Anubhav ଙ୍କ ଘରେ Jaguti Shukla, ଆଗକୁ ବାଜିବ କି ସାହାନାଇ ?

ବନ୍ଧୁଗଣ, ସୂଚନା ଅନୁଯାୟୀ କୌଣସି ନା କୌଣସି କାରଣରୁ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଆଜି ଆମ୍ଭେ ତାଙ୍କ ସମ୍ବନ୍ଧରେ କିଛି ବିଶେଷ କଥା ଦେବାକୁ ଯାଉଅଛୁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଖବର ଅନୁଯାୟୀ ଅନୁଭବ ଙ୍କ ଘରକୁ ଆସିଛନ୍ତି ଜାଗୃତି ଶୁକ୍ଲା । ଜାଗୃତି ଶୁକ୍ଲା ହେଉଛନ୍ତି ଅନୁଭବ ଙ୍କ ବାନ୍ଧବୀ । ତାଙ୍କ ସହିତ ଅନୁଭବ ଙ୍କ ମା’ ଙ୍କ ଫଟୋଚିତ୍ର ସହିତ ଅନୁଭବ ଙ୍କ ଭାଉଜ ପ୍ରେରଣା ଙ୍କର ମଧ୍ୟ ଫଟୋଚିତ୍ର ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେବାରେ ଲାଗିଛି ।

ଅନୁଭବ ଙ୍କ ଘରକୁ ଜାଗୃତି ଶୁକ୍ଲା ଆସିଛନ୍ତି । ଏହା ସହିତ ତାଙ୍କ ପରିବାର ଲୋକଙ୍କ ସହିତ ସେ ବହୁତ ଭଲ ଭାବରେ ମିଶିଛନ୍ତି । ଜାଗୃତି ଶୁକ୍ଲା ଏବଂ ଅନୁଭବ ଙ୍କ ସମ୍ପର୍କ କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ । ଅନୁଭବ ଜାଗୃତି ଙ୍କୁ ତାଙ୍କର ଜଣେ ଭଲ ବାନ୍ଧବୀ ବୋଲି ମଧ୍ୟ କହିଛନ୍ତି । ଜାଗୃତି ଶୁକ୍ଲା ବର୍ତ୍ତମାନ ଅନୁଭବ ଙ୍କ ସହିତ ନଜର ଆସିବା ସହିତ ତାଙ୍କ ପରିବାର ଲୋକଙ୍କ ସହିତ ମଧ୍ୟ ନଜର ଆସିଛନ୍ତି ।

ସେ ପରିବାର ଲୋକଙ୍କ ସହିତ ମଧ୍ୟ ଭେଟିଥିଲେ । କିଛି ଉଡା ଖବର ମଧ୍ୟ ଶୁଣିବାକୁ ମିଳିଛି ଯେ ଅନୁଭବ ବର୍ଷା ଙ୍କୁ ଡିଭୋର୍ସ ଦେବାପରେ ଜାଗୃତି ଶୁକ୍ଲା ଙ୍କୁ ବିବାହ କରିବେ । କିନ୍ତୁ ଅନୁଭବ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ କରି ନାହାଁନ୍ତି । ଜାଗୃତି କେବଳ ଭଲ ବାନ୍ଧବୀ ବୋଲି ଅନୁଭବ ଆଖ୍ୟା ଦେଇଛନ୍ତି ।

ଏହା ସହିତ ସେ ତାଙ୍କ ପରିବାର ସହିତ ମଧ୍ୟ ବେସ ଭଲ ଭବାରେ ମିଳାମିଶା କରିଛନ୍ତି । ଓଲିଉଡ ଇଣ୍ଡଷ୍ଟ୍ରୀର କିଙ୍ଗ ଅନୁଭବ ମହାନ୍ତି ବର୍ଷା ଙ୍କୁ ପ୍ରେମ ବିବାହ କରିଥିଲେ ସତ ମାତ୍ର ଉଭୟଙ୍କ ବିବାହ ବେସୀଦିନ ଚାଲି ନଥିଲା । ଏହା ସହିତ ସେ ଉଭୟ ଷ୍ଟାର ଯୋଡି ଙ୍କ ବିଭିନ୍ନ ଦିଗ କୁ ନେଇ ଝଗଡା ଆରମ୍ଭ ହେବାକୁ ଲାଗିଲା ଫଳରେ ଅନୁଭବ ଡିଭୋର୍ସ ନେବା ପାଇଁ ନିଷ୍ପତ୍ତି ନେଲେ ।

ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଭୟଙ୍କ ଡିଭୋର୍ସ ମାମଲାର ଶୁଣାଣି ହୋଇପାରିନାହିଁ । ଆଗକୁ ଏହି ବିବାଦ କେତେ ଦୂର ଯାଉଛି ତାହା ଦେଖିବାକୁ ବାକି ରହିଲା । ତେବେ ଅନୁଭବ ଏବଂ ଜାଗୃତି ଙ୍କ ସମ୍ପର୍କ କୁ ନେଇ ଆପଣଙ୍କ ମତାମତ କ’ଣ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *