ଦେଖନ୍ତୁ ଶାଶୁଘରେ ପ୍ରଥମ ଥର ପାଇଁ ରାକ୍ଷୀ କିପରି ପାଳନ କଲେ ହିରୋଇନ Archita, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ହିନ୍ଦୁ ଧର୍ମ ରେ ପୂର୍ଣ୍ଣିମା ର ବହୁତ ବଡ଼ ମହୁତ୍ବପୂର୍ତ୍ତ ଥାଏ । ସବୁ ମାସ ରେ ଗୋଟିଏ ପୂର୍ଣ୍ଣିମା ପଡ଼ିଥାଏ ଏବଂ ଶ୍ରାବଣ ମାସ ରେ ପୂର୍ଣ୍ଣିମା କୁ ରାକ୍ଷୀ ପୂର୍ଣ୍ଣିମା କୁହାଯାଏ ଯାହାକି ଏକ ବଡ଼ ପାବନ ପର୍ବ ଅଟେ । ତେବେ ଏହି ଦିନ ବଡ଼ ଠାକୁର ବଳଭଦ୍ର ଙ୍କ ଜନ୍ମଦିନ ମଧ୍ୟ ପାଳନ କରାଯାଏ । ତେବେ ଏହି ଦିନ ସବୁ ଭାଇ ଭଉଣୀ ମାନଙ୍କ ପାଇଁ ମଧ୍ୟ ବହୁତ ଖାସ ଥାଏ ଏହି ଦିନ ଭଉଣୀ ନିଜ ଭାଇ ର ହାତ ରେ ରକ୍ଷା ର ସୂତ୍ର ବାନ୍ଧିଥାନ୍ତି ଏବଂ ଭାଇଠାରୁ ରକ୍ଷା ର ଵଚନ ମଧ୍ୟ ନେଇଥାନ୍ତି ।

ତେବେ ଏହି ଦିନ ସମସ୍ତେ ଖୁସି ମନରେ ଏହି ଉତ୍ସବ କୁ ପାଳନ କରିଥାନ୍ତି । ତେବେ ଏହି ରାକ୍ଷୀ ପୂର୍ଣ୍ଣିମା ରେ ଓଡ଼ିଆ ସେଲିବ୍ରେଟି ମାନେ ମଧ୍ୟ ନିଜ ଭାଇ ଭଉଣୀ ମାନଙ୍କ ସହ ଏହି ପବିତ୍ର ଉତ୍ସବ ପାଳନ କରିଛନ୍ତି ତେବେ ଆସନ୍ତୁ ଜାଣିନେବା ସେହି ସେଲିବ୍ରେଟି ମାନେ କିଏ ଏବଂ କେଉଁ ଭଳି ଏହି ରାକ୍ଷୀ ବନ୍ଧନ ଉତ୍ସବ ପାଳନ କରିଛନ୍ତି ଆସନ୍ତୁ ଜାଣିନେବା । ୧- ପ୍ରଥମ ରେ ହେଉଛନ୍ତି ସବ୍ୟସାଚୀ । ଓଡ଼ିଆ ଜଗତ ର ଚକଲେଟ ବୟ ମଧ୍ୟ କୁହାଯାଏ ।

ତେବେ ସେ ବର୍ତ୍ତମାନ ଏହି କରୋନା ସମୟରେ ଲୋକ ମାନଙ୍କ ର ସାହାର୍ଯ୍ୟ କରି ବହୁତ ଚର୍ଚ୍ଚିତ ମଧ୍ୟ ହୋଇଛନ୍ତି । ତେବେ ସେ ନିଜ ଭଉଣୀ ମାନଙ୍କ ସହ ଏହି ରାକ୍ଷୀ ପୂର୍ଣ୍ଣିମା ଉତ୍ସବ କୁ ବହୁତ ଖୁସି ରେ ପାଳନ କରିଛନ୍ତି ଏବଂ ସେ ସୋ-ସି-ଆ-ଲ ମି-ଡ଼ି-ଆ- ରେ ଫୋଟୋ ମଧ୍ୟ ଛାଡିଛନ୍ତି ।

୨- ପଞ୍ଚମ ରେ ହେଉଛନ୍ତି ଜେସି । ଜେସି ଓଡ଼ିଆ ସିନେମା ତଥା ଓଡ଼ିଆ ଧାରାବାହିକ ରେ ମଧ୍ୟ କାମ କରି ଲୋକପ୍ରିୟ ମଧ୍ୟ ହୋଇ ପାରିଛନ୍ତି । ତେବେ ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମା କୁ ସେ ମଧ୍ୟ ନିଜ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ଖୁବ ଖୁସି ମନରେ ପାଳନ କରିଛନ୍ତି ।

୩- ଦ୍ଵିତୀୟ ରେ ହେଉଛନ୍ତି ଓଡ଼ିଆ ଜଗତର ଅଭିନେତ୍ରୀ ଅର୍ଚ୍ଚିତା । ଯିଏ କି ଓଲିଉଡ ର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ସେ ମଧ୍ୟ ନିଜ ଭାଇ ଙ୍କ ସହ ଏହି ରାକ୍ଷୀ ପୂର୍ଣ୍ଣିମା କୁ ବହୁତ ଭଲ ଭାବରେ ଉତ୍ସବ କୁ ପାଳନ କରିଥିଲେ ଏବଂ ସେ ମଧ୍ୟ ନିଜ ଭାଇ ଙ୍କ ସହ ଫୋଟୋ ସୋ-ସି-ଆ-ଲ ମି-ଡ଼ି-ଆ ରେ ପୋଷ୍ଟ ମଧ୍ୟ କରି ସମସ୍ତଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।

୪- ତୃତୀୟ ରେ ହେଉଛନ୍ତି ଅନୁଭବ ମହାନ୍ତି । ଅନୁଭବ ଯିଏ କି ଓଲିଉଡ ର ସୁପରଷ୍ଟାର ମଧ୍ୟ କୁହାଯାଏ ଏବଂ ବର୍ତ୍ତମାନ ସେ ଜଣେ ବିଜେଡି ର ରାଜ ନେତା । ତେବେ ଅନୁଭବ ମଧ୍ୟ ଏହି ରାକ୍ଷୀ ପୂର୍ଣ୍ଣିମା କୁ ଭଲ ଭାବରେ ପାଳନ କରିଛନ୍ତି ଏବଂ ସୋ-ସି-ଆ-ଲ ମି-ଡ଼ି-ଆ-ରେ ନିଜ ହାତରେ ପିନ୍ଧିଥିବା ରାକ୍ଷୀ ଗୁଡିକର ଫୋଟୋ କୁ ଛାଡି ସମସ୍ତ ଙ୍କୁ ରାକ୍ଷୀ ପୂର୍ଣ୍ଣିମା ର ଅଭିନନ୍ଦନ ଜଣାଇଛନ୍ତି ।

୫- ଚତୁର୍ଥ ରେ ହେଉଛନ୍ତି ଏଲିନା ସାମନ୍ତରାୟ । ସେ ମଧ୍ୟ ଓଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ଏବଂ ସେ ମଧ୍ୟ ଅନେକ ଓଡ଼ିଆ ହିଟ ସିନେମା ପ୍ରଦାନ କରିଛନ୍ତି । ତେବେ ସେ ମଧ୍ୟ ନିଜ ଭାଇ ଙ୍କ ସହ ରାକ୍ଷୀ ପୂର୍ଣ୍ଣିମା ର ଏହି ଉତ୍ସବ କୁ ବହୁତ ଧୁମଧାମରେ ପାଳନ କରିଛନ୍ତି ଏବଂ ନିଜ ଭାଇଙ୍କ ସହ ସୋ-ସି-ଆ-ଲ ମି-ଡ଼ି-ଆ ରେ ଫୋଟୋ ମଧ୍ୟ ପୋଷ୍ଟ କରିଥିଲେ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *