Anugulia Bunty ହେଲେ ସାମ୍ବାଦିକ, କହିଲେ ‘ରାଜୁ ଭାଇ କବାଡି ନୁହଁ ଲୁଚକାଳି ଖେଳି ଭାଉଜକୁ ପାଇଛନ୍ତି, 3-4 ଦିନ ପରେ କବାଡି ଖେଳିବେ…’

ବନ୍ଧୁଗଣ, ବହୁ ଚର୍ଚ୍ଚିତ ଓଡିଆ କମେଡିଆନ ରାଜୁ ଦାସ ଙ୍କ ବିବାହ ବୈଦିକ ରୀତି ଅନୁଯାୟୀ ଶେଷ ହୋଇଯାଇଛି, ଗତକାଲି ରାଜୁଙ୍କର ରିସେପ୍ସନ ଥିଲା । ତେବେ ଏହି ଶୁଭ ମୂହୁର୍ତ୍ତରେ କିଛି ଅନ୍ୟ କମେଡିଆନ ଙ୍କ ସହିତ ୟୁ ଟ୍ୟୁବର ମାନେ ମଧ୍ୟ ପହଞ୍ଚିଥିଲେ ସେଠାରେ । ଆସନ୍ତୁ ଜାଣିନେବା ସେମାନେ କିଭଳି ଭାବରେ କମେଡିଆନ ରାଜୁ ଏବଂ ତାଙ୍କ ପତ୍ନୀ ସୋନାଲି ତଥା ସେମାନଙ୍କ ସୋନାଲି ଭାଉଜ ଙ୍କ ସହିତ ହସମଜା କରିଲେ ? କ

ମେଡିଆନ ବଣ୍ଟି ସାଜିଲେ ସାମ୍ବାଦିକ ଏବଂ ସେ ରାଜୁ ଙ୍କ ବନ୍ଧୁ ଅନ୍ୟ ଜଣେ ଚର୍ଚ୍ଚିତ କମେଡିଆନ କୁ ପଚାରିଲେ ଯେ କଣ କହିବ ବାହାଘର ସମ୍ବନ୍ଧରେ ? ସେ ଉତ୍ତର ଦେଲେ ଯେ ପ୍ରଥମ କଥା ଯେ ଶୋଷ ଲାଗିଲାଣି ଖାଇ ସାରିବା ପରେ ସେ ଉତ୍ତର ଦେବେ । ବଣ୍ଟି କହିଲେ ଯେହେତୁ ତଣ୍ଟି ଶୁଖିଲାଣି ଆଗ ପାଣି ଦିଅ ଏହାପରେ ଖାଇବାକୁ ଦେବ । ମାତ୍ର ସେ କୁହନ୍ତି ନା ନା ଖାଇ ସାରିଲେ ଯାଇ ଯାହା କହିବୁ ।

ବଣ୍ଟି ରାଜୁ ଙ୍କୁ ପଚାରିଲେ ଯେ ସହଜରେ କମେଡିଆନ ମାନଙ୍କୁ ସହଜରେ ଝିଅ ମିଳନ୍ତି ନାହିଁ ମାତ୍ର ତୁମକୁ କିଭଳି ମିଳିଗଲେ ତଥା କେମିତି ପଟେଇଲ ଭାଉଜ ଙ୍କୁ ? ରାଜୁ କହିଲେ ଯେ କମେଡିଆନ ମାନଙ୍କ ସ୍ଥିତି ବଦଳିଲାଣି ଖୋଜିବା ଷ୍ଟାର୍ଟ କରିଲେ ନିଶ୍ଚିତ ଭାବରେ ମିଳିଯିବେ ଝିଅ । ଏହା ପରେ ବଣ୍ଟି ସୋନାଲି ଙ୍କୁ ପଚାରିଲେ,- ଭାଉଜ ସେ କ’ଣ ପ୍ରେମ କବାଡି ଖେଳି ତୁମକୁ ପାଇଛନ୍ତି ?

ତେବେ ସେ ସୋନାଲି କହିଲେ ଯେ ନା ନା ସେ କାହିଁ କବାଡି ଖେଳିବେ ? ବଣ୍ଟି କୁହନ୍ତି ଯେ ସେ କବାଡି ଖେଳିନାହାଁନ୍ତି, ସେ ଲୁଚକାଳି ଖେଳି ତୁମକୁ ପାଇଛନ୍ତି । ଏହାପରେ ଆଉ ଜଣେ କମେଡିଆନ କହିଲେ ଯେ ସବୁ ଆରେଞ୍ଜମେଣ୍ଟ ବହୁତ ଭଲ ହୋଇଛି ଏବଂ ସବୁ ଭଲ ଲାଗିଲା ସଙ୍ଗେ ସଙ୍ଗେ ତାଙ୍କ ପରେ ପାଳି ଧରି ଆଉ ଜଣେ କୁହନ୍ତି ଯେ ସେ ବାହା ହେଲା ତତେ କାହିଁ ଭଲ ଲାଗିଲା ?

ପୁଣି ସେହି କମେଡିଆନ ଜଣକ କହିଲେ ଯେ ଭୋକ ଲାଗିଲାଣି ସମସ୍ତେ ଖାଇ ସାରିଲେଣି ଏଥର ଆମକୁ ଛାଡିଲେ ଆମେ ଯାଇ ଖାଇବୁ । ଏହାପରେ ସାମ୍ବାଦିକ ଦୂରେଇ ଗଲେ ଏବଂ ସମସ୍ତେ ରାଜୁ ଙ୍କ ପାଖରୁ ଖାଇବା ନିମନ୍ତେ ଗଲେ । ରାଜୁ ଙ୍କ ରିସେପ୍ସନ ରେ ବହୁତ ନାମିଦାମି କମେଡିଆନ ମାନେ ଆସିଥିଲେ ଯେଉଁମାନେ ନିଜ କମେଡି ମାଧ୍ୟମରେ ସେଠାକାର ମାହୋଲ କୁ ସଂପୂର୍ଣ୍ଣ ଭାବରେ ବଦଳାଇ ଦେଇଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *