ନିଜର ଅଜବ ଗଜବ Hair Style ପାଇଁ ଏବେ ଖୁବ ଚର୍ଚ୍ଚାରେ Shilpa Shetty, Video ଦେଖିବା ପରେ ଫ୍ୟାନ୍ସ କହିଲେ କିଛି ଏମିତି କି ଶିଲ୍ପା ମୁଣ୍ଡ ଗୋଲ…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଶିଲ୍ପା ସେଟି । ଆପଣ ମାନେ ସମସ୍ତେ ଶିଲ୍ପାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ । ଶିଲ୍ପା ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି । ଗତ କିଛି ସମୟ ହେବ ଶିଲ୍ପା ସୋ-ସି-ଆ-ଲ ମି-ଡି-ଆରେ ନିଜ ନୂଆ ହେୟାର ଷ୍ଟାଇଲ ପାଇଁ ବହୁତ ଚର୍ଚାରେ ଅଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ଆପଣ ମାନେ ସମସ୍ତେ ଶିଲ୍ପାଙ୍କ ଏହି ନୂଆ ହେୟାର ଷ୍ଟାଇଲ ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଗତ କିଛି ସମୟ ତଳେ ସୋ-ସି-ଆ-ଲ ମି-ଡି-ଆରେ ଶିଲ୍ପା ନିଜ ହେୟାର କଟ ଭିଡିଓ ଅ-ପ-ଲୋ-ଡ କରିଛନ୍ତି ଓ କ୍ୟାପ୍ସନରେ ଲେଖିଛନ୍ତି ‘ଅଣ୍ଡର କ-ଟ ବସ କ-ଟ’ । ଶିଲ୍ପାଙ୍କ ଏହି ଲୁକ୍ ଦେଖି ଫ୍ୟାନ୍ସ ମାନେ ଯେଉଁ ଭଳି କମେଣ୍ଟ ଦେଇଛନ୍ତି ତାକୁ ଦେଖି ଶିଲ୍ପାଙ୍କ ମୁଣ୍ଡ ଚକ୍କର କା-ଟୁ-ଛି ।

ଶିଲ୍ପା ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ଏହି ଭିଡିଓଟି ପୋଷ୍ଟ କରିଥିଲେ ଯେଉଁଥିରେ ଶିଲ୍ପା ଜବରଦସ୍ତ ୱାର୍କ ଆଉଟ କରୁଥିବାର ନଜର ଆସୁଛନ୍ତି । ଏହି ହେୟାର କ-ଟ ଦେଖି ତାଙ୍କ ଫ୍ୟାନ୍ସ ମାନେ ଭାବୁଛନ୍ତି ଶିଲ୍ପା ତିରୁପତି ଯାଇ କେଶ ଦାନ କରି ଆସିଛନ୍ତି ଓ ଉପରେ ୱିଗ ଲଗାଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଶିଲ୍ପାଙ୍କ ଏହି ନୂଆ ହେୟାର ଷ୍ଟାଇଲ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *