ମୃତ୍ୟୁ ଛଡା ସବୁ ରୋଗର ଚିକିତ୍ସା ଅଟେ ଏହି ଗଛ, ଫାଇଦା ସବୁ ଜାଣିଲେ ବିଶ୍ଵାସ ହେବ ନାହିଁ

ଆଜି ଆମେ ଆପଣଙ୍କୁ ଏକ ଏମିତି ଗଛ ବିଷୟରେ କହିବୁ ଯେଉଁଥିରେ ଥିବା କ୍ୟାଲସିୟମ ପୋଟାସିୟମ ଆଇରନ ଏବଂ କିଛି ଅନ୍ୟ ପୋଷକ ତତ୍ଵ ସବୁ ରୋଗର ଚିକିତ୍ସା କରିବାରେ ସାହାଯ୍ୟ କରିଥାଏ । ଏହି ଗଛର ନାମ ହେଉଛି ‘ବଥୁଆ’ । ତାହେଲେ ଆସନ୍ତୁ ଜାଣିବା ଏହା ଦ୍ଵାରା କେଉଁ ସବୁ ରୋଗ ଠିକ ହେଉଛି । ଏହା ଆମ ମାନଙ୍କ ପାଇଁ ବହୁତ ଉପକାରୀ ହୋଇଥାଏ । ଆସନ୍ତୁ ଜାଣିବା ଏହା ବିଷୟରେ ।

ଆଣ୍ଠୁ ଯନ୍ତ୍ରଣା

ଆଣ୍ଠୁ ଜନିତ କଷ୍ଟ ଭୋଗୁଥିବା ବ୍ୟକ୍ତି ମାନେ ଏକ ମାସ ପାଇଁ ଯଦି ୧୦ଗ୍ରାମ ବଥୁଆ ମଞ୍ଜିକୁ ୨୦୦ ମିଲି ପାଣିରେ ଫୁଟାଇ ଗରମ ଥିବା ସମୟରେ ପିଇବା ସହିତ ଏହାର ପତ୍ରକୁ ଗୁଣ୍ଡ କରି ଟିକେ ଉଷୁମ ଥିବା ସମୟରେ ଆଣ୍ଠୁରେ ବାନ୍ଧିବା ଦ୍ଵାରା ଉପସମ ମିଳିଥାଏ ।

ପେଟ ରୋଗ ପାଇଁ

ପ୍ରତିଦିନ ବଥୁଆ ଶାଗ ଖାଇବା ସହିତ ଏହାର ଫୁଟା ଯାଇଥିବା ପାଣିକୁ ପିଇବା ଦ୍ଵାରା ଗ୍ୟାସ ସହିତ ପେଟରେ ପଥର ଭଳି ଅନ୍ୟ ରୋଗରୁ ମୁକ୍ତି ମିଳିଥାଏ ।

କୋଷ୍ଠକାଠିନ୍ୟ

କିଛି ସପ୍ତାହ ପର୍ଯ୍ୟନ୍ତ ବଥୁଆ ଶାଗ ଖାଇବା ଦ୍ଵାରା କୋଷ୍ଠକାଠିନ୍ୟତା ଦୂର ହେବା ସହିତ ପେଟ ସଫା ହୋଇଥାଏ । ଏହାକୁ ଖାଇବା ଦ୍ଵାରା ଆମ ଶରୀରକୁ ଶକ୍ତି ମଧ୍ୟ ମିଳିଥାଏ ।

ଷ୍ଟୋନ

ପ୍ରତିଦିନ ସକାଳୁ ଗୋଟିଏ ଗ୍ଳାସ କଞ୍ଚା ବଥୁଆ ରସ ସହିତ ଚିନୀ ମିଶାଇ ପିଇଲେ ଆପଣଙ୍କର ଷ୍ଟୋନ ବାହାରକୁ ବାହାରି ଆସିଥାଏ ।

କିଡନୀ ରୋଗ

ଯଦି କୌଣସି ବ୍ୟକ୍ତିଙ୍କର ପରିସ୍ରା ରହି ରହି ଆସିବା ସହିତ କଷ୍ଟ ଅନୁଭବ ହୋଇ ଥାଏ ତେବେ ତାଙ୍କୁ ବଥୁଆ ରସ ପିଇବା ଆବଶ୍ୟକ ଅଟେ ।

ହୃଦୟ ଜନିତ ରୋଗ

ବଥୁଆ ର ନାଲି ପତ୍ରକୁ ବାଟି ସେଥିରେ ସନ୍ଧବ ଲୁଣ ମିଶାଇ ପିଇବା ଦ୍ଵାରା ହୃଦୟ ଜନିତ ରୋଗରୁ ମୁକ୍ତି ମିଳିଥାଏ ଏବଂ ଏହାର ରାଇତା ଖାଇବା ବି ବହୁତ ଉପକାରୀ ହୋଇ ଥାଏ ।

ଓଜନ କମାଇବା

ବଥୁଆ ଶାଗରେ ଭରି ରହିଥିବା ପୋଷକ ତତ୍ଵ ପେଟ ଭିତରର ଚର୍ବିକୁ କମାଇ ଓଜନ କମ କରିଥାଏ । ବଥୁଆ ଶାଗ ଖାଇବା ଦ୍ଵାରା ମୋଟାପଣ ରୁ ମୁକ୍ତି ମିଳିଥାଏ । ତେବେ ଆପଣଙ୍କୁ ଆମର ଏହି ସୂଚନା ଗୁଡିକ ଭଲ ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରି ପେଜକୁ ଲାଇକ କରନ୍ତୁ ଜାହା ଦ୍ଵାରା ଆମେ ଆପଣଙ୍କ ପାଇଁ ଏହିପରି ଅନେକ ଟିପ୍ସ ଆଣି ଆସିବୁ ।

Leave a Reply

Your email address will not be published. Required fields are marked *