ଟ-ରେ ମୁନମୁନ ଯୌ-ନ ଶୋ-ଷ-ଣ ବିଷୟରେ କହିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ମୁନମୁନ ଦତ୍ତ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *