Amitabh Bachana ଙ୍କ ପାଖରେ ଚୌକିରେ ବସିଥିବା ଏହି କୁନି ପିଲାଟି ଆଜି Bollywood ରେ କରୁଛି ରାଜ ? କଣ ଚିହ୍ନି ପାରିଲେ…

ସୋସିଆଲ ମିଡିଆରେ ଅନେକ ସମୟରେ ଷ୍ଟାର ମାନଙ୍କର ପୁରୁଣା ଓ ପିଲା ଦିନର ଫୋଟୋ ଭାଇରାଲ ହୋଇଥାଏ । ଯାହାକୁ ଚିହ୍ନିବାରେ ଫ୍ୟାନ୍ସ ବହୁତ ପ୍ରୟାସ କଟିଥାନ୍ତି କିନ୍ତୁ ଚିହ୍ନି ପାରନ୍ତି ନାହି । ଆଜି ଆମେ ଆପଣଙ୍କୁ ଏମିତି ଜଣେ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ସହ ଅମିତାଭ ବଚ୍ଚନ ଚେୟାର ଉପରେ ବସିଛନ୍ତି ଯାହାକୁ ଆପଣ ଚିହ୍ନିବାର ଅଛି । ଫୋଟୋରେ ଦେଖାଯାଉଛି ମହାନୟକ ଅମିତାଭ ବଚ୍ଚନ ସ୍କ୍ରିଟ ଉପରେ ନିଜର ପୁରା ଧ୍ୟାନ ଦେଇଛନ୍ତି ।

ଆପଣ ମାନେ ସେହି ପିଲାର ମାସୁମ ଚେହେରା ଉପରେ ପକାନ୍ତୁ ନାହି କାରଣ ଆଜି ସେ ସୁପର ହିରୋ ହୋଇସାରିଛନ୍ତି । ଆମେ ସବୁ ଜାଣିଛୁ ଅମିତାଭ ବଚ୍ଚନ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ବର୍ଷ ହେବ କାମ କରୁଛନ୍ତି । ସମୟ କ୍ରମେ ସେ ବଲିଉଡର ସେହଂସା ରହିସାରିଛନ୍ତି ।

ବିଗ ବି ନିଜର ବେହତର ଅଭିନୟ ଦ୍ଵାରା କାହା ପାଇଁ ହୃଦୟରେ ନିଜ ପାଇଁ ଖାସ ସ୍ଥାନ ବଣାଇ ଆଜି ବି ଇଣ୍ଡଷ୍ଟ୍ରିରେ ଲଗାତାର ସକ୍ରିୟ ଅଛନ୍ତି । ତାଙ୍କର ଫ୍ୟାନ୍ସ ଫଳୋଇଙ୍ଗ ବହୁତ ଅଧିକ ରହିଛନ୍ତି । ଖାଲି ଦେଶରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଋତୁୱା ଅଧିକ ରହିଛି । ଅମିତାଭଙ୍କ ସହ ଫୋଟୋରେ ନଜର ଆସୁଥିବା ପିଲାକୁ ଚିହ୍ନିବାରେ ଅନେକ ଫେଲ ମାରିସାରିଛନ୍ତି । ବର୍ତ୍ତମାନ ସେ ବଲିଉଡରେ ରାଜ କରିଛନ୍ତି ।

ଅମିତାଭ ବଚ୍ଚନ ଙ୍କୁ ତାଙ୍କ ଫ୍ୟାନ୍ସ ମାନେ ଅଲଗା ଅଲଗା ନାଁ ରେ ଜାଣିଛନ୍ତି । ଯେଉଁ ଫୋଟୋ ଭାଇରାଲ ହୋଇଛି ସେଥିରେ ଅମିତାଭ ଙ୍କ ସହ ବଲିଉଡ ର ଅନ୍ୟ ଏକ ସୁପର ଷ୍ଟାର ନଜର ଆସୁଛନ୍ତି । ଏହି ବ୍ଲାକ ଆଣ୍ଡ ୱ୍ହାଇଟ ଚିତ୍ର ଏହି ସମୟରେ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି । ଅମିତାଭ ଙ୍କ ପାଖରେ ଅନ୍ୟ ଏକ ଚେୟାରରେ ବସି ତାଙ୍କୁ ଗମ୍ଭୀର ଭାବେ ଦେଖୁଛି ।

ଆପଣଙ୍କୁ କହି ରଖୁଛୁ କି ଏହି ଛୋଟ ପିଲାଟି ଆଉ କେହି ନୁହନ୍ତି ବରଂ ବଲିଉଡ ସୁପର ଷ୍ଟାର ରୀତିକ ରୋଷନ । ଆଜ୍ଞା ହଁ ଏହି ଫୋଟୋରେ ଅମିତାଭଙ୍କ ସହ ସ୍କ୍ରିପ୍ଟ ପଢୁଥିବା ପିଲାଟି ରୀତିକ ରୋଷଣ ଅଟନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଅମା ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *