‘ଭାଡ୍ ମେ ଯାଉ ସେ ପ୍ରେମ …’ କହୁ କହୁ ନିଜ ମନ କଥା ଖୋଲି କହିଦେଲେ ଅଭିନେତା Anubhav Mohanty

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରେମ କରିବା ଭୁଲ ନୁହେଁ ହେଲେ ଯେଉଁ ପ୍ରେମ ବାପା ମା’ ଙ୍କ ଆଖିରେ ଲୁହ ଦେଇଥାଏ । ଭାଡ୍ ମେ ଯାଉ ସେ ପ୍ରେମ । ହଁ ବନ୍ଧୁଗଣ ଏକ କାର୍ଯ୍ୟକ୍ରମରେ ଅନୁଭବଙ୍କ ଉପସ୍ଥିତିରେ ଆଙ୍କର ଅଶ୍ଵିନୀଙ୍କ ମୁହଁରୁ ଏପରି କିଛି ଶୁଣିବାକୁ ମିଳିଥିଲା । ତେବେ ଏହି କଥା ଉପରେ ମଧ୍ୟ ସୁପରଷ୍ଟାର ଅଭିନେତା ଅନୁଭବ ନିଜର ପ୍ରତିକ୍ରିୟା ରଖିଥିଲେ । ତେବେ ଅନୁଭବ ମହାନ୍ତିଙ୍କ କହିବା ଅନୁଯାଇ ସମସ୍ତଙ୍କ ଜୀବନରେ କେବେ ନା କେବେ ନିହାତି ଭାବରେ ପ୍ରେମ ହୋଇଥାଏ ।

ଆଉ ଯେଉଁ ମାନେ ପ୍ରେମ କରିନାହାନ୍ତି ବୋଲି କହିଥାନ୍ତି । ହୁଏତ ସେମାନେ ନିଶ୍ଚୟ କଥା ଲୁଚାଇ ମିଛ କହିଦେଇଥାଇପାରନ୍ତି । ତେବେ ଅଭିନେତା ଅନୁଭବ ମହାନ୍ତିଙ୍କର କଥା ଆଧାରରେ ପ୍ରେମ କରିବା କିଛି ପାପ ନୁହେଁ । ହେଲେ ସର୍ବପ୍ରଥମେ ନିଜ ବାପା ଓ ମା’ ଙ୍କୁ ପ୍ରାଧାନ୍ୟ ଦେବା ଉଚିତ । କାରଣ ବାପା ଓ ମା’ ହେଉଛନ୍ତି ଆମର ସବୁ କିଛି ।

କାରଣ ଆମକୁ ପ୍ରଥମେ ଦୁନିଆକୁ ଆମ ବାପା ଓ ମା’ ନେଇକି ଆସିଥାନ୍ତି । ତାପରେ ଆମର ଛୋଟ ବଡ ଅଳି ଅର୍ଦ୍ଧଳୀଙ୍କୁ ସହିଥାନ୍ତି । ଆମକୁ ପାଠ ପଢାଇ ଉଚିତ ଶିକ୍ଷା ମଧ୍ୟ ଦେଇଥାନ୍ତି । ତାପରେ ସ୍କୁଲ ଓ ତାପରେ କଲେଜ ଏହିପରି ଭାବରେ ପାଠ ପଢା ସରିଯାଇଥାଏ । ତାପରେ ଯିଏ ଯେଝା ବାଟରେ ନିଜର ରୋଜଗାର ପନ୍ଥା ଆପଣାଇଦେଇଥାଏ ।

କିଏ ଚାକିରି ତ ଆଉ କିଏ ବ୍ୟବସାୟ କରି ଟଙ୍କା ରୋଜଗାର କରିଥାଏ । ତେବେ ଏତେ ସବୁ କର୍ମମୟ ଜୀବନ ମଧ୍ୟରେ କେବେ ନା କେବେ ପ୍ରେମ ତ ସମସ୍ତଙ୍କ ଯିବନରେ ଆସିଯାଇଥାଏ । ହେଲେ ସବୁଠାରୁ ବଡ କଥା ହେଉଛି । ସମସ୍ତଙ୍କ ଜୀବନରେ ପ୍ରେମ ଆସିଥାଏ ସତ ହେଲେ ସେହି ପ୍ରେମକୁ କିଏ ପାଇଯାଇଥାଏ । ଅପର ପକ୍ଷରେ ଜୀବନରେ ପ୍ରେମ କରି ସୁଦ୍ଧା ପ୍ରେମକୁ ନିଜର କରିପାରିନଥାଏ ।

ତେବେ ଅଭିନେତା ଅନୁଭବ ମହାନ୍ତିଙ୍କର କାର୍ଯ୍ୟକ୍ରମରେ ଏପରି କିଛି ମନ୍ତବ୍ୟ ଶୁଣି ସେଠାରେ ଉପସ୍ଥିତ ଥିବା ସବୁ ଦର୍ଶକ ମାନେ ମଧ୍ୟ ବହୁତ ଖୁସି ହୋଇଯାଇଥିଲେ । ତେବେ ବର୍ତ୍ତମାନ ସମୟରେ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ କିଛି ଦିନ ଧରି ପାରିବାରିକ କଳହକୁ ନେଇ ବହୁ ଚର୍ଚା ସୃଷ୍ଟି ହେଉଛି ।

ତେବେ ଅନୁଭବଙ୍କର ମଧ୍ୟ ପାରିବାରିକ ଜୀବନରେ ପୁଣି ଥରେ ହସଖୁସି ଫେରିଆସୁ ବୋଲି ଅନୁଭବ ମହାନ୍ତିଙ୍କର ଶୁଭଚିନ୍ତକ ମାନଙ୍କର ସବୁବେଳେ ଆଶା ରହୁଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *