ଏବେ NCB ଫାସରେ Ananya Pandey, ସାମ୍ନାକୁ ଆସୁଛି ଭିତିରି କଥା, ସମସ୍ତ ଫିଲ୍ମ ଫ୍ଲପ ହେଇ ବି ଏତେ କମ୍ ବୟସରେ ଅନନ୍ୟା କେମିତି ହେଲେ ଏତେ ଟଙ୍କାର ମାଲିକାଣୀ ?

ବନ୍ଧୁଗଣ ମୁମ୍ବାଇ କୃଶ ଡ୍ର-ଗ ପା-ର୍ଟି ମା-ମ-ଲା-ରେ ଧୀରେ ଧୀରେ ସାମ୍ନାକୁ ଆସୁଛି ମୁମ୍ବାଇର ଭିତର କଥା । ଜଣଙ୍କ ପରେ ଜଣଙ୍କ ଯା-ଞ୍ଚ କରୁଛି ଏନସିବି । ପ୍ରଥମେ ବଲିଉଡ ଷ୍ଟାର ଶହରୁଖାନଙ୍କ ପୁଅ ଆରିୟାନ ଖାନ ଏନ-ସି-ବି ଜା-ଲ-ରେ ଫ-ସି-ବା ପରେ ଏବେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏନ-ସି-ବି ଟା-ର୍ଗେ-ଟକୁ ଆସିଛନ୍ତି । ଏକାଧିକ ଥର ଅନନ୍ୟାଙ୍କୁ ପଚରା ଉଚରା କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସଠିକ ତଥ୍ୟ ପାଇ ନାହିଁ ଏନସିବି ।

ତା ହେଲେ ବନ୍ଧୁଗଣ କିଏ ହେଉଛନ୍ତି ଅନନ୍ୟା ପାଣ୍ଡେ ଓ ମାତ୍ର ୨୨ ବର୍ଷ ବୟସରେ ସେ ୭୨ କୋଟି ଟଙ୍କାର ମାଲିକ କେମିତି ହେଲେ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବଲିଉଡ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ହେଉଛନ୍ତି ଅନନ୍ୟା ପାଣ୍ଡେ । ଏବେ ତାଙ୍କ ବୟସ ମାତ୍ର ୨୨ ବର୍ଷ ବାପା ଚଙ୍କି ପାଣ୍ଡେଙ୍କ ଠାରୁ ସେ ଅଲଗା ହୋଇ ରହୁଛନ୍ତି । ନିଜେ କିଣି ଥିବା ଏକ ଘରେ ରୁହନ୍ତି ଅନନ୍ୟା ।

ଏତେ କମ ବୟସରେ ଅନନ୍ୟା ୭୨ କୋଟି ଟଙ୍କାର ମାଲିକାଣୀ ହୋଇପାରିଛନ୍ତି । ଗୋଟେ ଫିଲ୍ମରେ କାମ କରିବା ପାଇଁ ଅନନ୍ୟା ୨ କୋଟି ଟଙ୍କା ଚାର୍ଜ କରନ୍ତି । ଏହା ସହିତ ଅନନ୍ୟାଙ୍କ ଅଧିକାଂଶ ରୋଜଗାର ବିଜ୍ଞାପନରୁ ଆସିଥାଏ । ଇ-ନ୍ସ୍ଟା-ଗ୍ରା-ମ-ରେ ତାଙ୍କର ୨୦. ୩ ମିଲିୟନ ଫାଲୋଅର୍ଶ ରହିଛନ୍ତି । ଏ ସବୁକୁ ଛାଡି ଅନନ୍ୟାଙ୍କ କାର କଲେକ୍ସନ ମଧ୍ୟ ବଲିଉଡରୁ ଭିନ୍ନ । ଅନନ୍ୟାଙ୍କ ପାଖରେ ଅନେକ ମହଙ୍ଗା କାର ରହିଛି ।

ଆଜି ପର୍ଯ୍ୟନ୍ତ ଅନନ୍ୟା ମାତ୍ର ତିନୋଟି ଫିଲ୍ମରେ ଅଭିନୟ କରିଛନ୍ତି । ସେହି ଚଳଚିତ୍ର ଗୁଡିକ ହେଉଛି ଷ୍ଟୁଡେଣ୍ଟସ ଅଫ ଦି ଇୟର ୨, ଖାଲିପିଲି ଏବଂ ପତି ପତ୍ନୀ ଅର ବୋ ୨ । ଷ୍ଟାର କିଡ ହୋଇଥିବାରୁ ଅନନ୍ୟାଙ୍କୁ ଅନେକ ଥର ଟ୍ରୋଲ ମଧ୍ୟ କରାଯାଇଛି । ଶାହରୁଖ ଖାନଙ୍କ ଝିଅ ସୁହାନା ଖାନଙ୍କ ଘନିଷ୍ଟ ବନ୍ଧୁ ହେଉଛନ୍ତି ଅନନ୍ୟା । ଆରିୟାନ ଖାନଙ୍କ ସହ ଅନନ୍ୟାଙ୍କ ଭଲ ବନ୍ଧୁତା ରହିଛି । ଅନେକ ସମୟରେ ଏହି ତିନି ଜଣ ଏକାଠି ପାର୍ଟି କରୁଥିବାର ମଧ୍ୟ ନଜର ଆସିଛନ୍ତି ।

ସେଥିପାଇଁ ଏନସିବି ସ-ନ୍ଦେ-ହ କରୁଛି ଅନନ୍ୟା ମଧ୍ୟ ଆରିୟାନଙ୍କ ସହ ଡ୍ର-ଗ ମା-ମ-ଲା-ରେ ସମ୍ପୃକ୍ତ ଅଛନ୍ତି । ଆରିୟାନଙ୍କ ସହ ୱ୍ହା-ଟ୍ସ -ଅ-ପ୍ ଚା-ଟକୁ ନେଇ ଅନନ୍ୟା ସାମ୍ନାକୁ ଆସିଛନ୍ତି । ଚା-ଟି-ଙ୍ଗରେ ଅନନ୍ୟା ଆରିୟାନଙ୍କ ସହ ମ-ଦ୍ୟ-ପା-ନ ବିଷୟରେ ଆଲୋଚନା କରୁଥିଲେ । ତେଣୁ ବର୍ତ୍ତମାନ ଏନସିବି ଅନନ୍ୟାଙ୍କୁ ମଧ୍ୟ ଜେ-ରା କରୁଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅନନ୍ୟା ପାଣ୍ଡେ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *