ଅନେକ ବର୍ଷ ପରେ ବାହାରିଲା ଏକ ଭୟଙ୍କର ରାଗୀ ଚନ୍ଦ୍ର ନାଗ (Monocled cobra), ଲୁଚି ବସିଥିଲା ରୋଷେଇ ଘରେ, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଜ ଜୀବନରେ ବହୁତ ପ୍ରକାରର ସାପ ଦେଖିଥିବେ । କିଛି ସାପ ଏମିତି ଅଛନ୍ତି ଯାହା ମଣିଷ ପାଇଁ ଘା-ତ-କ ଅଟେ । ଏହିପରି ଏକ ସାପ ରହିଛି ଯାହାର ନାମ ହେଉଛି ଚନ୍ଦ୍ର ନାଗ । ବନ୍ଧୁଗଣ ଏହି ସାପଟି ଅତି ଭୟଙ୍କର ହୋଇଥାଏ ଓ ଏହାର ବିଷ ମଧ୍ୟ ବହୁତ ଘା-ତ-କ ହୋଇଥାଏ । ଏହି ସାପ ପ୍ରଥମେ ବି-ଷ ଛାଡେ ତା ପରେ କା-ମୁ-ଡେ । ଅବଶ୍ୟ ଏହି ସାପଟିକୁ ବହୁତ କମ ସ୍ଥାନରେ ଦେଖିବାକୁ ମିଳିଥାଏ ।

ଆମ ହିନ୍ଦୁ ଧର୍ମରେ ଏହି ସାପର ବହୁତ ପୌରାଣିକ ମାନ୍ୟତା ରହିଛି । ଏହି ସାପକୁ ଆଗ କାଳରେ ପୂଜା କରାଯାଉଥିଲା । ହେଲେ ଏହି ସାପ ମଣିଷର ଜୀବନ ମଧ୍ୟ ନେଇ ପାରେ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭି-ଡି-ଓ ଭା-ଇ-ରା-ଲ ହେଉଛି ଯେଉଁଥିରେ ଏହି ସାପକୁ ଏକ ଘରେ ଉଧାର କରାଯାଉଛି । ସାପଟି ଏହି ଭି-ଡି-ଓ-ରେ କ୍ରୋ-ଧ-ରେ ରହି ଏମିତି ଗ-ର୍ଜ-ନ କରୁଛି ଯାହା ଦେଖି ସେଠାକାର ଲୋକ ମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ ।

ବନ୍ଧୁଗଣ ଏହି ଘଟଣାଟି ଭଦ୍ରକ ଜିଲ୍ଲାରେ ହୋଇଥିବାର ଜଣା ପଡିଛି । ଚନ୍ଦ୍ର ନାଗ ସାପଟି ଏକ ରୋଷେଇ ଘରେ ପସିଯାଇଥିଲା ଯାହାକୁ ପରିବାର ଲୋକ ଦେଖିଥିଲେ । ଏହା ପରେ ପରିବାର ଲୋକ ବନ ବିଭାଗକୁ ଏହାର ସୂଚନା ଦେଇଥିଲେ ସୂଚନା ଦେବାର କିଛି ସମୟ ମଧ୍ୟରେ ଏକ ସାପ ଧରାଳି ସେହି ସ୍ଥାନରେ ପହଞ୍ଚି ଥିଲେ । ସାପ ଧରାଳି ପହଞ୍ଚିବା ପରେ ଚନ୍ଦ୍ର ନାଗ ସାପଟି ରୋଷେଇ ଘରେ ଲୁଚି ଯାଇଥିଲା ।

ବନ୍ଧୁଗଣ ଯେତେବେଳେ ସାପ ଧରାଳି ଜଣକ ସେହି ସାପଟିକୁ ଧରିବା ପାଇଁ ଚେଷ୍ଟା କରିଥିଲେ ସେତେବେଳେ ସାପଟି ଭୟଙ୍କର ଗର୍ଜନ ଦେଇଥିଲା ଯାହାକୁ ଦେଖି ସେଠାକାର ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ବହୁତ ସମୟ ପର୍ଯ୍ୟନ୍ତ ସାପ ଧରାଳି ଜଣକ ସେହି ଚନ୍ଦ୍ର ନାଗକୁ ଧରିବା ପାଇଁ ଚେଷ୍ଟା କରିଥିଲେ ଶେଷରେ ସେ ନାଗକୁ ଧରିବା ପରେ ସଫଳ ହୋଇଥିଲେ ।

ରୋଷେଇ ଘରେ ସେ ନାଗର ଲାଞ୍ଜକୁ ଧରି ବହୁତ ସାବଧାନତାର ସହ ତାକୁ ବାହାରକୁ ଆଣିଥିଲେ । ଚନ୍ଦ୍ର ନାଗ ସାପଟି ବହୁତ ଥର ସେହି ସାପ ଧରାଳି ଜଣକଙ୍କୁ ଚୋ-ଟ ମା-ରି-ବା-କୁ ମଧ୍ୟ ଚେଷ୍ଟା କରିଥିଲା । ହେଲେ ସାପ ଧରାଳି ଜଣକ ସଫଳତାର ସହ ସେହି ସ୍ଥାନରୁ ସାପଟିକୁ ଉଧାର କରିଥିଲେ ।

Leave a Reply

Your email address will not be published. Required fields are marked *