Odia Jokes – ସ୍ତ୍ରୀ ଦିନେ ନିଜ ସ୍ଵାମୀ ମୋବାଇଲ ଚେକ କଲା ତ, ସେଥିରେ ଏହି ପ୍ରକାରରେ କିଛି ନାମ ସେଭ ଥିଲା ….ଆଖିର ଚିକିତ୍ସା, ଓଠର ଚିକିତ୍ସା

ନ୍ଧୁଗଣ ଜୀବନରେ ହସ ଖୁସିର ବହୁତ ଅବଶ୍ୟକତା ରହିଛି । ଯଦି ମଣିଷର ମନ ଖୁସି ଥାଏ, ତା ହେଲେ ସେ ନିଜର ସମସ୍ତ କାର୍ଯ୍ୟକୁ ଖୁସି ଖୁସିରେ କରିଥାଏ, ତାକୁ ନିଜ କାମରେ କୌଣସି ବାଧା ଅନୁଭବ ହୁଏ ନାହିଁ । ବନ୍ଧୁଗଣ ଆପଣ ମାନଙ୍କ ଖୁସି ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ଦ୍ଵାରା ଆପଣ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

jokes 1
ସେ ବୁଲି ବୁଲି ଦେଖୁଥିଲେ ମତେ, ମୁ ମଧ୍ୟ ବୁଲି ବୁଲି ତାଙ୍କୁ ଦେଖୁଥିଲି ।
ସେ ମୋ ପାଖରେ ଆଉ ମୁ ତାଙ୍କ ପାଖରେ, ମୁ ତାଙ୍କ ପାଖରେ ଆଉ ସେ ମୋ ପାଖରେ, କାରଣ ପରୀକ୍ଷାରେ ଆମ ଦୁହିଁ ଙ୍କୁ କିଛି ଆସୁନଥିଲା ।

jokes 2

ଏକ ବୃଦ୍ଧ ମହିଳା ନିଜ ସମ୍ପତ୍ତି ପାଇଁ ଏକ ଓକିଲକୁ ଡାକିଲା

ମହିଳା- ମୋର ଦୁଇଟି ଇଛା ଅଛି, ମରିବା ପରେ ମୋତେ ଜଳାଇ ଦେବ ଓ ଜଳାଇବା ପରେ ମୋ ପାଉଁଶକୁ ବିଉଟି ପାର୍ଲର ଉପରେ ଛିଞ୍ଚି ଦେବ ।

ଓକିଲ- ବିଉଟି ପାର୍ଲର ଉପରେ କାହିଁକି ?

ମହିଳା- ଏହା ଦ୍ଵାରା ସପ୍ତାହରେ ଦୁଇ ଥର ମୁଁ ମୋର ଝିଅ ମାନଙ୍କୁ ଦେଖିପାରିବି ।

jokes 3

ସ୍ଵାମୀ ସ୍ତ୍ରୀଙ୍କର ଝଗଡାରେ ସ୍ତ୍ରୀ କିଛି ବଡ ବଡ କଥା କହିଦେଲା

ସ୍ଵାମୀ- ମୁ କହୁଛି ନିଜ ଶବ୍ଦକୁ ଫେରାଇ ନିଅ ।

ସ୍ତ୍ରୀ- ନେବି ନାହିଁ ।

ସ୍ଵାମୀ- ଶେଷ ଥର ପାଇଁ କହୁଛି ତମ ଶବ୍ଦ ଫେରାଇ ନିଅ, ମୁ ତମକୁ ୫ ମିନିଟ ପର୍ଯ୍ୟନ୍ତ ସମୟ ଦେଉଛି ।

ସ୍ତ୍ରୀ (ଶାନ୍ତ ହୋଇ)- ଯଦି ୫ ମିନିଟ ମଧ୍ୟରେ ମୁ ମୋ ଶବ୍ଦକୁ ନ ନେଲି ତା ହେଲେ କଣ କରିବ ?

ସ୍ଵାମୀ- ଆଛା, ତା ହେଲେ ତମକୁ କେତେ ସମୟ ଦରକାର ?

jokes 4

ଖଣ୍ଡା ଯୁଧ୍ୟର ପ୍ରତିଯୋଗୀତା ଚାଲିଥିଲା

ଗୋଟେ ଚାଇନୀଜ ଚୁଟିକୁ ଦୁଇ ଫାଳ କରିଦେଲା ।

ଏକ ଜାପାନୀଜ ଉଡୁଥିବା ମାଛିର ମୁଣ୍ଡ କାଟିଦେଲା ।

ସେହି ସମୟରେ ରଜନୀକାନ୍ତ ମାଛି ଉଡେଇଲା ଖଣ୍ଡା ବୁଲେଇଲା ହେଲେ ମାଛି ଉଡୁଥିଲା ।

ଜାପାନୀଜ- ମାଛି ତ ଉଡୁଛନ୍ତି ?

ରଜନୀକାନ୍ତ ସ୍ମାଇଲ ଦେଇ- ଉଡୁଛି ହେଲେ କେବେ ସେ ବାପା ହେଇ ପାରିବ ନାହିଁ ।

jokes 5

ପୁଅ- ବାପା ତମେ କହୁଥିଲ ନା ଚୁପ ଚାପ ରେ ଏମିତି ପରିଶ୍ରମ କର ଯେ

ସଫଳତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ

ବାପା- ହଁ ପୁଅ

ପୁଅ- ବାପା ମୋ ଗର୍ଲଫ୍ରେଣ୍ଡର ପୁଅ ହେଇଛି

jokes 6

ଏକ ବୃଦ୍ଧ ମହିଳା ଏକ ବସରେ ଯାଉଥିଲା, ବସ ଡ୍ରାଇଭରକୁ ମହିଳା ଜଣକ ବାଦାମ ଖାଇବାକୁ ଦେଲା

ବସ ଡ୍ରାଇଭର- ମାଉସୀ ଆପଣ ଦେଇଥିବା ବାଦାମ ବହୁତ ସ୍ଵାଦିଷ୍ଟ ଥିଲା । ହେଲେ ଆପଣ ନିଜେ କାହିଁକି ଖାଇଲେ ନାହିଁ ?

ବୃଦ୍ଧ ମହିଳା- ମୋ ପାଟିରେ ଦାନ୍ତ ନାହିଁ ପୁଅ ସେଥିପାଇଁ ଖାଇଲି ନାହିଁ ।

ଡ୍ରାଇଭର- ତା ହେଲେ ତମେ ଏହାକୁ କିଣିଲ କାହିଁକି ?

ବୃଦ୍ଧ ମହିଳା- ମୋତେ ଏହି ବାଦାମ ଉପରେ ଲାଗିଥିବା ଚକଲେଟ ଖାଇବା ପାଇଁ ବହୁତ ଭଲ ଲାଗେ ।

jokes 7

ସ୍ତ୍ରୀ ଦିନେ ନିଜ ସ୍ଵାମୀ ମୋବାଇଲ ଚେକ କଲା ତ

ସେଥିରେ ଏହି ପ୍ରକାରରେ କିଛି ନାମ ସେଭ ଥିଲା ….

ଆଖିର ଚିକିତ୍ସା

ଓଠର ଚିକିତ୍ସା

ହୃଦୟ ଚିକିତ୍ସା

ସ୍ତ୍ରୀ ରାଗି ଯାଇ ନିଜ ନମ୍ବର ଡାଏଲ କଲା ତ ନାମ ଆସିଲା କି ‘ଅସମ୍ଭବ ଚିକିତ୍ସା’

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *