TV ସିରିଏଲ Bandini ରୁ ଫେମସ ହୋଇଥିବା ଷ୍ଟାର ମାନେ ଆଜି ଏତେ ବଦଳି ଯାଇଛନ୍ତି କି ଯାହାଙ୍କୁ ପ୍ରଥମ ନଜରରେ ଚିହ୍ନିବା ମୁସ୍କିଲ, ବନ୍ଦିନୀ ହେଇଯାଇଛନ୍ତି ସବୁଠୁ ଅଧିକ ସୁନ୍ଦର ଆଉ ଷ୍ଟାଇଲିସ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ଏହିପରି ଏକ ଫେମସ ସିରିଏଲ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ । ଏହି ସିରିଏଲଟି ଏକ ଗରିବ ଝିଅ ତଥା ଶନ୍ତୁର ଜୀବନ ଉପରେ ଆଧାରିତ ଥିଲା । ଯିଏ ନିଜ ପରିବାରର କରଜ ଉତାରିବା ପାଇଁ ନିଜ ଠାରୁ ଅଧିକ ବୟସର ଲୋକ ସହ ବିବାହ କରିଥିଲା । ଏହା ପରେ ତାକୁ ନିଜ ଜୀବନରେ ଏକ ବନ୍ଦିନୀ ରୂପରେ ବଞ୍ଚିବାକୁ ପଡିଥିଲା । ଏହି ସିରିଏଲକୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ ।

ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ବହୁତ ପ୍ରସିଦ୍ଧି ଲାଭ କରିଥିଲେ । ହେଲେ ସମୟ ବିତିବା ସହିତ ଏହି କଳାକାର ମାନେ ଆଜି ବହୁତ ବଦଳି ଯାଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ମୃନାଲ ଜୈନ- ଏହି ସିରିଏଲରେ ହିତେନ ଧର୍ମରାଜ ମାୟାବଂଶୀର ଭୂମିକା ମୃନାଲ ଜୈନ ପଦର୍ଶନ କରିଥିଲେ । ଦର୍ଶକ ମାନେ ଏହି ଭୂମିକାକୁ ବହୁତ ପସନ୍ଦ କରିଥିଲେ ଓ ଏହି ଭୂମିକାକୁ କରି ସେ ବହୁତ ଫେମସ ମଧ୍ୟ ହୋଇଯାଇଥିଲେ । ହେଲେ ଏହି ଅଭିନେତା ଜଣକ ବର୍ତ୍ତମାନ ବହୁତ ଅଧିକ ବଦଳି ଯାଇଛନ୍ତି । ବର୍ତ୍ତମାନ ସେ ବହୁତ ହ୍ୟାଣ୍ଡସମ ନଜର ଆସୁଛନ୍ତି ।

ଲୀନା ଜୁମାନୀ- ବନ୍ଧୁଗଣ ଆମର ଦ୍ଵିତୀୟ ଲିଷ୍ଟରେ ଅଛନ୍ତି ଲୀନା ଜୁମାନୀ । ଏହି ସିରିଏଲରେ ଶନ୍ତୁର ସାନ ଭଉଣୀ ଖିମାର ଭୂମିକା ଲୀନା ଜୁମାନୀ ପଦର୍ଶନ କରିଥିଲେ । ଲୀନା ନିଜର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନକୁ ଜିତି ପାରିଥିଲେ । ହେଲେ ବର୍ତ୍ତମାନ ସେ ପୂର୍ବ ଅପେକ୍ଷା ବହୁତ ଅଧିକ ସୁନ୍ଦର ଓ ଆକର୍ଷିତ ନଜର ଆସୁଛନ୍ତି । ଯାହା ଫଳରେ ସେ ଲାଇମ ଲାଇଟରେ ବହୁତ ସମୟ ପର୍ଯ୍ୟନ୍ତ ରହୁଛନ୍ତି ।

ଋତ୍ଵିକ ଧଞ୍ଜାନି- ଏହି ସିରିଏଲରେ ପାର୍ଥ ଶଶାନ୍ତଙ୍କ ଭୂମିକା ପଦର୍ଶନ କରିଥିଲେ ହ୍ରୀତିକ ଧଞ୍ଜାନି । ନିଜର ଦମଦାର ଅଭିନୟ ଦ୍ଵାରା ସେ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲେ ଓ ବହୁତ ଶୀଘ୍ର ସେ ଫେମସ ମଧ୍ୟ ହୋଇଥିଲେ । ହେଲେ ଏହି ବୀତି ଯାଇଥିବା ବର୍ଷରେ ହ୍ରୀତିକ ବହୁତ ଅଧିକ ବଦଳି ଯାଇଛନ୍ତି । ପୂର୍ବ ଅପେକ୍ଷା ବହୁତ ଅଧିକ ହ୍ୟାଣ୍ଡସମ ମଧ୍ୟ ଦେଖାଯାଉଛନ୍ତି ।

ଆସିଆ କାଜି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ନମ୍ବରରେ ଅଛନ୍ତି ଆସିଆ କାଜି । ଏହି ସିରିଏଲରେ ଆସିଆ ଶନ୍ତୁର ଭୂମିକା ପଦର୍ଶନ କରି ଫେମସ ହୋଇ ଥିଲେ । ତାଙ୍କର ଅଭିନୟକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । ହେଲେ ଏହି କିଛି ବର୍ଷ ମଧ୍ୟରେ ଆସିଆ ବହୁତ ଅଧିକ ସୁନ୍ଦର ଓ ଷ୍ଟାଇଲିସ ନଜର ଆସୁଛନ୍ତି ।

ତେବେ ଆପଣଙ୍କୁ ଏହି ଆର୍ଟିସ୍ଟ ଙ୍କ ଅଭିନୟ କିପରି ଲାଗେ ଆମକୁ କମେନ୍ଟ କରି ଜଣାଇବେ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *