‘ତୁ ଆମର ରେଡି ରହ, ମୁଁ ତୋ ସହିତ ଅଛି…’ Aryan ଙ୍କ ପାଇଁ ଖୋଲା ଚିଠି ଲେଖିଲେ Hrithik Roshan, କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିର କିଙ୍ଗ ଖାନ ଶାହରୁଖ ଖାନଙ୍କ ପୁଅ ଆରିୟାନ ଖାନ ଡ୍ର-ଗ ପାର୍ଟି ମା-ମ-ଲାରେ ଗି-ର-ଫ ହେବା ପରେ ବଲିଉଡରେ ବହୁତ ବି-ବା-ଦ ସୃଷ୍ଟି ହୋଇଛି । ଗତ ଶନିବାର ଦିନ ଏକ କୃସ୍ ପାର୍ଟିରେ ଚ-ଢା-ଉ କରିଥିଲା ଏନସିବି ଓ ଆରିୟାନ ଖାନଙ୍କ ସହ ଅନ୍ୟ ଅ-ଭି-ଯୁ-କ୍ତ ମାନଙ୍କୁ ଗି-ର-ଫ କରିଛି । ଆଜି କୋର୍ଟରେ ଆରିୟାନ ଖାନଙ୍କୁ ବେ-ଲ ମିଳିବ ନା ଜେ-ଲ ହେବ ସେନେଇ ଶୁଣାଣି ଥିଲା ।

କୋର୍ଟ ଶୁଣାଣିର କିଛି ସମୟ ପୂର୍ବରୁ ବଲିଉଡର ପ୍ରସିଦ୍ଧ ଅଭିନେତା ହ୍ରୀତିକ ରୋଷନ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟରେ ଏକ ପୋଷ୍ଟ କରିଛନ୍ତି । ହ୍ରୀତିକ ଏହି ପୋ-ଷ୍ଟ ଆରିୟାନ ଖାନଙ୍କ ପାଇଁ କରିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ହ୍ରୀତିକ ନିଜର ସୋ-ସି-ଆ-ଲ ମି-ଡି-ଆ ଆ-କାଉ-ଣ୍ଟ-ରେ ଆରିୟାନଙ୍କ ପ୍ରତି ନିଜ ମନର ଭାବନା ଲେଖିଛନ୍ତି ।

ସେହି ପୋଷ୍ଟରେ ହ୍ରୀତିକ ଲେଖିଛନ୍ତି, ସେ ଆରିୟାନଙ୍କୁ ଏକ ଷ୍ଟ୍ରଙ୍ଗ ମଣିଷ ପରି ଦେଖିବାକୁ ଚାହାଁନ୍ତି । ଜୀବନ ସବୁବେଳେ ଆମକୁ ଗୋଟେ ନା ଗୋଟେ କଠିନ ପରିସ୍ଥିତି ଦେଇ ଗତି କରାଏ । ଯେଉଁ ବ୍ୟକ୍ତିର ଯେତେ ସାମର୍ଥ୍ୟ ଇଶ୍ଵର ସେହି ବ୍ୟକ୍ତିକୁ ନିଜ ସାମର୍ଥ୍ୟ ଅନୁସାରେ ଚ୍ୟାଲେଞ୍ଜ ଦିଅନ୍ତି । ଆଗକୁ ହ୍ରୀତିକ ଲେଖିଛନ୍ତି, ଜୀବନରେ ଯେଉଁ ରା-ଗ, ଯେଉଁ ହିଂ-ସା ଓ ଯେଉଁ ଘୃ-ଣା ତୁମ ଆଡକୁ ଆସୁଛି ଏହାକୁ ବ୍ୟବହାର କର ।

ଏହା ଜେଭଳି ତୁମକୁ ପୋଡି ପାଉଁଶ ନକରିଦିଏ ସେଥିପାଇଁ ଧ୍ୟାନ ଦିଅ । ପ୍ରିୟ ଆରିୟାନ ତମକୁ ମୁ ପିଲା ଦିନରୁ ହିଁ ଜାଣିଛି ଆଉ ଏହି କଠିନ ପରିସ୍ଥିତି ତମକୁ ଗୋଟେ ଷ୍ଟ୍ରଙ୍ଗ ମ୍ୟାନ କରି ଦେବ । ଏହା ସହିତ ଆଗକୁ ହ୍ରୀତିକ ଲେଖିଛନ୍ତି- ଏହି ଛୋଟ ଛୋଟ ଘଟଣା ଆଗକୁ ତୁମ ଜୀବନରେ କିଛି ବଡ ପରିବର୍ତ୍ତନ ନେଇ ଆସିବ । ମୁ ତମକୁ ପିଲା ଦିନରୁ ଦେଖି ଆସୁଛି । ମୁ ଚାହୁଁଛି ତମେ ପ୍ରେମରେ ବଞ୍ଚ । ଶେଷରେ ସେ ଲେଖିଛନ୍ତି ‘ଲଭ ୟୁ ମ୍ୟାନ’ ।

ବନ୍ଧୁଗଣ ହ୍ରୀତିକ ଆରିୟାନଙ୍କୁ ପିଲା ଦିନରୁ ଜାଣିଛନ୍ତି । ଏହା ସହ ହ୍ରୀତିକ ମଧ୍ୟ ନିଜ ଜୀବନରେ ଅନେକ କଠିନ ପରିସ୍ଥିତିରେ ଗତି କରିଛନ୍ତି । ଆରିୟାନଙ୍କୁ ଏହି ପରିସ୍ଥିତିରେ ସାହାସ ଦେବା ପାଇଁ ହ୍ରୀତିକ ଏହି ପୋ-ଷ୍ଟ କରିଛନ୍ତି । ତା ହେଲେ ବନ୍ଧୁଗଣ ହ୍ରୀତିକଙ୍କ ଏହି ପୋଷ୍ଟ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *