ରାସ୍ତାରେ ମଝିରେ ପଡିଛି କାନ୍ଦ ବୋବାଳି, ପିଲା ଛୁଆଙ୍କୁ ଧରି ଗାଁ ଦାଣ୍ଡରେ ମହିଳା, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଓଡିଶାରେ ଏପରି ସବୁ ଘଟଣା ସାମ୍ନାକୁ ଆସୁଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଖବର ବହୁତ ଚର୍ଚାରେ ଅଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବ୍ରହ୍ମପୁର ମହାନଗର ପକ୍ଷରୁ ଆରମ୍ଭ  ହୋଇଛି ବସ୍ତି ଉଚ୍ଛେଦ କାର୍ଯ୍ୟକ୍ରମ ।

ଏ ହେଉଛି ଓ୍ବାର୍ଡ ନମ୍ବର ୧୭ ଏବଂ ୧୯ର ଉଚ୍ଛେଦ ବେଳର ଦୃଶ୍ୟ । ଦୀର୍ଘବର୍ଷ ଧରି ଏଠାରେ ରହି ଆସୁଛନ୍ତି ବସ୍ତି ବାସିନ୍ଦା । ବିଏମସି ଡେପୁଟି କମିଶନର ଆଶୁତୋଷ ସାମଲଙ୍କ ନେତୃତ୍ବରେ ଚାଲିଛି ବସ୍ତି ଉଚ୍ଛେଦ କାର୍ଯ୍ୟକ୍ରମ । ଝାଳ ବୁହାଇ ନିର୍ମାଣ କରିଥିବା ଦୁଇ ତିନି ମହଲା କୋଠା ଆଖି ସାମ୍ନାରେ ଡୋଜର ମା-ଡ-ରେ ଭୁ-ସୁ-ଡି ପଡୁଛି । ଏହି ସମୟରେ ଧର୍ଜ୍ୟ ରଖିପାରୁ ନାହାନ୍ତି ଲୋକେ ।

ଘର ନ ଭା-ଙ୍ଗି-ବା ପାଇଁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବସ୍ତି ବାସିନ୍ଧା ମାନେ । ବିଏମସି ପକ୍ଷରୁ ପାଞ୍ଚ ଦିନରୁ ପୂର୍ବରୁ ନୋଟିସ ଦିଆଯାଇଥିଲା । ଏତେ କମ ସମୟ ମଧ୍ୟରେ ବିଏମସିର ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ । ଏହି ସମୟରେ ପିଲା ମାନଙ୍କୁ ଧରି ଗାଆଁ ଦାଣ୍ଡରେ ବସି ଛନ୍ତି ମା ମାନେ ।

ବସ୍ତି ବାସିନ୍ଧାଙ୍କ ମତରେ-‘ଆମେ ମାନେ ବହୁତ ବର୍ଷ ହେଲାଣି ଏହି ସ୍ଥାନରେ ରହୁଛୁ । ଆମକୁ ଇନ୍ଦ୍ରା ଆଭାସ ଦେବେ କହି ଆମର ସାଇନ ନେଇଗଲେ । ମିଛ କଥା କହି ଆମ ମାନଙ୍କୁ ଏବେ ଫ-ସେ-ଇ ଦେଇଛନ୍ତି । ଆଜିକୁ ୨୦ ବର୍ଷ ହେଲାଣି ଆମେ ଏଠି ରହୁଛୁ । ଘର କାଗଜ ପତ୍ର କଥା କହି ପ୍ରଧାନ ମନ୍ତ୍ରୀ ଯୋଜନାରେ ପକାଇ ଦେଇଛନ୍ତି । ଏବେ ହଠାତ ଏମିତି ନୋଟିସ ଆସିଲା ଆମ ଘର ଭା-ଙ୍ଗି ଦେଲେ ଓ ଆମକୁ ଘର ମିଳି ନାହିଁ ଏ ପର୍ଯ୍ୟନ୍ତ’ ।

ପ୍ରଶାସନର ନିଷ୍ପତ୍ତିକୁ ନେଇ ତାତି ଲେଣି ବସ୍ତି ଲୋକେ । ଏହି ବସ୍ତିରେ ରହୁଥିବା ୫୫ଟି ପରିବାରକୁ ଥଇଥାନ କରା ଯାଇଥିବା ବେଳେ ଅନ୍ୟ ମାନଙ୍କୁ ଥଇଥାନର ବ୍ୟବସ୍ତା କରାଯିବ ବୋଲି ବ୍ରହ୍ମପୁର ମହାନଗର ନିଗମର ଡେପ୍ଯୁଟି କମିଶନର କହିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *