ଶାଳି ମାନଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ଭିଣେଇ ସବ୍ୟସାଚୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି Photo

ନମସ୍କାର ବନ୍ଧୁଗଣ ହିନ୍ଦୁ ଧର୍ମ ରେ ପୂର୍ଣ୍ଣିମା ର ବହୁତ ବଡ଼ ମହୁତ୍ବପୂର୍ତ୍ତ ଥାଏ । ସବୁ ମାସ ରେ ଗୋଟିଏ ପୂର୍ଣ୍ଣିମା ପଡ଼ିଥାଏ ଏବଂ ଶ୍ରାବଣ ମାସ ରେ ପୂର୍ଣ୍ଣିମା କୁ ରାକ୍ଷୀ ପୂର୍ଣ୍ଣିମା କୁହାଯାଏ ଯାହାକି ଏକ ବଡ଼ ପାବନ ପର୍ବ ଅଟେ । ତେବେ ଏହି ଦିନ ବଡ଼ ଠାକୁର ବଳଭଦ୍ର ଙ୍କ ଜନ୍ମଦିନ ମଧ୍ୟ ପାଳନ କରାଯାଏ । ତେବେ ଏହି ଦିନ ସବୁ ଭାଇ ଭଉଣୀ ମାନଙ୍କ ପାଇଁ ମଧ୍ୟ ବହୁତ ଖାସ ଥାଏ ଏହି ଦିନ ଭଉଣୀ ନିଜ ଭାଇ ର ହାତ ରେ ରକ୍ଷା ର ସୂତ୍ର ବାନ୍ଧିଥାନ୍ତି ଏବଂ ଭାଇଠାରୁ ରକ୍ଷା ର ଵଚନ ମଧ୍ୟ ନେଇଥାନ୍ତି ।

ତେବେ ଏହି ଦିନ ସମସ୍ତେ ଖୁସି ମନରେ ଏହି ଉତ୍ସବ କୁ ପାଳନ କରିଥାନ୍ତି । ତେବେ ଏହି ରାକ୍ଷୀ ପୂର୍ଣ୍ଣିମା ରେ ଓଡ଼ିଆ ସେଲିବ୍ରେଟି ମାନେ ମଧ୍ୟ ନିଜ ଭାଇ ଭଉଣୀ ମାନଙ୍କ ସହ ଏହି ପବିତ୍ର ଉତ୍ସବ ପାଳନ କରିଛନ୍ତି ତେବେ ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉତ୍ସବ କୁ ଓଡ଼ିଆ ଅଭିନେତା ସବ୍ୟସାଚୀ କିପରି ନିଜର ଭଉଣୀ ମାନଙ୍କ ସହ ଏହି ପବିତ୍ର ଉତ୍ସବ କୁ ପାଳନ କରିଛନ୍ତି ଆସନ୍ତୁ ସେହି ବିଷୟ ରେ ବିସ୍ତାର ପୁର୍ବକ ଜାଣିନେବା ।

ଓଲିଉଡ ଜଗତର ଚକଲେଟ ବୟ ସବ୍ୟସାଚୀ ଯିଏ କି ବର୍ତ୍ତମାନ ନୂଆ ନୂଆ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ତାଙ୍କ ଧର୍ମ ପତ୍ନୀ ହେଉଛନ୍ତି ଓଡ଼ିଆ ଜଗତର ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା । ତେବେ ଏହି ନୂଆ ଯୋଡି ଏହି ରାକ୍ଷୀ ପୂର୍ଣ୍ଣିମା କୁ ବହୁତ ଭଲ ଭାବରେ ପାଳନ କରିଛନ୍ତି । ତେବେ ସବ୍ୟସାଚୀ ନିଜ ଭଉଣୀ ଓ ଶାଳି ମାନଙ୍କ ହାତରୁ ରାକ୍ଷୀ ବାନ୍ଧି ମିଠା ଖାଇ ଏବଂ ବନ୍ଦା ପନା ମଧ୍ୟ ହୋଇଛନ୍ତି ଏବଂ ଏହା ସହ ଭଉଣୀ ଓ ଶାଳି ମାନଙ୍କ ସହ ଫୋଟୋ ମଧ୍ୟ ଉଠାଇ ସୋ-ସି-ଆ-ଲ ମି-ଡ଼ି-ଆ ରେ ପୋ-ଷ୍ଟ ମଧ୍ୟ କରିଛନ୍ତି ।

ତେବେ କେବଳ ଭଉଣୀ ମାନେ ନୁହେଁ ବରଂ ଅର୍ଚ୍ଚିତା ଙ୍କ ଭଉଣୀ ମାନେ ମଧ୍ୟ ଆସି ଅର୍ଥାତ ସବ୍ୟସାଚୀ ଙ୍କ ଶାଳି ମାନେ ମଧ୍ୟ ନିଜ ଭିଣେଇ ଭାଇ ଙ୍କ ହାତରେ ରାକ୍ଷୀ ବାନ୍ଧି ଖୁବ ଭଲ ଭାବରେ ଏହି ଉତ୍ସବ କୁ ପାଳନ କରିଛନ୍ତି । ତେବେ ଏହା ଛଡା ସବ୍ୟସାଚୀ ଏହି ସବୁର ଫୋଟୋ କୁ ସୋ-ସି-ଆ-ଲ ମି-ଡ଼ି-ଆ ରେ ଛାଡି ସମସ୍ତ ଙ୍କୁ ରାକ୍ଷୀ ପୂର୍ଣ୍ଣିମା ର ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଲେଖିଛନ୍ତି ଭଉଣୀ ଭାଇ ଏକ ବହୁତ ନିବିଡ ବନ୍ଧନ ଯାହାକି ସହଜରେ ଭାଙ୍ଗି ହୁଏ ନାହିଁ ତେବେ ସେ ନାରୀ ଙ୍କୁ ସମ୍ମାନ ଜଣାଇବା ବିଷୟ ରେ ମଧ୍ୟ ସେ କହିଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *