ଦେଖନ୍ତୁ Ardhendu ଓ Pallavi କିପରି ପାଳିଲେ କୁନି ଝିଆରୀ ର ଜନ୍ମଦିନ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆପଣ ମାନେ ବଲିଉଡ କିମ୍ବା ଓଲିଉଡ କିମ୍ବା ହଲିଉଡ଼ ଆଦି ଅନେକ ଭାଷା ଭାଷୀ ର ସିନେମା ଦେଖିବାକୁ ପସନ୍ଦ କରୁଥିବେ ନିଶ୍ଚିତ । ତେବେ ସେଥି ମଧ୍ୟରେ ଯଦି ଆପଣଙ୍କ ପ୍ରିୟ ଅଭିନେତା କିମ୍ବା ଅଭିନେତ୍ରୀ ରୁହନ୍ତି ତେବେ ତାଙ୍କ ସିନେମା ଦେଖିବାକୁ ଅଧିକ କ୍ରେଜ ଭରି ରହିଥାଏ । ତେବେ ଦର୍ଶକ ମାନେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖିବା ଛଡା ତାଙ୍କ ବାସ୍ତବ ଜୀଵନ ରେ କଣ କଣ ଘଟୁଛି ତାହା ଦେଖିବା ପାଇଁ ଅଧିକ ଇଛା ପ୍ରକାଶ କରିଥାନ୍ତି ।

ସେମାନେ କିପରି ରହୁଛନ୍ତି ତାଙ୍କ ଜୀଵନ ଶୈଳୀ କିପରି ସେମାନେ କେଉଁ ପର୍ବ ପାଳନ କରୁଛନ୍ତି ଆଦି ବିଷୟ ରେ ଜାଣିବା ପାଇଁ ସେମାନେ ବହୁତ ଇଛୁକ ଥାଆନ୍ତି । ତେବେ ଆଜି ଆମେ ଓଡ଼ିଆ ର ଲୋକପ୍ରିୟ ଅଭିନେତା ଅର୍ଧେନ୍ଦୁ ନିଜ ସ୍ତ୍ରୀ ପଲ୍ଲବୀ ଙ୍କ ସହିତ ନିଜ ଝିଆରୀ ର ଜନ୍ମଦିନ କୁ କିପରି ପାଳନକଲେ ତାହା ଜାଣିନେବା । ତେବେ ଓଡ଼ିଆ ଅଭିନେତା ଅର୍ଧେନ୍ଦୁ ସୁନ୍ଦର ସାହୁ ଜଣେ ଲୋକପ୍ରିୟ ଏବଂ ପ୍ରସିଦ୍ଧ ଅଭିନେତା ସେ ନିଜ ର କ୍ୟାରିଆର ଅ,ଆ,ଇ ସିନେମା ରୁ ଆରମ୍ଭ କରିଥିଲେ ।

ତେବେ ସେ ନିଜର ଅଭିନୟ ର ଯାଦୁ ରେ ବର୍ତ୍ତମାନ ଘରେ ଘରେ ପରିଚିତ ଅଛନ୍ତି । ତେବେ ସେ ଦୁଇ ବର୍ଷ ତଳେ ପିପିଲି ର ଏମଏଲଏ ପ୍ରଦୀପ ମହାରଥୀ ଙ୍କ ଝିଅ ପଲ୍ଲବୀ ଙ୍କୁ ବିବାହ କରିଥିଲେ । ତେବେ ପ୍ରଦୀପ ମହାରଥୀ ଙ୍କ ମୃତ୍ୟୁ ପରେ ବର୍ତ୍ତମାନ ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ସବୁ କଥା ବୁଝୁଛନ୍ତି । ତେବେ ଏହି କିଛି ଦିନ ତଳେ ପଲ୍ଲବୀ ନିଜର ଇଂ-ଷ୍ଟା-ଗ୍ରା-ମ ପୋ-ଷ୍ଟ ରେ ନିଜ ଝିଆରୀ ର ଜନ୍ମଦିନ କି ଖୁବ ଧୁମଧାମରେ ପାଳନ କରିଥିବାର ଫୋ-ଟୋ ଏବଂ କିଛି ଭି-ଡି-ଓ ଛାଡିଥିଲେ ।

ତେବେ ସେହି ଫୋଟୋ ମାନଙ୍କ ରେ ପ୍ରଦୀପ ମହାରଥୀ ଙ୍କ ଫୋଟୋ ଆଗରେ ସମସ୍ତେ ଆଶୀର୍ବାଦ ନେଉଥିବାର ଫୋଟୋ କୁ ଉଠାଇଛନ୍ତି ଏବଂ ବାବା ସବୁବେଳେ ଆମ ସହ ଅଛନ୍ତି ବୋଲି ଲେଖିଛନ୍ତି । ତେବେ ଏହା ପରେ କେକ କଟା ର ଫୋଟୋ, ସମସ୍ତ ଙ୍କ ସହ ନେଇଥିଲା ସେଲଫି, ପଲ୍ଲବୀ ଙ୍କ ଝିଆରୀ ର ଆମ୍ବ ଖାଉଥିବାର ଭି-ଡ଼ି-ଓ ମଧ୍ୟ ସୋ-ସି-ଆ-ଲ ମି-ଡ଼ି-ଆ- ରେ ଛାଡିଥିଲେ ।

ତେବେ ପଲ୍ଲବୀ ଏବଂ ଅର୍ଧେନ୍ଦୁ ଦୁହେଁ ମିଶି କରି ମଧ୍ୟ ଅନେକ ଫୋଟୋ ଛାଡ଼ିଥିଲେ ଏହା ଛଡା ସବୁ ପରିବାର ମିଶି କୁନି ଝିଅ ର ଜନ୍ମଦିନ କୁ ଖୁବ ମଜା ଏବଂ ଭଲ ଭାଁରେ ସେଲିବ୍ରେଟ କରିଛନ୍ତି ଯାହାକି ତାଙ୍କର ଏହି ଫୋଟୋ ରୁ ଜଣା ପଡି ଯାଉଛି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *