Anushka Sharma ଙ୍କ ବଡ ଜା ଦେଖିବାକୁ ତାଙ୍କ ଠାରୁ ବି ଆହୁରି ଅଧିକ ସୁନ୍ଦର, ପ୍ରଥମ ଦେଖାରେ ହିଁ ଲାଖିଯିବ ନଜର

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ବହୁତ ଫିଲ୍ମ ଓ ଅଭିନେତ୍ରୀ ମାନଙ୍କୁ ଦେଖିଥିବେ । ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ୩ ଖାନ୍ସଙ୍କ ସହ ଫିଲ୍ମ କରି ବଲିଉଡରେ ସଫଳତା ପାଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ଅନୁସ୍କା ଶର୍ମା । ଆପଣ ମାନେ ସମସ୍ତେ ଅନୁସ୍କାଙ୍କୁ ବହୁତ ସୁପର ହିଟ ଫିଲ୍ମରେ ଦେଖିଥିବେ ।

ଅନୁସ୍କା ପ୍ରଥମେ ମଡେଲିଙ୍ଗ କରୁଥିଲେ ହେଲେ ତାଙ୍କୁ ୟଶ ରାଜ ଫିଲ୍ମ୍ସ ତରଫରୁ ତିନୋଟି ଫିଲ୍ମ କରିବାର ଅଫର ଆସିଥିଲା । ଅନୁସ୍କାଙ୍କର ପ୍ରଥମ ଫିଲ୍ମ ହେଉଛି ‘ରବ ନେ ବନା ଦି ଯୋଡି’ । ଏହି ଫିଲ୍ମର ମୁଖ୍ୟ ଅଭିନେତା ଥିଲେ ବଲିଉଡର ଦିଗଜ ଅଭିନେତା ଶାହାରୁଖ ଖାନ । ଅନୁସ୍କାଙ୍କର ଏହି ପ୍ରଥମ ଫିଲ୍ମଟି ସୁପର ହିଟ ହୋଇଥିଲା ।

ଏହା ପରେ ଅନୁସ୍କା ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମ କରି ବଲିଉଡରେ ପ୍ରସିଦ୍ଧି ହାସଲ କରିଥିଲେ । ଦର୍ଶକ ମାନେ ଅନୁସ୍କାଙ୍କ ସୁନ୍ଦରତା ଓ ଅଭିନୟକୁ ବହୁତ ପସନ୍ଦ କରନ୍ତି । ବନ୍ଧୁଗଣ ଅନୁସ୍କାଙ୍କ ଜନ୍ମ ଉତ୍ତର ପ୍ରଦେଶର ଅଜୋଧ୍ୟାରେ କର୍ନଲ ଅଜୟ କୁମାର ଶର୍ମାଙ୍କ ଘରେ ହୋଇଥିଲା । ଅନୁସ୍କା ନିଜର ପାଠ ପଢା ମିଲିଟେରୀ ସ୍କୁଲରେ କମ୍ପ୍ଲିଟ କରିଥିଲେ ।


ବହୁତ ଫିଲ୍ମରେ ସଫଳତା ପାଇବା ପରେ ଅନୁସ୍କା ଭାରତୀୟ କ୍ରିକେଟ ଟିମର କ୍ଯାପଟେନ ବିରାଟ କୋହିଲିଙ୍କ ସହ ବିବାହ କରିଥିଲେ, ଅନୁସ୍କା ଓ ବିରାଟ ପ୍ରଥମେ ଏକ ସାମ୍ପୁ ଆଡରେ ସାକ୍ଷାତ କରିଥିଲେ । ଏହି ଆଡ୍ ପରେ ବିରାଟ ଓ ଅନୁସ୍କା ପରସ୍ପରକୁ ବହୁତ ସମୟ ପର୍ଯ୍ୟନ୍ତ ଡେଟ କରିଥିଲେ । ଏହାପରେ ବିରାଟ ଓ ଅନୁସ୍କା ଇଟାଲୀର ଏକ ରେସର୍ଟରେ ବିବାହ କରିଥିଲେ ।

ଅନୁସ୍କାଙ୍କ ସୁନ୍ଦରତାକୁ ବହୁତ ଲୋକ ପସନ୍ଦ କରନ୍ତି ହେଲେ ବନ୍ଧୁଗଣ କଣ ଆପଣ ଅନୁସ୍କାଙ୍କର ବଡ ଜା ଙ୍କୁ ଦେଖିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅନୁସ୍କାଙ୍କ ବଡ ଜା ଙ୍କ ବିଷୟରେ କହିବାକୁ ଯାଉଛୁ । ବିରାଟ କୋହିଲିଙ୍କ ବଡ ଭାଇଙ୍କ ନାମ ହେଉଛି ବିକାଶ କୋହିଲି । ବିକାଶଙ୍କ ପତ୍ନୀ ହେଉଛନ୍ତି ଚେତନା କୋହିଲି । ବିରାଟଙ୍କ ବଡ ଭାଉଜ ହେଉଛନ୍ତି ଚେତନା । ଚେତେନାଙ୍କ ସୁନ୍ଦରତା କୌଣସି ବଲିଉଡ ଅଭିନେତ୍ରୀ ଠାରୁ କମ ନୁହେଁ ।

ଚେତନା ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ଅଧିକାଂଶ ସମୟ ସେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି । ଚେତନା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅଧିକାଂଶ ନିଜ ଫଟୋ ସେୟାର କରନ୍ତି । ସୋସିଆଲ ମିଡିଆରେ ଚେତନାଙ୍କ ଫ୍ୟାନ୍ସ ଫଲୋଇଙ୍ଗ ମଧ୍ୟ ବହୁତ ଅଧିକ ରହିଛି । ଚେତନା ଫିଟନେସ ଓ ଷ୍ଟାଇଲ ମାମଲାରେ ଅନୁସ୍କାଙ୍କ ଠାରୁ କମ ନାହାନ୍ତି । ଅନୁସ୍କାଙ୍କ ବଡ ଜା ଚେତନା ଅଭିନେତ୍ରୀ ଅନୁସ୍କାଙ୍କ ପରି ବହୁତ ସୁନ୍ଦର ଓ ଆକର୍ଷିତ ଅଟନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଅନୁଷ୍କା କେମିତ ଲାଗନ୍ତି ଆମକୁ ନିଶ୍ଚିତ ଭାବରେ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *