ରିୟାଙ୍କ Reception ରେ ଅପରାଜିତା ଙ୍କ ପ୍ରକୃତି ମୁହାଁ ମୁହିଁ, ଦେଖନ୍ତୁ ତା’ପରେ କଣ ହେଲା…

ବନ୍ଧୁଗଣ, ଆପଣ ମାନେ ସମସ୍ତେ ସୋ-ସି-ଆ-ଲ ମି-ଡି-ଆ ମାଧ୍ୟମରେ ଜାଣିଥିବେ ଯେ ଓଡିଆ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ରିୟା ଦେ’ ଙ୍କର ବୈଦିକ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇସାରିଛି । ରିୟା ଓଡିଆ ଇଣ୍ଡଷ୍ଟ୍ରୀ ରେ ୨୦୧୨ ମସିହାରୁ ନିଜର ଜାଦୁ ଦେଖାଇ ଆସିଛନ୍ତି । ତାଙ୍କ ଅଭିନୟରେ ଅନେକ ଦର୍ଶକ ହଜିଯାଇଥାନ୍ତି । ବହୁ ବଡ ବଡ ସିନେ ତାରକା ମଧ୍ୟ ତାଙ୍କ ଅଭିନୟର ପ୍ରଶଂସା କରି ଆସିଛନ୍ତି । ତେବେ ରିୟା ଙ୍କ ବିବାହ ବର୍ତ୍ତମାନ ସରିଯାଇଛି । ନିର୍ବନ୍ଧ ଠାରୁ ବିବାହ ମଧ୍ୟର ଅନୁଭୂତି ରିୟାଙ୍କ ପାଇଁ ବହୁତ ନିଆରା ଥିଲା ।

ରିୟା ଅନେକ ଦିନ ଧରି ଶିଳ୍ପପତି ସୁନୀଲ ଙ୍କୁ ଭଲପାଇ ଆସିଥିଲେ । ଏବଂ ଏହି ପ୍ରେମ ସମ୍ବନ୍ଧ କୁ ବିବାହ ବନ୍ଧନରେ ପରିଣତ କରିବେ ବୋଲି ଉଭୟ ନିଷ୍ପତ୍ତି ନେଲେ । ନିର୍ବନ୍ଧ ରେ ବହୁତ ବଡ ବଡ କଳାକାର ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଏହାପରେ ଅଭିନେତ୍ରୀ ରିୟାଙ୍କର ଗୋଟେ ପରେ ଗୋଟେ ଫଙ୍ଗସନ ମାନ ଏକ ଘରୋଇ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନେକ ଅଭିନେତ୍ରୀ ତଥା ଓଲିଉଡ ଇଣ୍ଡଷ୍ଟ୍ରୀର ନାମିଦାମୀ ସେଲିବ୍ରେଟି ଯୋଗଦାନ କରିଥିଲେ ।

ମେହେନ୍ଦି ରସମ ଏବଂ ହଳଦୀ ରସମ ରେ ରିୟା ଡ୍ୟାନ୍ସ କରି ଧୂମ ମଚାଇଥିଲେ । ଏହାକୁ ଦେଖି ସମସ୍ତେ ବେସ ଖୁସ ଥିଲେ । ପରିବାର ଲୋକେ ମଧ୍ୟ ବେସ ଖୁସି ନଜର ଆସୁଥିଲେ । ତେବେ ବର୍ତ୍ତମାନ ରିୟା ବିବାହ କରି ନିଜ ଶାଶୁ ଘରକୁ ଯାଇଛନ୍ତି ।

ଶାଶୁଘରେ ରିୟା ନିଜ ସ୍ଵାମୀ ସୁନୀଲ ଙ୍କ ସହିତ ବହୁତ ଖୁସି ଥିବାର ଦେଖିବାକୁ ମିଳିଛନ୍ତି । କାରଣ ଯାହାକୁ ପ୍ରେମ କରିବା ତାହାକୁ ହିଁ ବିବାହ କରିବା ସୌଭାଗ୍ୟର ବିଷୟ ହୋଇଥାଏ । ତେବେ ରିୟାଙ୍କର ରିସେପ୍ସନ ତାଙ୍କ ଶାଶୁ ଘରେ ଅନୁଷ୍ଠିତ ହୋଇ ସାରିଛି ।

ରିୟା ଅଭିନେତ୍ରୀ ଅପରାଜିତା ଙ୍କୁ ଏହି ପାର୍ଟି କୁ ଆସିବାକୁ କହିଥିଲେ ଏବଂ ଅବଭିନେତ୍ରୀ ଅପରାଜିତା ମହାନ୍ତି ମଧ୍ୟ ରିସେପ୍ସନ ପାର୍ଟି ରେ ଯାଇ ନବଦମ୍ପତ୍ତି ଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହିତ ଦାମୀ ଉପହାର ଦେଇଥିଲେ । ଅପରାଜିତା ଙ୍କ ସହିତ ଅନେକ ବଡ ବଡ କଳାକାର ମଧ୍ୟ ସେଠାରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲେ । ତେବେ ଭଗବାନ ନିକଟରେ ପ୍ରାର୍ଥନା ଯେ ଅଭିନେତ୍ରୀ ରିୟା ଙ୍କ ବୈବାହିକ ଜୀବନ ସୁଖସମ୍ପର୍ଣ୍ଣ ସାବ୍ୟସ୍ଥ ହେଉ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *