Jyotish Shastra – ପବିତ୍ର ଦୁର୍ଗା ପୂଜାରେ ୧୫୧ ବର୍ଷ ପରେ ମହା ସଂଯୋଗ ଏହି ୫ ଟି ରାଶି ମାନଙ୍କ ପାଇଁ ଖୁସି ଖବର

ପବିତ୍ର ଦୁର୍ଗ ପୂଜା , ୧୫୧ ବର୍ଷ ପରେ ଏହି ପାଞ୍ଚଟି ରାଶି ପାଇଁ ଘଟୁଛି ମହା ସଂଯୋଗ । ଆସନ୍ତା ସୋମବାର ୨୫ ତାରିଖ ଦିନ ହେଉଛି ଦଶହରା , ଶାସ୍ତ୍ର ଅନୁଯାୟୀ ଏହି ଦିନଟିକୁ ବହୁତ ଶୁଭ ବୋଲି ମନା ଯାଇଥାଏ । ଆପଣମାନେ ତ ଜାଣିଛନ୍ତି ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନରେ ପରିବର୍ତନ ହେବା ଦ୍ଵାରା ସେମାନଙ୍କ ମଣିଷର ପରିସ୍ଥିତିରେ ପରିବର୍ତନ ଘଟି ଥାଏ । ସାଧାରତଃ ଗ୍ରହ ନକ୍ଷତ୍ର ମାନଙ୍କ ଅବସ୍ଥାନରେ ପରିବର୍ତ୍ତନ ହେବା ଦ୍ଵାରା ଏହି ସବୁ ମହା ସଂଯୋଗ ଘଟିଥାଏ ।

ଦୀର୍ଘ ୧୫୧ ବର୍ଷ ପରେ ଏହି ମହା ସଂଯୋଗ ଘଟୁଥିବାରୁ ଏହା ହେଉଛି ଅଦ୍ଭୁତ ଓ ବିରଳ ମହାସଂଯୋଗ । ଏହି ମହା ସଂଯୋଗ କାରଣରୁ ରାଶି ଚକ୍ରର ୧୨ ଟି ରାଶି ମଧ୍ୟରୁ ୫ ଟି ରାଶିଙ୍କ ଭାଗ୍ୟରେ ପରିବର୍ତ୍ତନ ହେବାକୁ ଯାଉଛି । ମା’ ଦୂର୍ଗାଙ୍କ କୃପାରୁ ଏହି ବ୍ୟକ୍ତି ମାନଙ୍କ ଜୀବନରେ ବହୁତ ଖୁସି ଆସିବାର ଅଛି । ତେବେ ଆସନ୍ତୁ ସେହି ରାଶି ଗୁଡିକ ବିଷୟରେ ଆଜି ଆମେ ଜାଣିବା ।

ମେଷ ରାଶି

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ପବିତ୍ର ଦଶହରା ପର୍ବ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ଏମାନଙ୍କର ଅଟକି ରହିଥିବା କାର୍ଯ୍ୟ ପୁରଣ ହେବ ଓ ଧନ ପ୍ରାପ୍ତିର ବି ଯୋଗ ରହିଛି । ଅଟକି ରହିଥିବା କାମ ପୁରୁଣ ହେବ , କମ ପରିଶ୍ରମରେ ଅଧିକ ଲାଭ ପ୍ରାପ୍ତି ହେବ । କ୍ୟାରିୟରରେ ଏକ ନୂଆ ମାର୍ଗ ଖୋଲିଯିବ ଯାହା ଦ୍ଵାରା ସଫଳତା ଆପଣଙ୍କର ଚରଣ ସ୍ପର୍ଶ କରିବ ।

ବୃଷ ରାଶି

ପବିତ୍ର ଦଶହରା ପର୍ବରେ ମା ଦୂର୍ଗାଙ୍କ କୃପାରୁ ଏହି ଦଶହରା ପର୍ବ ବୃଷ ରାଶି ପାଇଁ ଅତ୍ୟନ୍ତ ଶୁଭପ୍ରଦ ହେବ । ଅଟକି ରହିଥିବା କାମ ଗୁଡିକ ପୂର୍ଣ ହେବ । ବହୁତ ଗୁଡିଏ ଶୁଭ କାର୍ଯ୍ୟ ହେବ ସବୁ କ୍ଷେତ୍ରରେ ଉନ୍ନତି ହିଁ ଉନ୍ନତି ହେବ । ଯଦି କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରିଛନ୍ତି ତେବେ ସେଥିରୁ ଲଭାବନ ହେବେ । ପରିବାରର ସଦସ୍ୟ ଓ ବନ୍ଧୁ ମାନଙ୍କର ସମ୍ପୂର୍ଣ ସହଯୋଗ ମିଳିବ ।

ସିଂହ ରାଶି

ଏହି ରାଶି ମାନଙ୍କ ପାଇଁ ପବିତ୍ର ଦଶହରା ପର୍ବ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ , ଅନେକ କ୍ଷେତ୍ରରେ ଆସୁଥିବା ଅସୁବିଧା ନିଶ୍ଚିତ ଦୂର ହେବ । ପଦୋନ୍ନତି ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ କିନ୍ତୁ ଏହା କେବେ ବିଫଳ ଯିବ ନାହିଁ , ଏହା ସହିତ ବ୍ୟବସାୟରେ ଆଶା ଠାରୁ ଅଧିକ ଲଭାବନ ହେବେ ।

ତୁଳା ରାଶି

ଦଶହରା ର ଏହି ପବିତ୍ର ପର୍ବ ତୁଳା ରାଶି ପାଇଁ ଅଶେଷ ଶୁଭପ୍ରଦ ହେବ , କର୍ମ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ଯାହା ଦ୍ଵାରା ଆପଣଙ୍କୁ ଲାଭ ହିଁ ଲାଭ ହେବ ଯାହା ଦ୍ଵାରା ବେପାରରେ ଆପଣ ଅଧିକ ଲଭାବନ ହେବେ । ଏହି ସମୟରେ ଆପଣଙ୍କୁ ନିଜର ରାଗ ଉପରେ କାବୁ ରଖିବାକୁ ପଡିବ ଓ ନିଜର କାର୍ଯ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ । ଯାହା ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ଦେବା ସହ ଉନ୍ନତି ,ଅଧ୍ୟା ପ୍ରଦାନ କରିବ ।

କୁମ୍ଭ ରାଶି

ଦଶହରା ର ଏହି ପର୍ବ ଆପଣଙ୍କ ଅତ୍ୟନ୍ତ ଶୁଭ ପ୍ରଦ ହେବ , ଅନେକ ଦିନରୁ ପଡି ରହିଥିବା କାର୍ଯ୍ୟ ଗୁଡିକ ନିଶ୍ଚିତ ପୂରଣ ହେବ । କମ ସମୟରେ ଅଧିକ ଫଳ ପାଇବାର ଯୋଗ ଅଛି । ମା ଲକ୍ଷ୍ମୀ, ମା ସରସ୍ଵତୀ ଓ ମା ଦୂର୍ଗାଙ୍କର କୃପା ଆପଣଙ୍କ ଉପରେ ଭରପୁର ରହିବ । ଅଚାନକ ଧନଲାଭ ର ମଧ୍ୟ ଯୋଗ ରହିଛି ।

ତେବେ ଦଶହରା ସମୟରେ ଏହି ସବୁ ରାଶି ମାନଙ୍କ ଉପରେ ମାତାଙ୍କର ବିଶେଷ କୃପା ଦୃଷ୍ଟି ରହିବ । ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା କମେନ୍ଟରେ ଜୟ ମା’ ଦୂର୍ଗା ନିଶ୍ଚିତ ଲେଖନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *